ବୌଦ୍ଧରେ ନୂତନ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ କାର୍ଯ୍ୟରେ ଯୋଗଦାନ
ବୌଦ୍ଧ,୭/୭:- ଆଜି ବୌଦ୍ଧରେ ନୂତନ ଜିଲ୍ଲାପାଳ ଭାବେ ନୃସିଂହ ଚରଣ ସ୍ୱାଇଁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ସ୍ୱାଇଁ ଅର୍ଥବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ ତୁଲାଉଥିଲେ । ଗତ ୩୦ ତାରିଖରେ ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଅବସର ଗ୍ରହଣ କରିଥିଲେ । ଫଳରେ!-->…
Read More...
Read More...