ପାଟଣାଗଡ଼ ଡିଏଫଓ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀଙ୍କ ପତ୍ନୀ ନିଖୋଜ

ପାଟଣାଗଡ: ସ୍ଥାନୀୟ କେନ୍ଦୁପତ୍ର ବିଭାଗ ( ଡିଏଫଓ) ଅଫିସ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ଜଗଦୀଶ ମନହିରାଙ୍କ ସ୍ତ୍ରୀ ପିଙ୍କି ମନହିରା (୨୮) ଗତ ୪/୭ ୨୦୨୩ ଦିନ ପ୍ରାୟ ସକାଳ ୫ ଘଣ୍ଟା ସମୟରେ ତାଙ୍କ ସରକାରୀବାସଭବନରୁ ବାହାରି କେଉଁଆଡେ ଚାଳିଯାଇଛନ୍ତି । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା
Read More...

ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ

ପୁରୀ,(ହୀ.ପ୍ର): ପୁରୀ ସମୁଦ୍ରକୁଳ ଥାନା ଅନ୍ତର୍ଗତ ଗୌଡ଼ବାଡା ସାହି ମାଛ ମାର୍କେଟ ରେ ଗତ ୧୪ ତାରିଖରେ ସନ୍ତୋଷ ସାହୁଙ୍କ ଚିକେନ ଦୋକାନ ନିକଟରେ ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା ମଲ୍ଲିକ ସମେତ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରେ ଚାରୋଟି ଜୀବନ୍ତ ବୋମା ଦୁଇଟି
Read More...

ମମତା ଏଚଆଇଏମସି ପ୍ରଜେକ୍ଟ ଜାଗୃତି ତରଫରୁ ଅକ୍ଷରା କାର୍ଯ୍ୟକ୍ରମ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଘଓଗୁର୍ଲି,କାନୁଟ ଓ ନୁନହାଡ ହାଇସ୍କୁଲରେ ମମତା ଏଚଆଇଏମସି ଜାଗୃତି ଅନୁଷ୍ଠାନ ପକ୍ଷରୁ ଅକ୍ଷରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରାମ ଦ୍ୱାରା ନାରୀ ଶିକ୍ଷା ଓ ବାଲ୍ୟ ବିବାହ ଉପରେ ସଚେତନ କରାଯାଇଥିଲା । ଏଥିରେ ସ୍କୁଲ
Read More...

ବାଇକକୁ ଧକ୍କା ଦେଲା ଟ୍ରକ, ବାଇକ ଆରୋହୀ ଗୁରୁତର

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଲ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ରବିବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ବିନିକା ଅଞ୍ଚଳର ଜଣେ ଯୁବକ ସମ୍ବଲପୁର ପଟକୁ ଯାଉଥିବା ସମୟରେ ବେହେରାମାଲ ଛକରେ ସମ୍ବଲପୁର ପଟରୁ
Read More...

ହାଇୱା ପଛରେ ପିଟିଲା ବାଇକ; ଜଣେ ମୃତ, ୨ ଗୁରୁତର

ହରଭଙ୍ଗା : ହାଇୱା ପଛରେ ପିଟିଲା ବାଇକ । ବାଇକ ଚାଳକ ମୃତ ଓ ଅନ୍ୟ ଦୁଇଜଣ ଗୁରୁତର । ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମର ସୁଶାନ୍ତ ମଲିକ ଓ ବୌଦ୍ଧ ଥାନା
Read More...

ନାଗେଶ୍ୱର ଯୁବକ ସଂଘ ନକଡେଇଁ ଦ୍ୱାରା ୧୦୦ ବୃକ୍ଷ ରୋପଣ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ ନାଗେଶ୍ୱର ଯୁବକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଲୁଣ୍ଡା
Read More...

ଦୁଇମାସ ହେଲା ପାନୀୟ ଜଳରୁ ବଞ୍ଚିତ ଗ୍ରାମବାସୀ

ହରଭଙ୍ଗା : ବର୍ଷା ଦିନେ ନଦୀ, ନାଳ ପୋଖରୀ, ଗାଡ଼ିଆରେ ପାଣି ଗୋଳିଆ ସହିତ ଦୂଷିତ ରହିଥାଏ । ଏହି ସମସ୍ତ ଘଟଣାକୁ ଦେଖିଲେ ଗ୍ରାମାଞ୍ଚଳଗୁଡିକରେ ନଳକୂପ ପାଣି ହିଁ ଉପଯୁକ୍ତ ବିଶୁଦ୍ଧପାନୀୟ ଜଳ । କିନ୍ତୁ ନଳକୂପ ଗୁଡିକ ମାସ ମାସ ଧରି ଖରାପ ରହୁଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା
Read More...

ସଡ଼କ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରରେ ସଡ଼କ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି ଶୋଭାଯାତ୍ରା ସହରର ଆଦର୍ଶ ଥାନା ସମ୍ମୁଖରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ ଆଞ୍ଚଳିକ ପରିବହନ ଅଧିକାରୀ ଶାନ୍ତନୁ କୁମାର
Read More...

କାର ସହିତ ଗଞ୍ଜେଇ ଜବତ, ଜଣେ ଗିରଫ

ବାଲିଗୁଡ଼ା: ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଲା ଦାରିଙ୍ଗବାଡି ପୋଲିସ । ୪୦ କିଲୋ ୩୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗୋଟିଏ କାର ଓ ଚୋରା ଚାଲାଣ ରେ ସଂପୃକ୍ତ ଥିବା ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଜଣକ
Read More...

ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ, ମାଫିଆ ଚମ୍ପଟ

ବାଲିଗୁଡ଼ା : ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ । ଗଞ୍ଜେଇ ଚୋରାଚାଲାଣ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଜଙ୍ଗଲ ମଧ୍ୟରୁ ୩୦୨ କେଜି ୨୨୫ ଗ୍ରାମ୍‌ ଓଜନର ବେଆଇନ୍‌ ଗଞ୍ଜେଇ ପୋଲିସ୍‌ ଜବତ କରିଥିବା ଜଣାପଡ଼ିଛି । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା
Read More...