ସଡକ ଦୁର୍ଘଟଣାରେ ୨ ଗୁରୁତର

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଜାତୀୟ ରାଜପଥ ୫୭ନଂ କୋରଡ ଗୋଡିସାହି ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଥାଉକି ଦଶପଲ୍ଲାରୁ ନୟାଗଡ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ମହିତମା ଗ୍ରାମର ଖଗୁଲି ନାୟକ ଓ ଚନ୍ଦନ ନାୟକ ବାଇକ ଦ୍ୱାରା
Read More...

ଶିଶୁ ଚୋରି ଅଭିଯୋଗ

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ପାଂଚପୋଖରିଆଠାରେ ଗତ ବୁଧବାର ଦିନ ଏକ ୪ ବର୍ଷର କନ୍ୟା ଶିଶୁକୁ ଧରି ଜଣେ ଅଜଣା ବ୍ୟକ୍ତି ଫେରାର ହୋଇଯାଇଥିବା ଶିଶୁ କନ୍ୟାର ଜେଜେମା ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ଅନୁସାରେ ପାଂଚପୋଖରିଆ ଗ୍ରାମ ନିକଟ ଶିରପୁରରେ କିଛି ଦିନ ହେବ ଆସି ରହୁଥିବା
Read More...

ପୁଣି ପୁରୀରେ ବୋମାମାଡ

ପୁରୀ : ଅଶାନ୍ତ ହୋଇ ପଡ଼ିଚି ଶ୍ରୀକ୍ଷେତ୍ର । ଗତକାଲି ରାତିରେ ଗୁଳିମାଡ ଘଟଣାର ୨୪ ଘଂଟା ବିତି ନଥିବା ବେଳେ ପୁଣି ପୁରୀ ସହରରେ ହୋଇଚି ବୋମାମାଡ । ପୁରୀ ମୁକୁନ୍ଦମିଶ୍ର ନଗରର ବିଜୟ ଖୁଣ୍ଟିଆଙ୍କ ଘର ଉପରେ ହୋଇଚି ବୋମାମାଡ । ବୋମାମାଡରେ କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ବିଜୟ
Read More...

ନୂଆଗାଁ ବ୍ଲକ୍‌ ସ୍ତରୀୟ ଜନ ଶୁଣାଣି

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍‌ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୨୨-୨୩
Read More...

ମଳିକପଡା ମଣ୍ଡି କାର୍ଯ୍ୟକ୍ଷମ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଚେତାବନୀ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଳେଇ ସେବା ସମିତିର ମଲ୍ଲିକପଡା ମଣ୍ଡିରେ ନିର୍ଭର କରୁଥିବା ଚାଷୀ ଆଜି ପର୍ଯ୍ୟନ୍ତ ଚଳିତ ବର୍ଷର ନାମ ପଞ୍ଜିକରଣରୁ ବଞ୍ଚିତ ଥିବା ବେଳେ ବର୍ତ୍ତମାନ ପଞ୍ଜିକରଣକୁ ନେଇ ଚିନ୍ତାରେ ଚାଷୀ । ଏପରିକି ମଲ୍ଲିକପଡା ମଣ୍ଡି ସମସ୍ୟା ଉପରେ ଗତ ୧୮
Read More...

ପୁଣି ଅଲୋଡା ହେଲା ଶିଶୁ କନ୍ୟା : ବୁଦାମୂଳରୁ ଉଦ୍ଧାର

ସୁବର୍ଣ୍ଣପୁର : ଆଜି ପାହାନ୍ତିଆର ପ୍ରାୟ ସାଢେ ପାଂଚଟା ସମୟରେ ନବଜନ୍ମିତ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ସହରର ଲଲୁ ପଡିଆ ନିକଟରେ ଏକ ବୁଦାମୂଳେ ଶିଶୁକନ୍ୟାଟି ପଡିଥିବା ବେଳେ ସ୍ଥାନୀୟ ଜଣେ ମହିଳା ଶିଶୁ କନ୍ୟାଟିକୁ ଉଦ୍ଧାର କରିଛନ୍ତି । ଶିଶୁ କନ୍ୟାକୁ ଜିଲ୍ଲା ଚିକିତ୍ସାଳୟର
Read More...

ପୁଣି ମହାନଦୀ ପାଣି ଘେରରେ ୯ ବଳଦ

ହରଭଙ୍ଗା : ବର୍ଷା ପ୍ରଭାବରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ହୀରାକୁଦର ଉପର ମୁଣ୍ଡରେ ଅତ୍ୟଧିକ ବୃଷ୍ଟି ପାତ ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଏହି ଜଳଭଣ୍ଡାର ଜଳସ୍ତର ନିୟନ୍ତ୍ରଣ ପାଇଁ ବିଭାଗ ତରଫରୁ ଚଳିତ ବର୍ଷ ଜୁଲାଇ ୨୩ତାରିଖରେ ଡ୍ୟାମର ପ୍ରଥମ
Read More...

ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ  । ଏନେଇ ବୋଡର଼୍ ପକ୍ଷରୁ ତାରିଖ ଘୋଷଣା କରାଯାଇଛି  । ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ  । ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ  । ସେହିପରି ମାର୍ଚ୍ଚ ୧୨ରୁ
Read More...

କ୍ୟାନ୍ସର ପୀଡିତାଙ୍କୁ ସହଯୋଗର ହାତ ବଢ଼ାଇଲେ ବିଧାୟିକା ଲତିକା ପ୍ରଧାନ

ଗଞ୍ଜାମ: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମାରିପାରି ଗ୍ରାମର ଭିକା ପଲେଇଙ୍କ ସାନ ଝିଅ କାଜଲ ପଲେଇ ବୟସ ମାତ୍ର ୧୬ ବର୍ଷ । ଯେଉଁ ବୟସରେ ପିଲା ପାଠ ପଢିବା କଥା ଆଜିକୁ ପ୍ରାୟ ଦୀର୍ଘ ୬ମାସ ହେବ ସେ କୁଆଡେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଶାରୀରିକ ଓ ମାନସିକ
Read More...

ସୁବର୍ଣ୍ଣପୁର ବନଖଣ୍ଡ ପକ୍ଷରୁ ବାର୍ଷିକ ସମୀକ୍ଷା ଅନୁଷ୍ଠିତ

ସୁବର୍ଣ୍ଣପୁର: ଜିଲ୍ଲା ବନବିଭାଗ ପକ୍ଷରୁ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ବାର୍ଷିକ ସମୀକ୍ଷା ୨୦୨୨-୨୩ ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଳ ଶର୍ମାଙ୍କ ଅଧ୍ୟତାରର ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ
Read More...