କୃଷି ସଚେତନତା ରଥକୁ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ କୃଷି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ । ଖରିଫ ଋତୁରେ ଉଚ୍ଚ ମଧ୍ୟମ ଜମିରେ ଧାନ
Read More...

ଶ୍ରୀମନ୍ଦିର ନାଟମଣ୍ଡପ ବିମର ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଟିମ୍‌

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ ଅସୁରକ୍ଷିତ ଥିବା ଆମିକସ୍‌ କ୍ୟୁରୀ ଏନ୍‌ କେ ମହାନ୍ତି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ବିଭିନ୍ନ ମହଲରେ ଏଏସଆଇର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ତତ୍ପର ହୋଇଛି ଏଏସଆଇ
Read More...

ଅବଢ଼ା ଯୋଜନା ସମୀକ୍ଷା ବୈଠକ, ନିଆଗଲା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଅବଢ଼ା ଯୋଜନା ସମୀକ୍ଷା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ସୁଦ୍ଧା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରି ଭକ୍ତଙ୍କ ପାଇଁ
Read More...

ଓଡିଶା-ଆନ୍ଧ୍ର ସୀମାନ୍ତରେ ବୁଲୁଛି ମହାବଳ ବାଘ, ଭିଡିଓ ଭାଇରାଲ

ରାୟଗଡା : ରାୟଗଡା ଜିଲ୍ଲା ଗୁଣପୁର ନିକଟ ଆନ୍ଧ୍ର-ଓଡିଶା ସୀମାନ୍ତ ଶ୍ରୀକାକୁଲମ ଜିଲା ଭାମିନି ମଣ୍ଡଳରେ ମହାବଳ ବାଘ ଚଳ ପ୍ରଚଳ ହେଉଥିବା ଏକ ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ଉଭୟ ରାଜ୍ୟର ଗ୍ରାମ ଗୁଡିକରେ ଆତଙ୍କ ଖେଳିଯାଇଛି । ଭାଇରଲ ଭିଡିଓ ରେ ଗୋଟିଏ ମହାବଳ ବାଘ ରାସ୍ତା ଉପରେ
Read More...

ପୁରୁଣାକଟକ ଥାନା ଅଧିକାରୀ ଭାବେ ଯୋଗଦେଲେ ରଞ୍ଜିତ କୁମାର ମୁନି

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋତ୍ସା କାଉଁରୀଙ୍କ ବଦଳି ପରେ ଉକ୍ତ ଥାନାର ଅଧିକାରୀ ଭାବେ ଯୋଗଦାନ କରିଛନ୍ତି ରଞ୍ଜିତ କୁମାର ମୁନି । ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ସୋମବାର ଦିନ ଶ୍ରୀ ମୁନି
Read More...

ଦୁର୍ଘଟଣାରେ ଗାଡି ଚାଳକ ଗୁରୁତର

ନୂଆଗାଁ : ନୟାଗଡ ଜିଲ୍ଲା (ନୂଆଗାଁ )ଜାତୀୟ ରାଜପଥ ୫୭ ସୋରଡା ନିକଟରେ ଏକ ଦୁର୍ଘଟଣା ଘଟି ଜଣେ ଗାଡି ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାମୁତବକ ଆଜି ଏକ ଟାଟା ମିନିଟ୍ରକ (ନଂ-ଓଡି୦୨ବିଜେଡ୍‌୯୮୬୭) ପରିବା ନେଇ ବାରଗଡରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ
Read More...

କଣ୍ଟାମାଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ବୌଦ୍ଧ,୨୧/୮:- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଅତିରିକ୍ତ ଆରକ୍ଷୀ
Read More...

ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ସ୍ୱାସ୍ଥ୍ୟ ଶିବିର

ନନ୍ଦାହାଣ୍ଡି :ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଆଜି ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଠାରେ District Early Intervention centre ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି
Read More...

ଦିନ ଦ୍ୱିପହରରେ ରାସ୍ତା ମଝିରେ ଭାଲୁ

ନନ୍ଦାହାଣ୍ଡି,୨୧/୮:- ଆଜି ଦିନ ଦ୍ୱିପହରରେ ରାସ୍ତା ମଝିରେ ଭାଲୁ ଦେଖିବାକୁ ମିଳିଛି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରୀ ପଞ୍ଚାୟତ ଅନ୍ତର୍ଗତ ପଠାନଗୁଡା ରାସ୍ତାରେ । ଏହି ରାସ୍ତା ଦେଇ ଲୋକେ ଯିବା ସମୟରେ ଆତଙ୍କ ଖେଳାଇଛି ଏହି ଭାଲୁ ।
Read More...

ଛାତ୍ରୀଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

ପାରଳାଖେମୁଣ୍ଡି,୨୧/୮:- ଗଜପତିର ୯୧ ଜଣ ଛାତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଦକ୍ଷତା ଉନ୍ନୟନ ଅନୁଷ୍ଠାନ ପରିଦର୍ଶନ କାର୍ଯ୍ୟକ୍ରମକୁ ଗତକାଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରକାଶଥାଉକି ଉକ୍ତ ୯୧ ଜଣ
Read More...