ଓଡିଶା ପୁନର୍ଗଠନ ପାଇଁ ରାଜ୍ୟସ୍ତରୀୟ ଯୁବ ଶିବିର ଉଦଯାପିତ
ହରଭଙ୍ଗା,୪/୯- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ତିନିଦିନିଆ ରାଜ୍ୟସ୍ତରୀୟ ଯୁବଶିବିର ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ସକାଳୁ ଏକ ସଦଭାବନା ପଦଯାତ୍ରା କଲେଜ ପରିସରରୁ ବାହାରି ଭୈରବୀ ମନ୍ଦିର ପର୍ଯ୍ୟନ୍ତ ଯାଇ ଲୋକଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ ।!-->…
Read More...
Read More...