ଜୈନ ଗୁରୁଙ୍କ ହତ୍ୟା ପ୍ରତିବାଦରେ ଜୈନ ସମାଜର ନୀରବ ଶୋଭାଯାତ୍ରା
ନବରଙ୍ଗପୁର: କର୍ଣ୍ଣାଟକର ବେଲଗାବିର ଚିକୋଡ଼ି ଗ୍ରାମ ଠାରେ ଜୁଲାଇ ୪ ତାରିଖରେ ଜୈନ ମୁନୀ ଆଚାର୍ଯ୍ୟ ଶ୍ରୀ ୧୦୮ କାମ କୁମାର ନନ୍ଦୀଜୀଙ୍କ ନିର୍ମମ ହତ୍ୟା ଘଟଣାର ପ୍ରତିବାଦରେ ନବରଙ୍ଗପୁରଠାରେ ଜୈନ ସମାଜ ପକ୍ଷରୁ ଏକ ନୀରବ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାଟି ସ୍ଥାନୀୟ!-->…
Read More...
Read More...