ଅଟୋ-ବାଇକ ମୁହାଁମୁହିଁ ଧକ୍କା,୨ ମହିଳା ଗୁରୁତର

ଗଣିଆ: ଗଣିଆ-ଭୁବନେଶ୍ୱର ମୁଖ୍ୟ ରାସ୍ତାର ରାଜକିଆରି ପେଟ୍ରୋଲ ପମ୍ପ ନିକଟରେ ବୁଧବାର ସନ୍ଧ୍ୟା ୭ଘଟିକା ସମୟରେ ଅଟୋ ସହିତ ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଦୁଇଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବାଣପୁରରୁ କାନପୁର ଥାନା କାଞ୍ଜିଆପଦା
Read More...

ଆଠଗଡ ବିଜେଡି ତରଫରୁ ଦୋରଡ଼ ଓ ସଠିଲୋ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା

ଆଠଗଡ: ଆଠଗଡ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦ ଯାତ୍ରା ଦୋରଡ଼ ଓ ସଠିଲୋ ପଂଚାୟତରରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାକୁ ଆଠଗଡ ବିଜୁ ଜନତା ସଭାପତି ରବୀନ୍ଦ୍ର ନାଥ ରାଉତ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଭାରତ ସର୍ବୋଚ୍ଚ ନ୍ୟାୟଳୟର୍‌ ଯୁବ ଆଇନଜୀବୀ ତଥା ସମାଜସେବୀ
Read More...

ଇଟାମାଟି ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ

ଇଟାମାଟି : ସାଇବର ସୁରକ୍ଷା ବିଷୟରେ ବିଶେଷ ଜ୍ଞାନ ନଥିବା ଏବଂ ସଚେତନତା ଅଭାବରୁ ଛାତ୍ରଛାତ୍ରୀ,ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଅନେକ ସାଇବର ଠକାମୀର ଶିକାର ହେଉଛନ୍ତି । ସାଇବର କ୍ରାଇମ୍‌ ଅପରାଧର ଏମିତି ଏକ ଶାଖା ଯାହା ଅନଲାଇନ୍‌ ମାଧ୍ୟମରେ ଲୋକମାନଙ୍କୁ
Read More...

ଓଡିଶା କ୍ଷେତ ମଜୁଦୂର୍‌ ୟୁନିୟନ ପକ୍ଷରୁ ଦାବିପତ୍ର ପ୍ରଦାନ

ଦଶପଲ୍ଲା : ଅଖିଳ ଭାରତ ଏଗରିକଳଚର୍‌ ୱାର୍କର୍ସ ୟୁନିୟନ୍‌ ସହବନ୍ଧିତ ଓଡ଼ିଶା କ୍ଷେତ ମଜଦୂର ୟୁନିୟନ ଦଶପଲ୍ଲା ବ୍ଲକ୍‌ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଦାବି ଗୁଡ଼ିକ ହେଲା ମନରେଗା ଯୋଜନାରେ
Read More...

ନୂଆଗାଁ ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଆଜି ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକରେ କିରିଆଲାଞ୍ଜିଠାରୁ ବାହାରି
Read More...

ଦିବ୍ୟାଙ୍ଗ ସହକାରୀ ବ୍ଳକ ସାମାଜିକ ଅଧିକାରୀଙ୍କ ମହାନତା କାର୍ଯ୍ୟ

ପାଟଣାଗଡ : ପାଟଣାଗଡ଼ ବ୍ଳକ ସୁନାମୁଦୀ ପଞ୍ଚାୟତ ଘୁନଘୁଟିପାଲି ଗାଁର ପ୍ରଶୁରାମ ବାରଡେଲିଆଙ୍କୁ ଏକ ତିନି ଚକିଆ ସାଇକେଲ ବ୍ଳକ କାର୍ଯ୍ୟାଳୟ ପରିସରରେ ପ୍ରଦାନ କରାଯାଇଛି । ଜଣେ ଦିବ୍ୟାଙ୍ଗ ସହକାରୀ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ଦାସ ଜଣେ ଦିବ୍ୟାଙ୍ଗଙ୍କୁ ସାଇକେଲ ପ୍ରଦାନ କରି
Read More...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ହରଭଙ୍ଗା,୧୧/୧୦:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୱାଇସିଡିଏ ଓ ବିଏନଆଇର ମିଳିତ ଉଦ୍ୟମରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ୧୫ଟି ପଞ୍ଚାୟତର ପ୍ରାୟ ୪୦ ଜଣ ମାନସିକ ରୋଗୀ ଓ ତାଙ୍କର ପରିବାରବର୍ଗ ଓ
Read More...

ବରିଷ୍ଠ ନାଗରିକ ମଞ୍ଚର ଅଷ୍ଟମ ସାଧାରଣ ଅଧିବେଶନ ଅନୁଷ୍ଠିତ

ହରଭଙ୍ଗା,୧୧/୧୦:- ବରିଷ୍ଠ ନାଗରିକ ମଞ୍ଚ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ, ହରଭଙ୍ଗା ବ୍ଲକର ଅଷ୍ଟମ ସାଧାରଣ ଅଧିବେଶନ ଚାରିଛକସ୍ଥିତ ବାବା କେଦାରେଶ୍ୱର ମନ୍ଦିରଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହରଭଙ୍ଗା ବି.ଡ଼ି.ଓ ସ୍ୱପ୍ନିତା ନାଏକ ସମ୍ମାନିତ
Read More...

ଦୁଗ୍ଧ ଓ ଗୋ-ପାଳନ ଚାଷୀଙ୍କ ଦକ୍ଷତା ବିକାଶ ଦିଗରେ ପ୍ରଶିକ୍ଷଣ ଶିବିର ଉଦଘାଟିତ

ହରଭଙ୍ଗା: ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୁଲ୍ୟରେ ହରଭଙ୍ଗା ବ୍ଲକ୍‌ ଧଳପୁର ଠାରେ ଥିବା ଜୟ ଜଗନ୍ନାଥ ଦୁଗ୍ଧ ସମବାୟ ସମିତିରେ ଦୁଗ୍ଧଚାଷୀମାନଙ୍କର ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ତିନିଦିନିଆ ଗୋପାଳକ ତାଲିମ ଶିବିର ଆୟୋଜନ ହୋଇଯାଇଛି । ଏହି ତାଲିମ୍‌ ଶିବିରରେ ମୁଖ୍ୟ ଅତିଥି ଭାବରେ
Read More...

କାଶୀନଗର ଏନଏସିରେ ବିଜେଡିର ପଦଯାତ୍ରା

ଗଜପତି : ବିଜେଡିର ଜନସମ୍ପର୍କ ପଦଯାତ୍ରା ଗଜପତି ଜିଲ୍ଲା କାଶୀନଗର ଏନଏସିଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ଏନଏସି ଅଧ୍ୟକ୍ଷା ଶ୍ରୀମତି ଏମ
Read More...