ମୋବାଇଲ ଓ ସୁନା ଚେନ୍‌ ଜବତ, ୩ ଗିରଫ

ପୁରୀ : ଗତକାଲି ବିଳମ୍ବିତ ରାତିରେ ପୁରୀ ଚନ୍ଦନପୁର ଅଂଚଳ ଜଗନ୍ନାଥ ସଡକ ନିକଟରେ କଟକର ଶିବ ପ୍ରସାଦ ମହନ୍ତ ନିଜ ସାଥି ମାନଙ୍କ ସହ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ମାନେ ତାଙ୍କ ଗାଡି ଅଟକାଇ ମୋବାଇଲ, ସୁନା ଚେନ ଆଦି ଛଡାଇ ନେଇଥିଲେ । ଘଟଣା ସ୍ଥଳରେ ଶିବ ପ୍ରସାଦ ଚିତ୍କାର କରିବା ଫଳରେ
Read More...

ଭାରସାମ୍ୟ ହରାଇ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

ଜହ୍ନାପଙ୍କ: ବୌଦ୍ଧ ବଲାଙ୍ଗିର ଜାତୀୟ ରାଜପଥ ନଂ ୫୭ର ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ବୁରକଟା ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢେ଼ ଦୁଇଟାରେ ଏକ କାର ନଂ. ସିଜି ୧୬- ସି ଏମ ୪୭୨୯ ଭାରସାମ୍ୟ ହରାଇ ବାମ ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା
Read More...

ସମୁଦ୍ରରେ ବୁଡି ଯାଉଥିବା ୫ ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରକୁ ଗାଧୋଇବାକୁ ଆସି ୫ଜଣ ପର୍ଯ୍ୟଟକ ବୁଡି ଯାଇଥିବା ବେଳେ ଉଦ୍ଧାର କରିଛନ୍ତି ପୁରୀ ହରଚଣ୍ଡି ଲାଇଫ ଗାର୍ଡ ଆସୋସିଏସନ୍‌ର ଜୀବନ ରକ୍ଷାକାରୀ ମାନେ । ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ୧୨ଟା ପାଖା ପାଖି ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ୫ଜଣ ପର୍ଯ୍ୟଟକ ଦିଗବାରେଣି
Read More...

ପୁଣି ମହାପ୍ରଭୁଙ୍କ ନାଁରେ ଅନଲାଇନ ଠକେଇ, ଡ଼ଲାରରେ ଭକ୍ତଙ୍କଠାରୁ ନିଆଯାଉଛି ଦକ୍ଷିଣା

ପୁରୀ : ପୁଣି ମହାପ୍ରଭୁଙ୍କ ନାଁ ରେ ଅନଲାଇନ ଠକେଇ । ରାଜ୍ୟ କିମ୍ବା ଦେଶ ଭିତରେ ନୁହେଁ ବିଦେଶ ଯାଏଁ ଲମ୍ବିଛି ଏହି ଠକେଇର ଚେର । ଡ଼ଲାରରେ ଭକ୍ତଙ୍କଠାରୁ ନିଆଯାଉଛି ଦକ୍ଷିଣା । ଶ୍ରୀଜଗନ୍ନାଥ ମନ୍ଦିରରେ ସିଦ୍ଧ ପୂଜା, ଶାଳଗ୍ରାମ ପୂଜା ଭଳି କେତେକ ପୂଜା କରାଇଦେବା ପାଇଁ ଆଖିରେ ଆଙ୍ଗୁଠି
Read More...

୫ ନବ ନିଯୁକ୍ତ ଡାକ୍ତରଙ୍କୁ ସମ୍ବର୍ଦ୍ଧନା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ନୂତନ ଭାବେ ଯୋଗ ଦେଇଥିବା ପାଞ୍ଚ ଡାକ୍ତରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଯୋଗ ଦେଇ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ଚିକିତ୍ସା ସେବା ଯୋଗାଇବାରେ
Read More...

୪ ରାଜ୍ୟ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କଲା ବିଜେପି, ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏସବୁ ମଧ୍ୟରେ ମଙ୍ଗଳବାର ବିଜେପି ଅନେକ ରାଜ୍ୟରେ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରିଛି। ଦଳ ଏକ ବିବୃତ୍ତି ଜାରି କରି କହିଛି ଯେ, ପଞ୍ଜାବର ସୁନୀଲ
Read More...

ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରା ବେତାଗୁଡାଠାରେ ବନ ମହୋତ୍ସବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠର ବେତାଗୁଡାଠାରେ ଥିବା ରିଜର୍ଭ ପୋଲିସ ପଡିଆ ପରିସରରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଗଜପତି ଏସପି ସ୍ୱାତି ଏସ କୁମାର,
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ଦିବସ ପାଳିତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ନ୍ୟାସନାଲ କଲେଜ ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ଦିବସ ପାଳିତ ହୋଇଯାଇଅଛି । ଏହି ଯୁବ ଦିବସ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ଦେଶ ସେବା ହିଁ ଛାତ୍ର ଛାତ୍ରୀଙ୍କ ମନୋଭାବ ହେବା ପାଇଁ ଆହ୍ୱାନ କରିଥିଲେ । ସେହିପରି
Read More...

ପୁରୀ ପୁଲିସକୁ ସଫଳତା ; ୧୨୩ ମୋବାଇଲ ଜବତ, ୮୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ପୁରୀ : ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୩ । ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଥିଲା ପୁରୀ ପୋଲିସର ମୂଳ ଉଦ୍ଦେଶ୍ୟ । ତେବେ ରାଜ୍ୟ ତଥା ରାଜ୍ୟ ବାହାରର ଲୁଟେରା ମାନେ ଘୋଷଯାତ୍ରା ସମୟରେ ପୁରୀ ଆସି ଏହାର ଫାଇଦା ଉଠାଇବା ସହ ଅନେକ ଭକ୍ତ ଓ
Read More...

ଗୋବର୍ଦ୍ଧନ ମଠରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳିତ

ପୁରୀ : ଭଗବତ୍‌ ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ପୁରୀ ଗୋବର୍ଦ୍ଧନମଠ ଶଙ୍କରାଚାର୍ଯ୍ୟ ପୀଠରେ ଆଷାଢ଼ ପୂର୍ଣ୍ଣିମାରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାରମ୍ପରିକ ରୀତିନୀତିରେ ମହା ଆଡ଼ମ୍ବରରେ ପାଳିତ ହୋଇଛି । ପ୍ରାତଃ ୮ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପୀଠର ଆଚାର୍ଯ୍ୟ ଓ
Read More...