ସୁନାମଧନ୍ୟ କଳାକାର ତଥା ପୂଜକ ଧନେଶ୍ୱର ବାରିକଙ୍କ ପରଲୋକ
ବୌଦ୍ଧ,୧୦/୧୦:- ବୌଦ୍ଧ ରାମଲୀଳା ଯାତ୍ରାର ପ୍ରାକ୍ତନ କଳାକାର ଧନେଶ୍ୱର ବାରିକଙ୍କ ଆଜି ଅପରାହ୍ନ ୩ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେଲା ବିଭିନ୍ନ ରୋଗରେ ପୀଡିତ ଥିଲେ । ସ୍ୱର୍ଗତ ବାରିକ ବୌଦ୍ଧ ରାମଲୀଳା ଯାତ୍ରାରେ ଜଣେ କଳାକାର!-->…
Read More...
Read More...