ଶାଳଗଣ୍ଡି ଜବତ, ୪ ଗିରଫ
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଅଇଁଲାଛାଟ ଛକ ନିକଟରେ ଥିବା ଦଳଟାଙ୍ଗର ସଂରକ୍ଷିତ ଜଙ୍ଗଲରେ ଆଜି ବନବିଭାଗ ପକ୍ଷରୁ ପେଟ୍ରୋଲିଂ କରିବା ସମୟରେ ବନବିଭାଗ ଚଢାଉ କରି ସେଠାରୁ ୭ଟି ଶାଳ ଗଣ୍ଡି, ୧୦ଖଣ୍ଡ ସାଇଜ କାଠ, ୨ଟି କରତ ଏବଂ ଗୋଟିଏ ବାଇକ୍ ଜବତ କରିବା ସହ ୪!-->…
Read More...
Read More...