ଆଇଆରବି ବାଟାଲିୟନରେ ମେରା ମିଟି ମେରା ଦେଶ କାର୍ଯ୍ୟକ୍ରମ

ବୌଦ୍ଧ,୧୧/୮ - ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ରହିଥିବା ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ମେରା ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ତହସିଲଦାର ତଥା
Read More...

ନବନିର୍ମାଣ ସ୍ୱରାଜ ସରକାର ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ

ସୁବର୍ଣ୍ଣପୁର : ନବନିର୍ମାଣ ସ୍ୱରାଜ ସରକାର ଓଡିଶାର କୃଷକ ମାନଙ୍କ ଆର୍ଥିକ ଦୂରବସ୍ଥା ଦୁରକରି ଚାଷୀକୁ ତାର ହକ ଦେବାପାଇଁ ଆଜି ସମଗ୍ର ଓଡିଶାରେ ଆଗକୁ ଆସି ଆଜି ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାୟଶ୍ଚିତ ସତ୍ୟାଗ୍ରହ ଆରମ୍ଭ କରିଛି । ସେ ହିସାବରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ
Read More...

ମୂର୍ତ୍ତି ସ୍ଥାପନ ବିବାଦ ଘଟଣା, ହିନ୍ଦୁ ସମାଜ ଓ ପ୍ରଶାସନର ବୁଝାମଣାରେ ଧାରଣା ପ୍ରତ୍ୟାହୃତ

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଛକରେ ପର୍ଶୁରାମ ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ହିନ୍ଦୁସମାଜ ପକ୍ଷରୁ ପ୍ରସ୍ତାବିତ ପର୍ଶୁରାମ ମୂର୍ତ୍ତି ସ୍ଥାପନ ଦାବିରେ ଦୀର୍ଘ ଦିନ ଧରି ପର୍ଶୁରାମ ଛକରେ ଧାରଣା ଦେବା ସହ ବନ୍ଦ ପାଳନ ମଧ୍ୟ କରାଯାଇଥିଲା । ଆଜି ହିନ୍ଦୁ ସମାଜ ଓ ପ୍ରଶାସନର
Read More...

ବୀରନରସିଂହପୁରରେ ଖୋଲିବ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ହରଭଙ୍ଗା : ପ୍ରାଥମିକ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ପାଇଁ ହରଭଙ୍ଗା ବ୍ଲକର ବୀରନରସିଂହପୁରଠାରେ ପ୍ରସ୍ତାବିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ଗୁରୁବାର ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର କ୍ଷେତ୍ର ପରିଦର୍ଶନ କରିଥିଲେ । ପ୍ରକାଶ ଥାଉକି
Read More...

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ମାଣ କୃଷକ ସଙ୍ଗଠନର ଗଜପତି ଜିଲ୍ଲା ପ୍ରଭାରୀ ରଣଜିତ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ
Read More...

ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ପଟ୍ଟନାୟକଙ୍କ ପରଲୋକ

ବୌଦ୍ଧ,୧୧/୮: - ବୌଦ୍ଧରେ ସୁନାମ ଅର୍ଜନ କରି ଅବସର ଗ୍ରହଣ କରିଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ପଟ୍ଟନାୟକଙ୍କ ଗତ ରାତିରେ ଭୁବନେଶ୍ୱର ବାସଭବନରେ ପରଲୋକ ହୋଇଯାଇଛି । ବୌଦ୍ଧରେ ଆଜି ଖବର ପ୍ରଚାର ହେବାପରେ ତାଙ୍କର ସହକର୍ମୀ, ଛାତ୍ରୀ ଓ ବୁଦ୍ଧିଜୀବୀ
Read More...

ବୌଦ୍ଧ ଓଷ୍ଟା ପରିବାର ତରଫରୁ ଡିଇଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ବୌଦ୍ଧ,୧୧/୮:- ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ, ବୌଦ୍ଧ ତରଫରୁ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସୌଜନ୍ୟ ମୂଳକ ସାକ୍ଷାତ କରି ସ୍ୱାଗତ କରାଯାଇଥିଲା । ସାକ୍ଷାତ ସମୟରେ ଓଷ୍ଟା ଜିଲ୍ଲା ସଭାପତି ପୀତବାସ
Read More...

ସର୍ପ ଦଂଶନ ସଚେତନତା କାର୍ଯ୍ୟକ୍ରମ

ଜହ୍ନ । ପଙ୍କ,୧୧/୮:- ଜିଲ୍ଲା ପ୍ରାଣୀ କଲ୍ୟାଣ ମଞ୍ଚ ଆନୁକୁଲ୍ୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିର । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସର୍ପ ଦଂଶନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ପ୍ରାଣୀ କଲ୍ୟାଣ ମଞ୍ଚର ସଭାପତି ସୁରେନ୍ଦ୍ର କର୍ଣ୍ଣଙ୍କ
Read More...

ଅଧପନ୍ତରିଆ ଘି ମୁହାଣୀ – ବୁରୁବୁଡା ରାସ୍ତା ଓ ପୋଲ

ହରଭଙ୍ଗା ୧୧/୮:- ଠିକାଦାରଙ୍କ ମନମାନି ବିଭାଗୀୟ ଅବହେଳା ପାଇଁ ଅଧପନ୍ତରିଆ ଭାବେ ପଡିରହିଛି ରାସ୍ତା ଓ ପୋଲ କାମ । ଯାତାୟତରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିବାରୁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତର ଘି
Read More...

ପ୍ରେସ କ୍ଲବ ପକ୍ଷରୁ ସ୍ୱାବଲମ୍ବୀ ଭାରତ ସମ୍ପର୍କିତ କର୍ମଶାଳା

କଣ୍ଟାମାଳ,୧୧/୮ : ଶିକ୍ଷା ସହ ସ୍ୱରୋଜଗାର ପାଇଁ ଆଜିର ଯୁବପିଢି ନିଜକୁ ସ୍ୱାବଲମ୍ବୀ ଭାବେ ଗଢିବା ସହ ଆତ୍ମ ନିର୍ଭରଶୀଳ ହେଲେହିଁ ଏକ ସମୃଦ୍ଧ ଓ ସ୍ୱାବଲମ୍ବୀ ଭାରତ ଗଠନ ହୋଇପାରିବ ବୋଲି ଆଜି ଘଣ୍ଟାପଡା ଡ଼ିଗ୍ରୀ କଲେଜରେ ଅନୁଷ୍ଠିତ କର୍ମଶାଳାରେ ମତପ୍ରକାଶ ପାଇଛି । ଜିଲ୍ଲା ପ୍ରେସ କ୍ଳବ,
Read More...