ଶ୍ରାବଣର ପ୍ରଥମ ସୋମବାର ପାଇଁ ଶ୍ରୀଲୋକନାଥ ପୀଠରେ ବ୍ୟାପକ ବ୍ୟବସ୍ଥା
ପୁରୀ : ଆସନ୍ତାକାଲି ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର । ଏଥିପାଇଁ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ ଜମିବ । ସେନେଇ ସ୍ୱତନ୍ତ୍ର ପ୍ରସ୍ତୁତି ପ୍ରଶାସନ ପକ୍ଷରୁ କରାଯାଇଛି । ଆଜି ପାଳିଆ ସେବକ ରାତି ୯ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସାରି ପହୁଡ଼ କରିବେ!-->…
Read More...
Read More...