ବନବାସୀ ସେବା ସମିତିର ‘ରେଡିଓ ମହକ’ ଉଦଘାଟନ

ବାଲିଗୁଡା: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତର ଏକ ରେଡିଓ କେନ୍ଦ୍ର ରେଡିଓ ମହକ ୮୯.୬ର ଉଦଘାଟନୀ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଏହି ରେଡିଓ ମହକକୁ ଉଦଘାଟନ କରିଛନ୍ତି । ଉକ୍ତ
Read More...

କନ୍ଧମାଳକୁ ରେଳ ସଂଯୋଗ ଦାବିରେ ବନ୍ଦ ପାଳିତ

ବାଲିଗୁଡା: କନ୍ଧମାଳକୁ ରେଳ ସଂଯୋଗ ଦାବୀରେ ଆଜି କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ପରିଷଦର କର୍ମକର୍ତ୍ତା ମାନେ ବନ୍ଦ ପାଳନକୁ ସଫଳ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସଦର ମହକୁମା ଫୁଲବାଣୀର ମାଦିକୁନ୍ଦା ଛକରେ କର୍ମକର୍ତ୍ତା
Read More...

ଶ୍ରୀମନ୍ଦିରରେ ଠେଲାପେଲା, ୨୦ରୁ ଊର୍ଦ୍ଧ୍ୱ ଭକ୍ତ ଆହତ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ମଙ୍ଗଳଆଳତୀ ସମୟରେ ଠେଲାପେଲା ହେବା ଯୋଗୁଁ ବହୁ ହବିଷ୍ୟାଳୀଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି । ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ୟାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ । ଆହତ
Read More...

ବିଜେଡିର ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି : ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଜନତା ଦଳ କେବେ କୌଣସି କାର୍ଯ୍ୟକ୍ରମ କରେ ନାହିଁ । ସବୁବେଳେ ବିକାଶର କାର୍ଯ୍ୟ କରିଥାଏ । ଏହି ବିକାଶ ଧାରା ମୋହନା ନିର୍ବାଚନମଣ୍ଡଳୀରେ ଚାଲିଛି । ରାଜ୍ୟର ବିକାଶକୁ କିପରି ତ୍ୱରାନ୍ୱିତ କରାଯିବ ତାହା ଆମର ଲକ୍ଷ୍ୟ ବୋଲି ମୋହନା
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ,ଅତିରିକ୍ତ ଜିଲ୍ଲା
Read More...

ଜାତୀୟ ଆଇନ ସେବା ଦିବସ ପାଳିତ

ଫୁଲବାଣୀ :ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ଆଜି ଏକ ଶୋଭାଯାତ୍ରା ସିଭିଲ୍‌ କୋର୍ଟ ପରିସର ମଧ୍ୟରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ପାରିବାରିକ ଅଦାଲତ ବିଚାରପତି ଦେବଦର୍‌ ଦାସ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ବାହାରିବା
Read More...

ବାରବାଟୀ–କଟକ ବିଧାୟକ ମୋକିମଙ୍କ ୧୮ ନମ୍ବର ୱାର୍ଡରେ ଜନସଂପର୍କ ପଦଯାତ୍ରା

କଟକ : ଆଜି ବାରବାଟୀ–କଟକ ବିଧାୟକ ଇଂ.ମହମ୍ମଦ ମୋକିମ କଟକ ମହାନଗର ନିଗମ ୧୮ ନମ୍ବର ୱାର୍ଡରେ ଜନ ସଂପର୍କ ପଦଯାତ୍ରା କରିଛନ୍ତି । ୱାର୍ଡ ଅଞ୍ଚଳର ଓଡିଆ ବଜାର, ଗଙ୍ଗାମନ୍ଦିର, ବାଉଁଶ ଗଳି, ବାଙ୍କା ବଜାର, ସୂତାହାଟ ଆଦି ଅଞ୍ଚଳ ପଦଯାତ୍ରା କରି ସ୍ଥାନୀୟ ଜନସାଧାରଣଙ୍କୁ ଭେଟିଥିଲେ । ସ୍ଥାନୀୟ
Read More...

ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ

ପୁରୀ : ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ । ଅଭିନବ ଢଙ୍ଗରେ କଂଗ୍ରେସ କର୍ମୀ କଲେ ସତ୍‌ଯାଗ୍ରହ । ଶହଶହ କର୍ମୀ ଏହି ସତ୍ୟାଗ୍ରହରେ ସାମିଲ ହେବା ସହ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା । ରାଜ୍ୟବ୍ୟାପୀ ଚାଲିଥିବା ଏହି
Read More...

କୋକସରା ବ୍ଳକରେ ଥମୁନି ଦାଦନ ଦୁଃଖ, ପୁଣି ଜଣେ ଓଡ଼ିଆ ଶ୍ରମିକ ଆନ୍ଧ୍ରରେ ମୃତ

କୋକସରା : ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ନପାଇ ଦି ପଇସା ରୋଜଗାର କରିବା ଆଶାରେ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚଳିତ ବର୍ଷ କୋକସରା ବ୍ଲକର ୬ଜଣ ଶ୍ରମିକ ମୃତ୍ୟୁ ହୋଇଥିବା ଖବର ରହିଛି । ତେବେ ଆଜି ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ମୃତ
Read More...

ବନ୍ୟପ୍ରାଣୀ ଅଭୟାରଣ୍ୟ ଅଂଚଳରେ ହେବାକୁ ଥିବା ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଲେ ମନ୍ତ୍ରୀ

ହରଭଙ୍ଗା :ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଂଚଳର ଅତଲସରା ମହାନଦୀ କୂଳରେ ଥିବା ୫ଏକର ବିଶିଷ୍ଟ ଜାଗାରେ ପର୍ଯ୍ୟଟନୀ ସ୍ଥଳୀ ହେବା ସହ ଉଚ୍ଚତର ଟାୱାର ଘର, ବୋଟିଙ୍ଗ, ପର୍ଯ୍ୟଟନ ଓ ପିଲାଙ୍କ ପାଇଁ ବିଭିନ୍ନ ଦୋଳି ଆଦି ନିର୍ମାଣ କରାଯିବ । ଏହି
Read More...