ଗଣିଆରେ ଗଠନ ହେଲା ନୂତନ ସାମ୍ବାଦିକ ସଂଘ, ବିଶ୍ୱରଂଜନ ହେଲେ ସଭାପତି
ଗଣିଆ: ନୟାଗଡ ଜିଲା ଗଣିଆ ବ୍ଲକ କାର୍ଯ୍ୟରତ ସମ୍ବାଦିକ ସଂଘ ତରଫରୁ ବୁଧବାର ନୂତନ କର୍ମକର୍ତା ମନୋନୟନ କରାଯାଇଛି । ସଂଘର ୯ଜଣ ସଭ୍ୟଙ୍କୁ ନେଇ ସିଧାମୂଳାସ୍ଥିତ ଡାକବଙ୍ଗଳା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ବିଶ୍ୱରଂଜନ ସେଠୀଙ୍କୁ ଚୟନ!-->…
Read More...
Read More...