ଅସହାୟଙ୍କୁ ମେଡିକାଲ ନେଲା ସ୍ୱେଚ୍ଛାସେବୀ ସଂଗଠନ

ହରଭଙ୍ଗା : ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଜଣେ ଅସହାୟ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ବୁଧବାର ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗ୍ରାମର ପ୍ରଦୀପ କୁମାର ସାହୁ । ତାଙ୍କର ନାଭିରେ ଘା
Read More...

ଘର ପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ବାସହରା ହେଲେ ପରିବାର

ନନ୍ଦାହାଣ୍ଡି : ଘର ପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ବାସହରା ହେଲେ ପରିବାର ବର୍ଗ । ଏହି ଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରୀ ସଦର ପଞ୍ଚାୟତରେ । ଆଜି ଦିନ ୧୨ ଘଣ୍ଟା ସମୟରେ କୌଣସି କାରଣବଶତଃ ଜୟରାମ ସାହୁଙ୍କ ଘର ହୁତୁ ହୁତୁ
Read More...

ଝରାପଡାବାସୀଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ,ବୁଦ୍ଧିଜୀବୀଙ୍କ ପ୍ରଶଂସା

ସୁବର୍ଣ୍ଣପୁର : ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମପଞ୍ଚାୟତର ଝରାପଡା ଗାଁକୁ ପହଞ୍ଚିଲେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଏବଂ ଏହି ବସ୍ତିର ଲୋକଙ୍କ ସହିତ ସବୁ ସମସ୍ୟା ଉପରେ ଅନୁଧ୍ୟାନ ଓ ଆଲୋଚନା କରି ତୁରନ୍ତ ପଦକ୍ଷେପ
Read More...

ୟୁଥ କ୍ଲବ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୂଆଗାଁ : ନୟାଗଡ ଜିଲ୍ଲା ବାହାଝୋଲା ପଞ୍ଚାୟତ ମଧ୍ୟରେ ଥିବା ବାବା ଫୁଲେଶ୍ୱର ପୀଠରେ ଆଜି ଫୁଲେଶ୍ୱର ୟୁଥ କ୍ଲବ ଅନୁକୂଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୪୫ଜଣ ସଦସ୍ୟଙ୍କୁ ନେଇ ୧୦୦ଅଧିକ ବିଭିନ୍ନ ମୂଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା । ମୁଖ୍ୟ ଅତିଥିଭାବରେ ଓଡଗାଁ
Read More...

ମାଆ ଚାଲିଗଲେ, ବାପା ଅନ୍ୟଜଣଙ୍କୁ ବାହା ହୋଇ ଘରୁ ଫେରାର, ବେସାହାରା ତିନି ପିଲାଙ୍କ ଥଇଥାନ ଦାବି

ନନ୍ଦାହାଣ୍ଡି : ମାଆଙ୍କ ମୃତ୍ୟୁ ବରଣ ପରେ ବାପା ତିନି ଛୁଆଙ୍କୁ ଛାଡି ଅନ୍ୟତ୍ର ବାହା ହୋଇ କେଉଁଆଡେ ଚାଲିଗଲେ, କଞ୍ଚା ବୟସରେ ଦୁଇ ଝିଅ ଓ ପୁଅ ବାପା ଥାଇ ମଧ୍ୟ ଅନାଥ । ତିନି ଜଣ ଏବେ ବୃଦ୍ଧ ଆଈଅଜାଙ୍କ ଘରେ ଆଶ୍ରୟ ନେଇଛନ୍ତି । ଅଳିଏ ଖାଇଲେ ଆର ଅଳି ଉପାସରେ ଦିନ କାଟୁଛନ୍ତି । ଏହିପରି
Read More...

ଚମ୍ପୁଆରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ

ଚମ୍ପୁଆ: ଆଜି ରାଜସ୍ୱ ବିଭାଗ ପକ୍ଷରୁ ଚମ୍ପୁଆରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ କରାଯିବା ସହ ଖୁଣ୍ଟ ପୋତି ପରିସୀମା ନିର୍ଦ୍ଧାରଣ କରାଯାଇଛି । ବହୁପ୍ରତିକ୍ଷିତ ଏହି କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୯ରୁ ପ୍ରସ୍ତାବିତ ହୋଇଥିଲେ ହେଁ ଏହାର କାର୍ଯ୍ୟକ୍ଷମ ନେଇ ଅନିଶ୍ଚିତତା
Read More...

କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର: ଆଜି ସକାଳୁ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ପେଟ୍ରୋଲିଂ କରୁଥିବା ବେଳେ ଉଲୁଣ୍ଡା ବ୍ଲକ୍‌ ବିଶିପଡ଼ା ଠାରେ ଏକ ହୁଣ୍ଡାଇ କାରକୁ ସନ୍ଦେହରେ ଅଟକାଇଥିଲେ । ଅବକାରୀ ବିଭାଗର ଯାଞ୍ଚ ପରେ କାରରେ ୨୦.୫୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ବୌଦ୍ଧ ଜିଲ୍ଲା
Read More...

ବୌଦ୍ଧ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ମହେଶ୍ୱର ପ୍ରଧାନ ନିର୍ବାଚିତ

ବୌଦ୍ଧ : ଭାରତୀୟ ଜାତୀୟ ଯୁବ କଂଗ୍ରେସ ଦ୍ୱାରା ଦୀର୍ଘ ତିନି ମାସ ଧରି ଅନଲାଇନରେ ଚାଲିଥିବା ଯୁବ କଂଗ୍ରେସ ନିର୍ବାଚନରେ ବୌଦ୍ଧ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ମହେଶ୍ୱର ପ୍ରଧାନ ନିର୍ବାଚିତ ହେଇଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ଅବଦୁଲ କଲିମ ଖାଁ ଓ
Read More...

ଭିଜିଲାନ୍ସ ଜାଲରେ କିଆକଟା ଥାନା ଏଏସଆଇ

ବୌଦ୍ଧ: ବୌଦ୍ଧ ବସଷ୍ଟାଣ୍ଡ ଅନ୍ତର୍ଗତ ଏକ ଲସି ଦୋକାନରେ ଜଣେ ଲାଞ୍ଚୁଆ ପୋଲିସ ଅଧିକାରୀ ଲାଞ୍ଚ ନେଉଥିବାବେଳେ ଭିଜିଲାନସ ହାତରେ ଧରାପଡିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଜି ସକାଳ ୯ଟା ସମୟରେ ବୌଦ୍ଧ ବସଷ୍ଟାଣ୍ଡରେ । ପଚରା ଉଚରା ବେଳେ ଜଣାପଡିଥିଲା ଗିରଫ ହୋଇଥିବା ଅଭିଯୁକ୍ତ ଜଣକ
Read More...

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯନ୍ତ୍ରୀ

ଭବାନୀପାଟଣା: କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ଚଢ଼ାଉ । ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ଘରେ ଭିଜଲାନ୍ସ ବିଭାଗର ଭବାନୀପାଟଣା ସହରର ଜଳେଶ୍ୱର ମନ୍ଦିର
Read More...