ବୌଦ୍ଧରେ ମାଛଚାଷ ସମ୍ବନ୍ଧୀୟ ସଚେତନତା ଓ ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୫/୧୧:- ସ୍ଥାନୀୟ ଟାଉନହଲ ଠାରେ ଅନନ୍ୟା ଏବଂ କେନ୍ଦ୍ରୀୟ ମଧୁରଜଳ ଗବେଷଣା ପ୍ରତିଷ୍ଠାନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରର ମୁଖ୍ୟ ବିଷୟବସ୍ତୁ ଥିଲା ମଧୁରଜଳ ମାଛଚାଷ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟଅତିଥି
Read More...

ଆସନ୍ତାକାଲି ଠାରୁ ତୃତୀୟ ମା ଭୈରବୀ ମହୋତ୍ସବ

ହରଭଙ୍ଗା,୧୫/୧୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ମା ଭୈରବୀ ମହୋତ୍ସବ । ଏହି ମହୋତ୍ସବ ନଭେମ୍ବର ମାସ ୧୬ତାରିଖ ଠାରୁ ଆରମ୍ଭ ହୋଇ ୨୧ତାରିଖ ପଯ୍ୟନ୍ତ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ହରଭଙ୍ଗା ବ୍ଲକ୍‌ ଘେରାଉ

ବୌଦ୍ଧ,୧୫/୧୧: ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଜନ ଆକ୍ରୋଶ କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ଧାରଣା ସହିତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ପାତାଳୀ ବ୍ରହ୍ମ ଆଧାରିତ ଆଧ୍ୟାତ୍ମିକ ଚିତ୍ରକଳା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର: ସୋନପୁରର ଇତିହାସ-ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଦୁଇଦିନିଆ ଆଧ୍ୟାତ୍ମିକ ଚିତ୍ରକଳା ଶିବିର ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ୧୪ ତାରିଖ ପୂର୍ବାହ୍ନରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା, ନୈବେଦ୍ୟ ଅର୍ପଣ ଓ ଆଳତି ପରେ ଏହି ଶିବିରର ଶୁଭାରମ୍ଭ ହୋଇଥିଲା ।
Read More...

ଉଦ୍‌ଘାଟିତ ହେଲା ସାତକୋଶିଆ ବାଲୁକା ପର୍ଯ୍ୟଟନ କେନ୍ଦ୍ର

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସଦରମହକୁମା ଠାରୁ ୧୮ କିଲୋମିଟର ଦୂରରେମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମଧ୍ୟରେ ଅବସ୍ଥିତ ବଡ଼ମୂଳର ମଙ୍ଗାନାଶି ଠାରେ ଥିବା ସାତକୋଶିଆ ବାଲୁକା ପର୍ଯ୍ୟଟନକେନ୍ଦ୍ର ଆଜିଠାରୁ ଉଦ୍‌ଘାଟନ ହୋଇ ଶୁଭାରମ୍ଭ ହୋଇଯାଇଛି । ବର୍ତ୍ତମାନ ସବୁ କାର୍ଯ୍ୟ ଶେଷହୋଇ
Read More...

ଜଳ ପରିଚାଳନା ଦ୍ୱାରା ଧାନ କ୍ଷେତରୁ ମିଥେନ ଗ୍ୟାସ ହ୍ରାସ ପ୍ରୟାସ

ପୁରୀ : ଜଳ ପରିଚାଳନା ଦ୍ୱାରା ଧାନ କ୍ଷେତରୁ ମିଥେନ ଗ୍ୟାସ ନିର୍ଗମନ ହ୍ରାସ କରାଯାଇ ପାରିବ । ଯାହା ଫଳରେ ଚାଷୀ ମାନେ ଉପକୃତ ହେବା ସହ ଅମଳ ବୃଦ୍ଧିରେ ସହାୟକ ହୋଇ ପାରିବ । ଏହି ପରିପ୍ରେକ୍ଷୀରେ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ପିପିଲି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଆୟୋଜିତ
Read More...

ଚାଷୀଙ୍କ ଆଶା ଭାଙ୍ଗିଲା ଲୁଚକାଳି ବର୍ଷା ଓ ରୋଗ ପୋକ

ନୂଆପଡ଼ା : କପା ଏକ ଅର୍ଥକାରୀ ଫସଲ, ଏହାକୁ ଧଳା ସୁନା ମଧ୍ୟ କୁହାଯାଏ । ଠିକ୍‌ ଭାବରେ ଉତ୍ପାଦନ ହେଲେ ଏହା ଚାଷୀଙ୍କୁ ଲାଭ ଦେଇଥାଏ । କିନ୍ତୁ ବର୍ଷାର ଲୁଚକାଳି ଖେଳ ଓ ରୋଗ ପୋକ କପା ଚାଷୀଙ୍କ ଆଶା ଭାଙ୍ଗି ଦେଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଏବେ
Read More...

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ସେଞ୍ଚୁରୀଆନ୍‌ ବିଶ୍ୱବିଦ୍ୟାଳୟ ଖେଳପଡିଆଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ ହୋଇଯାଇଛି । ଆଜିର ଏହି ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ସୁରେଶ କୁମାର ବଶିଷ୍ଠ, ପ୍ରମୁଖ ଶାସନ
Read More...

ଦୁଇ ବାଇକ୍‌ ମୁହାଁମୁହିଁ ; ଜଣେ ମୃତ,ଅନ୍ୟ ଜଣେ ଗୁରୁତର

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଖୁଣ୍ଟିଆ ଛକଠାରେ ଦୁଇ ସିଡି ଡିଲେକସ୍‌ ବାଇକ୍‌ ସହ ଆଉ ଏକ ବାଇକ୍‌ ମୁହାଁ ମୁହିଁ ଧକ୍କା ହେବା ଫଳରେ ରସିଆ ଗୁଡା ଗ୍ରାମ ହନୁମାନ ଭତ୍ରା (୬୨)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଡଙ୍ଗରଭେଜା ଗ୍ରାମର ଦିବାକର ବିଷୋୟୀ
Read More...

“ଓଡିଶା ସମବାୟ ଭିତ୍ତିଭୂମି ପ୍ରତିଷ୍ଠାରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ’

କଟକ: ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଓଡିଶା ସମବାୟ ସୁରକ୍ଷା ସଂଘ ଓ ପାକ୍ଷିକ ସମ୍ବାଦ ପତ୍ର ସମବୟିକା ପକ୍ଷରୁ ଓଡିଶାରେ ସମବାୟ ଆନ୍ଦୋଳନର ପୁରଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା
Read More...