୭ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ବିଜୟ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ
Read More...

ଓଡିଶାରେ ମହାମହିମ : ମହାନତା ଦେଖାଇଲେ, ଗାଡିରୁ ଓହ୍ଲାଇ ଲୋକଙ୍କୁ ଭେଟିଲେ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ମହାନତା ଦେଖାଇଛନ୍ତି। ଓଡ଼ିଶାବାସୀଙ୍କୁ ସେ ବହୁତ ଭଲ ପାଆନ୍ତି ବୋଲି ପ୍ରମାଣିତ କରିଛନ୍ତି। ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ରାଷ୍ଟ୍ରପତି ଯେତେବେଳେ କାର୍‌କେଡ୍‌ରେ ରାଜଭବନ
Read More...

ଖବର ପ୍ରକାଶ ପରେ ଝରାପଡାରେ ପହଞ୍ଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର : ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମପଞ୍ଚାୟତର ଝରାପଡା ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ଆଜି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଏହି ଗାଁରେ ପହଞ୍ଚିଥିଲେ ।
Read More...

ଶାଗୁଆନ କାଠ ସହ ଯନ୍ତ୍ରପାତି ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ସିଲେଟପାଣି ଗ୍ରାମର କାଠ କାରବାର ସ୍ଥଳୀ ଉପରେ ଉଭୟ ବନ୍ୟପ୍ରାଣୀ ବିଭାଗ ଏବଂ ବନବିଭାଗର ମିଳିତ ଚଢାଉ କରିଥିଲେ । ଏହି ଚଢାଉ ବେଳେ ବ୍ୟାପକ କାଠ ଜବତ୍‌ ହୋଇଥିବା ବେଳେ ଅନେକ ବିଦ୍ୟୁତ ଚାଳିତ ଯନ୍ତ୍ରପାତି ଜବତ ହୋଇଅଛି । ସିଲେଟପାଣି
Read More...

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି

ପୁରୀ : ପୁରୀ ବାସିନ୍ଦାଙ୍କ ବହୁ ଦାବି ପରେ ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀ ମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି । କେବଳ ପୁରୀ ବାସି ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିବା ନେଇ ବ୍ୟବସ୍ଥା ହୋଇଚି । ତେବେ ପଶ୍ଚିମ ଦ୍ୱାର ଖୋଲିଥିଲେ ମଧ୍ୟ ପୁରୀ ବାସିନ୍ଦାଙ୍କ ମଧ୍ୟ ରେ ଅସନ୍ତୋଷ
Read More...

ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କଲା ବାପା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଦା ଥାନା କେନ୍ଦୁ ବାହାରା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାପା ନିଜ ୧୩ ବର୍ଷର ଝିଅକୁ ତଣ୍ଟି ଚିପି ହତ୍ୟା କରିଥିବା ଏକ ନିନ୍ଦନୀୟ ଘଟଣା ସାମନା ଆସିଛି । ଧରମବନ୍ଦା ଥାନା କେନ୍ଦୁ ବାହାରା ଗାଁର ଗଜାନନ୍ଦ ମାଝୀ ଓ ତାର
Read More...

କୁକୁର କାମୁଡ଼ାରେ ୪ ଆହତ

ଘୁ ଉଦୟଗିରି: ସ୍ଥାନୀୟ ଅଞ୍ଚଳରେ କୁକୁର ମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । କୁକୁର କାମୁଡ଼ାରେ ଛୋଟ ଛୁଆ ସମେତ ୩ ଜଣ ବୟସ୍କ ଆଘାତ ହୋଇଥିବା ଶୁଣିବାକୁ ମିଳିଛି । ସୂଚନା ଅନୁସାରେ ସ୍ଥାନୀୟ ପରିଷଦ ଅନ୍ତର୍ଗତ ୧ ନମ୍ୱର୍‌ ୱାର୍ଡ ପଦାସାହି ଅଞ୍ଚଳର ସବିତା ପ୍ରଧାନ (୪୫ ) ବାହାରେ
Read More...

ମାଂସ ଦୋକାନ ଉପରେ ଚଢ଼ାଉ, ଫୁଡ଼ ଲାଇସେନ୍ସ ଯାଞ୍ଚ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରର ବିଭିନ୍ନ ମାଂସ ଦୋକାନ ଓ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରାଯାଇଛି । ଯେଉଁ ମାନେ ଆବର୍ଜନା ପରିଚାଳନା ନିୟମ ଅବମାନନା କରିଛନ୍ତି କିମ୍ବା ଯେଉଁ ମାନଙ୍କର ଫୁଡ଼ ଲାଇସେନ୍ସ
Read More...

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ପରିସରରେ ନାଗସାପ

ଚମ୍ପୁଆ : ବର୍ତ୍ତମାନ ବର୍ଷା ଋତୁରେ ସାପର ପାଦ୍ରୁର୍ଭାବ ବଢିଯାଇଥିଲାବେଳେ ଚମ୍ପୁଆ ବ୍ଳକ ଅନ୍ତର୍ଗତ ନିଶ୍ଚିନ୍ତପୁର କୋଚିଂ ସେଣ୍ଟରରେ ଦୁଇଦିନ ପୂର୍ବରୁ ବିଷାକ୍ତ ସାପ କାମୁଡାରେ ୩ ନିରୀହ ଶିଶୁ ଜୀବନ ହାନି ଘଟିବା ସହ ଜଣେ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ରହିଥିବାବେଳେ ଶିକ୍ଷାନୁଷ୍ଠାନର
Read More...

ବଜ୍ରପାତ ନେଲା ଜୀବନ

ଦଶପଲ୍ଲା: ଦଶପଲ୍ଲାରେ ବଜ୍ରପାତ ହୋଇଛି । ବଜ୍ରପାତରେ ଜଣକର ମୃତ୍ୟୁ ଘଟିଛି । ମୃତକ ଜଣକ ଦଶପଲ୍ଲା ଉତ୍ତରକବାଟ ସାହିର ପବିତ୍ର କୁମାର ସିଠ ବୋଲି ଜଣାପଡିଛି । ପବିତ୍ର ମହାବୀର ଖୋଲରୁ ଭୋଗ ଥାଳି ଧରି ଘରକୁ ଫେରୁଥିବା ବେଳେ ରେଲୱେ ନିକଟରେ ହଠାତ ବଜ୍ରପାତର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ
Read More...