ସେପ୍ଟେମ୍ବର ୧୧ ରୁ କଟକ ନେତାଜୀ ବସ୍ ଟର୍ମିନାଲରୁ ଗଡିବ ବସ୍
କଟକ,: ବହୁ ପ୍ରତିକ୍ଷିତ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି)ରୁ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ବସ୍ ଚଳାଚଳ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ପୁରୀ, ଅନୁଗୋଳ, ସମ୍ବଲପୁର ଏବଂ ରାଉରକେଲାକୁ ସିଏନବିଟିରୁ ବସ୍ ରହଣି ସହ ଯାତାୟାତ କରିବ। ଏଥିପୂର୍ବରୁ!-->…
Read More...
Read More...