ତିଲେଶ୍ୱର-ରାମଗଡ ଆରଡି ରାସ୍ତା ଦବିଗଲା,ମରାମତି ଦାବି

ହରଭଙ୍ଗା : ତିଲେଶ୍ୱର -ରାମଗଡ ଆରଡି ରାସ୍ତାଟି ଦବିଯାଇଛି । ଏଣୁ ଏହାକୁ ଶୀଘ୍ର ମରାମତି କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ଉକ୍ତ ରାସ୍ତାରେ ତିନୋଟି ଯାତ୍ରୀବାହୀ ବସ ନିତିଦିନିଆ ଯାତାୟତ କରିବା ସହ ଭାରୀଯାନ ଗାଡି ଚଳାଚଳ କରୁଛି । ଏହି ରାସ୍ତା ଉପରେ ତିଲେଶ୍ୱର, ରାମଗଡ ଓ ସାମ୍ପୋଚ
Read More...

ଓଡ଼ିଶାକୁ ଭୂସ୍ଖଳନ ଆଶଙ୍କା, ୫ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର : ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା । ଏନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କାଦେଖାଦେଇଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ
Read More...

ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ : ଖଡଗେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ। ବିରୋଧୀ ଦଳଙ୍କ ସହ ବୈଠକ ବେ‌ଳେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏଭଳି କହିଛନ୍ତି। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ନେଇ ରଣନୀତି ପ୍ରସ୍ତୁତ କରିବାକୁ ଆଜି
Read More...

ବିଦ୍ୟୁତ୍‌ ବିଭ୍ରାଟ ବିରୁଦ୍ଧରେ ସିପିଏମର ବିକ୍ଷୋଭ

ଦଶପଲ୍ଲା: ଆଜି ପ୍ରବଳ ବର୍ଷା ସତ୍ବେ ସିପିଆଇ(ଏମ) ଦଶପଲ୍ଲା ଲୋକାଲ କମିଟିର କର୍ମୀ ମାନେ ଟାଟା କମ୍ପାନୀର ବିଦ୍ୟୁତ୍‌ ଅଫିସ ସମ୍ମୁଖରେ ବିଦ୍ୟୁତ୍‌ ଅବ୍ୟବସ୍ଥା ବିରୁଦ୍ଧରେ ନାରାବାଜି କରିବା ସହିତ ବିଭାଗୀୟ କର୍ମଚାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ଭିତରେ ଘନ
Read More...

ସାଂସଦଙ୍କ ଦ୍ୱାରା ଜଗନ୍ନାଥପୁର ମା’ ଭଣ୍ଡାରଘରଣୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ସଦର ପଞ୍ଚାୟତ ଗ୍ରାମଠାରେ ମାଁ ଭଣ୍ଡାର ଘରଣୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ଦହଣା ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ନିମନ୍ତେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ
Read More...

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ସରକାରୀ ଅଧ୍ୟାଦେଶକୁ ମାନୁନାହାନ୍ତି ୫-ଟି ଉଚ୍ଚ…

ନୂଆପଡ଼ା : ରାଜ୍ୟ ସରକାର ଜାରି କରିଥିବା ଅଧ୍ୟାଦେଶକୁ ଖୋଦ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ବେଖାତିର କରୁଥିବା ଅଭିଯୋଗ ହୋଇଛି । ଏହି ପରି ଅଭିଯୋଗ ଆଣି ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଗ୍ରାମର ମାଁ ଠାକୁରାଣୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର
Read More...

ସୁଧୀର କହଁର ହତ୍ୟା ମାମଲା: ଜଣକୁ ଆଜୀବନ ଓ ଅନ୍ୟ ଦୁଇଜଣ ନିର୍ଦ୍ଦୋଷରେ ଖଲାସ

ବୌଦ୍ଧ,୧୮/୭:- ସୋମବାର ଦିନ ବହୁଚର୍ଚ୍ଚିତ ସୁଧୀର କହଁର ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ । ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ େହୋଇଥିବାବେଳେ ଅନ୍ୟ ଦୁଇ ଜଣ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ମିଳିଥିବା ସୂଚନା
Read More...

ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ, ଚାଲିଗଲା ୪ ଗୋରୁଙ୍କ ଜୀବନ

ଦଶପଲ୍ଲା : ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ । ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା,ବୁଗୁଡା ନିକଟସ୍ଥ ଖରଡ଼ାପିଟା ଘାଟିରେ ଓଲଟିପଡିଛି ଗୋରୁ ବୋଝେଇ ପିକଅପ ଗାଡି । ୫୭ନଂ ଜାତୀୟ ରାଜପଥ ଦେଇ ପିକଅପ ଗାଡି ବେଆଇନ୍‌ ଗୋରୁ ବୋଝେଇ କରି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା
Read More...

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ

ତିରୁଅନନ୍ତପୁରମ୍‌: କଂଗ୍ରେସର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ଦିନ ତାଙ୍କ ପରିବାର ତଥା କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏ ସଂପର୍କରେ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କେ ସୁଧାକରନ ଏକ
Read More...

ଭାରତୀୟ ଅଧିନାୟକ ରେସରେ ଏହି ତିନି ଖେଳାଳି, ରୋହିତଙ୍କ ପରେ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ: ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛି ଭାରତୀୟ କ୍ରିକେଟ ଟିମ୍‌। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ଦୁଇ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ଜିତିନେଇଛି। ୩୬ ବର୍ଷୀୟ ରୋହିତଙ୍କ ନେତୃତ୍ୱରେ ଦଳ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍‌ ଖେଳିବ। ଏହାପରେ ରୋହିତଙ୍କୁ
Read More...