କନ୍ଧତଇଲା ଗ୍ରାମର ଟ୍ରାନ୍ସଫର୍ମର ପୋଡି ଘଟଣା,୨୪ଘଣ୍ଟା ଭିତରେ ଗ୍ରାମରେ ଲାଗିଲା ଟ୍ରାନ୍ସଫର୍ମର

ହରଭଙ୍ଗା: ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ କନ୍ଧତଇଲା ଗ୍ରାମରେ ଦୀର୍ଘ ଦଶ ଦିନ ହେଲା ଗ୍ରାମର ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଅନ୍ଧାରରେ ଦିନ ବିତାଉଥିଲେ ଗ୍ରାମବାସୀ । ବିଦ୍ୟୁତ ବିଭାଗକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲା ପରେବି ସମସ୍ୟାର ସମାଧାନ ନ ହେବାରୁ ଗତ ସୋମବାର ଦିନ
Read More...

ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଝଳସିଲେ ମହାପ୍ରଭୁ

ପୁରୀ : ରଥଉପରେ ଶ୍ରୀଜୀଉମାନଙ୍କର ବଡତଢା଼ଉ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । ଗୁରୁବାର ସକାଳୁ ତିନିରଥ ଉପରେ ଦୈନଦିନ ନୀତି କରାଯାଇଥିବା ବେଳେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ଶ୍ରୀଜିଉ । ଚଳିତବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ଗ୍ରହଣରେ ମହାପ୍ରଭୁଙ୍କ
Read More...

ବୌଦ୍ଧ: ଚତୁର୍ଦ୍ଧାମୂର୍ତ୍ତୀଙ୍କ ସୁନାବେଶ

ବୌଦ୍ଧ,୨୯/୬- ପବିତ୍ର ସୁନାବେଶ ଅବସରରେ ଗୁରୁବାର ସନ୍ଧ୍ୟାରେ ବୌଦ୍ଧରେ ରଥଖଳାରେ ପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ରଥଉପରେ ଶ୍ରୀଜିଉଙ୍କୁ ସୁନାବେଶ କରାଯାଇଥିଲା । ଏହି ଅପରୂପ ଦୃଶ୍ୟ
Read More...

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଫୁଲବାଣୀ ଜିଲ୍ଲା ଦୌରାଜଜ୍‌ କୋର୍ଟ କଂପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଦାଦପାଜୁ ଠାରେ ହେବାକୁ ଥିବା ନୂତନ ଜିଲ୍ଲା ଦୌରାଜଜ୍‌ କୋର୍ଟ କଂପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଗାନ୍ଧୀ ସ୍ମୃତି ଭବନ ଠାରେ ଶୁଭ ଉଦଘାଟନ
Read More...

ଆଜି ମହାପ୍ରଭୁଙ୍କ ସୁନା ବେଶ

ପୁରୀ : ଆଜି ମହାପ୍ରଭୁଙ୍କ ସୁନା ବେଶ୍‌ । ଅପରାହ୍ନ ୫ଟାରେ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁଯାୟୀ ଏହି ସମୟ ନିର୍ଦ୍ଧାରଣ କରଯାଇଛି । ତେବେ ରଥ ଉପରେ ବିରାଜମାନ କରିଥିବା ଶ୍ରୀଜିଉଙ୍କ ସମସ୍ତ ନୀତି ଅନୁଷ୍ଠିତ ହେଉଛି । ରଥ
Read More...

ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ଶ୍ରଦ୍ଧାଳୁଙ୍କ ରନ୍ଧା ଖାଦ୍ୟ ବଣ୍ଟନ

ପୁରୀ : ଷ୍ଟେସନ ରୋଡ ସ୍ଥିତ ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରଦ୍ଧାଳୁ ଭକ୍ତ ଓ ତୀର୍ଥଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି ।ପ୍ରାୟ ୨୦ହଜାର ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ସଂଘ ପକ୍ଷରୁ ଏହି ଖାଦ୍ୟ
Read More...

ଜୁଲାଇ ୧୦ରୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ବିମାନ ସେବା !

ଝାରସୁଗୁଡ଼ା: ଆସନ୍ତା ଜୁଲାଇ ୧୦ ତାରିଖ ଠାରୁ ଝାରସୁଗୁଡ଼ାରୁ ବିଶାଖାପାଟଣା ଦେଇ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ପ୍ରାଇଭେଟ ପ୍ଲେୟାର ସ୍ପାଇସଜେଟ୍‌ ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯିବାର ସୂଚନା ରହିଛି । ମାତ୍ର ଏନେଇ କୌଣସି ପ୍ରକାର ବିଧିବଦ୍ଧ
Read More...

ବାହୁଡା ଯାତ୍ରା ସହ ଶେଷ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି:ପାରଳାଖେମୁଣ୍ଡି ଠାରେ ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବାହୁଡା ଯାତ୍ରା ସନ୍ଧ୍ୟାରେ ଶେଷ ସାଂସ୍କୃତିକ
Read More...

ସିସି ଟିଭି ନଜରରେ ନୟାଗଡ଼ ସହର

ଦଶପଲ୍ଲା : ଏଣିକି ସିସିଟିଭି ନଜରରେ ରହିବ ନୟାଗଡ଼ ସହର । ସହରରେ ଅପରାଧ କରି ପୋଲିସ ନଜରରୁ ଆଉ ଖସିପାରିବେନି ଅସାମାଜିକ ବ୍ୟକ୍ତି ଓ ଅପରାଧୀ । ନୟାଗଡ ପୋଲିସ ପକ୍ଷରୁ ଆଜି ଉଦଘାଟିତ ହୋଇଛି ୨୪ ଘଣ୍ଟିଆ ସିସିଟିଭି କଣ୍ଟ୍ରୋଲରୁମ । ଏହାସହ ଏଡିପିଓଙ୍କ କାର୍ଯ୍ୟାଳୟ ନିକଟରେ ଏକ ପୋଲିସ
Read More...

ବନବିଭାଗ ପକ୍ଷରୁ ବାର୍ଷିକ ସ୍ଥିତ ସମୀକ୍ଷା ବୈଠକ, ତିନି କ୍ଷେତ୍ରାଞ୍ଚଳର କାର୍ଯ୍ୟ ଉପରେ କରାଗଲା ସମୀକ୍ଷା

ହରଭଙ୍ଗା :ଓଡିଶା ବନାଞ୍ଚଳ ବୌଦ୍ଧ ଜିଲ୍ଲାର ୩ଗୋଟି କ୍ଷେତ୍ରାଞ୍ଚଳର ବାର୍ଷିକ ସ୍ଥିତି ସମୀକ୍ଷା ବୈଠକ ହରଭଙ୍ଗା ବ୍ଲକ ବିରାନରସିଂପୁର ସ୍ଥିତ ସ୍ଥାୟୀ ନର୍ସରୀ ସଭାଗୃହ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡିଶା ବନାଞ୍ଚଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲାର ୩ଗୋଟି
Read More...