ବିଧାୟକଙ୍କ ଦ୍ୱାରା ସେଲଫି ପଏଣ୍ଟ ଉଦଘାଟିତ

ସୁବର୍ଣ୍ଣପୁର: ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବିନିକା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପହ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିନିକା ଏନଏ ସି ମୁଖ୍ୟ ଗେଟଠାରେ ୧୯ଲକ୍ଷ ୮୧ହଜାର ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା "ମୋର ବିନିକା ମତେ ସୁନ୍ଦର’ ସେଲଫି ପଏଣ୍ଟକୁ ଉଦଘାଟନ
Read More...

ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଦୁଇ ଅଟକ

ଆଠଗଡ଼ : ଆଠଗଡ଼ ଥାନା ଛତାବର ଛକ ନିକଟରୁ ଜଣେ ଯୁବତୀଙ୍କୁ ସୋମବାର ସନ୍ଧ୍ୟାରେ ଏକ କାର ଯୋଗେ ଅପହରଣ କରିନେଉଥୁଲେ ଯୁବକ । ସୂଚନା ପାଇ ମାଡ଼ି କାରର ପିଛାକରି ମାଡ଼ିବସିଲା ଆଠଗଡ ଥାନା ପୋଲିସ। ଯୁବତୀଙ୍କୁ କାରରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଏକ ତରଫା ପ୍ରେମ
Read More...

ଉପଦ୍ରବ ଆରମ୍ଭ କଲେଣି ମାଙ୍କଡ, ଘର ଭିତରେ ପଶି କରୁଛନ୍ତି ଆକ୍ରମଣ

ଚମ୍ପୁଆ : ଚମ୍ପୁଆ ସଦର ମହକୁମାରେ ଦିନକୁ ଦିନ ମାଙ୍କଡଙ୍କ ଉପଦ୍ରବ ବଢିବାରେ ଲାଗିଲାଣି । ରଜିଆ ଜଙ୍ଗଲରେ କିଛି ଦିନ ହେବ ଏହି ମାଙ୍କଡଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ପନି ପରିବା ଚାଷ ଉଜୁଡିବାରେ ଲାଗିଲାଣି । ଏପରିକି ଏହି ମାଙ୍କଡ ମାନଙ୍କ ଉପଦ୍ରବ ଚମ୍ପୁଆ ସଦର ମହକୁମାରେ ମଧ୍ୟ
Read More...

ସମିତି ମେମ୍ବରଙ୍କ ତରଫରୁ ୧୦ ଦଫା ଦାବିପତ୍ର ପ୍ରଦାନ

ନନ୍ଦାହାଣ୍ଡି : ଆଜି ନନ୍ଦାହାଣ୍ଡି ବ୍ଲକର ସମିତି ସଭ୍ୟସଭ୍ୟାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ସମିତି ସଭ୍ୟ ମାନଙ୍କୁ ସରକାରୀ ବିକାଶମୂଳକ କାର୍ଯ୍ୟରେ ଅଣଦେଖା କରାଯାଉଛି ବୋଲି ତାର ସମାଧାନ ନିମନ୍ତେ
Read More...

ସମାଜସେବା ପାଇଁ ଗଜପତି ଜିଲ୍ଲାର ଡଃ. ଆଲୋକ କୁମାର ବୋଷଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଆୱାର୍ଡ଼

ଗଜପତି: ଜାତୀୟ ବିଶ୍ୱ ଗୁରୁ ଭାରତ ସମ୍ମିଳନି ଓ ବିଶ୍ୱ ବୁକ୍‌ ଅଫ୍‌ ଷ୍ଟାର ରେକର୍ଡ ଆନୁକୂଲ୍ୟରେ ଏକ ମିଳିତ ସଭାରେ ମଧ୍ୟପ୍ରଦେଶର ଇନ୍ଦୋର ସହରର ଦି ପାର୍କ ହୋଟେଲରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ
Read More...

ଦିବ୍ୟାଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା

ଫୁଲବାଣୀ : ଦିବ୍ୟଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା । ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ଠାରେ ରାଜ୍ୟ ରାଜପଥକୁ ଲାଗି ରହିଥିବା ଝାଡ଼ପଦର ରାସ୍ତାର ବନ୍ଧ ସାହିରେ ରହୁଥିବା ଦିବ୍ୟାଙ୍ଗ ରଞ୍ଜିତ ବେହେରା କ୍ଷେତ୍ରରେ । ସରକାରଙ୍କ ବିଜୁ ଆବାସ ଯୋଜନା,
Read More...

ହୀରାକୁଦର ଆଉ ୪ଟି ଗେଟ ଖୋଲିଲା

ବୁର୍ଲା: ଉପରମୁଣ୍ଡରେ ଜଳସ୍ତର ବଢ଼ିବାରୁ ହୀରାକୁଦର ଆଉ ୪ଟି ଗେଟ ଖୋଲାଯାଇଛି | ଗତକାଲି ୩ଟି ଗେଟ ଖୋଲାଯାଇଥିବାବେଳେ ଆଜି ପୁଣି ଆଉ ୪ଟି ଗେଟ ଖୋଲାଯାଇଛି | ଏହାକୁ ମିଶାଇ ଏବେ ସମୁଦାୟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି | ରବିବାର ୫ଟି, ଗତକାଲି ୪ଟି ଓ ଆଜି ୩ଟି ଗେଟ ଖୋଲାଯାଇଛି |
Read More...

ସଇତାନ ସାଜିଲା ଜନ୍ମ କଲା ପୁଅ ; ବାପା,ମାଆଙ୍କ ସମେତ ୪ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ନିଜ ଜନ୍ମ କଲା ପୁଅ ସାଜିଲା ସଇତାନ । ଶୋଇଥିବା ସମୟରେ ନିଜ ପରିବାରର ଚାରି ଜଣଙ୍କୁ କଲା ମରଣାନ୍ତକ ଆକ୍ରମଣ । ଆକ୍ରମଣର ଶିକାର ହୋଇଛନ୍ତି ଗୁଡିଆଳି ଗ୍ରାମର ବାପା ହେରେକୃଷ୍ଣ ରେଡ଼ୀ,ମା
Read More...

ବୌଦ୍ଧରେ ନୂତନ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ,୨୪/୭: ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଆଜି ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜ଼ିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ରବି ନାରାୟଣ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ଉନ୍ନତି ପାଇଁ ନୂତନ ଜ଼ିଲ୍ଲା ମୁଖ୍ୟ
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

ପାରଳାଖେମୁଣ୍ଡି, ୨୪/୭- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ
Read More...