ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ

ପୁରୀ : ବନକ ଲାଗି ନୀତିପରେ ନବଯୌବନ ପ୍ରାପ୍ତି ହୋଇଛନ୍ତି ଶ୍ରୀଜୀଉ ।ଆଜି ଶ୍ରୀମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ ।ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ଅସୁସ୍ଥ ଶ୍ରୀଜୀଉ ଦୀର୍ଘ ୧୫ ଦିନ ପରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହ
Read More...

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଜହ୍ନାପଙ୍କ,୧୯/୬: ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତର୍ଗତ ବଲାସିଙ୍ଗା ନିକଟରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ମତେ, ବୌଦ୍ଧ ଥାନା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୌଡିଆତୋଳା ଗ୍ରାମର ସତ୍ୟବାନ ରାଉତ ଗତକାଲି କୌଣସି
Read More...

ସୁରାଟରେ ସ୍ୱାମୀକୁ ହତ୍ୟା କରି ଉଦୟଗିରିରେ ସ୍ତ୍ରୀ ଗିରଫ

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ରଟିଙ୍ଗିଆ ପଞ୍ଚାୟତ ଡକେଡି ଗ୍ରାମରୁ ସ୍ୱାମୀକୁ ହତ୍ୟା ଅଭିଯୋଗରେ ସ୍ତ୍ରୀ ସବିତା ନାୟକ(୪୬) କୁ ଘୁ.ଉଦୟଗିରି ପୋଲିସ ସହାୟତାରେ ଗୁଜରାଟ, ଜିଲ୍ଲା ସୁରାଟ(ସଦର) କୋସାମ୍ବା ଥାନା ପୋଲିସ ଝିଅ ସୁନୀତା ନାୟକ ( ୧୯) ଓ ଅନ୍ୟ ଜଣେ ନାବାଳିକା ଝିଅ କୁ ଗିରଫ କରିଛି ।
Read More...

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ପୁରୀ ସେବାୟତଙ୍କ ଦୃଢ ବିରୋଧ

ପୁରୀ : ପୁଣି ଅଦିନିଆ ରଥ ଯାତ୍ରା ଆୟୋଜନକୁ ନେଇ ପୁଣି ବିରୋଧ ଆରମ୍ଭ ହୋଇଛି । ଆଗାମୀ ୨୪ ତାରିଖରେ ମଧ୍ୟ ପ୍ରଦେଶର ଗ୍ୱାଲିୟର ସହରରେ ଇସ୍କନ ପକ୍ଷରୁ ରଥ ଯାତ୍ରା ଆୟୋଜନ ନେଇ ବ୍ୟବସ୍ଥାକୁ ପୁରୀରେ ସେବାୟତ ମାନେ ଦୃଢ଼ ବିରୋଧ କରିଛନ୍ତି । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ
Read More...

5ଟି ସଚିବଙ୍କ କନ୍ଧମାଳ ଗସ୍ତ,ମା’ ବରାଳଦେବୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ଏବଂ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନଙ୍କ ସହ ମିଶି ସେମାନଙ୍କ ସୁବିଧା
Read More...

ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ରଜ ଦୋଳିର ସୁନ୍ଦର ଆୟୋଜନ କରାଯାଇଥିଲା । ଏଥିରେ ଦୋଳ ବନ୍ଧ କମିଟିର ସଦସ୍ୟ ବୃନ୍ଦ ଓ ପଥଚାରୀମାନେ ଆଗ୍ରହର ସହିତ ରଜ
Read More...

ଝିଅକୁ ଡାକ୍ତରଖାନା ନେଉଥିଲେ, ଆମ୍ବୁଲାନ୍ସ ଧକ୍କାରେ ନିଜେ ଚାଲିଗଲେ

ପାଟଣାଗଡ଼ : ଝିଅକୁ ଡାକ୍ତରଖାନା ନେବାକୁ ଦମ୍ପତି କାରରେ ବାହାରିଥିଲେ । କାରରେ ବସି ମୁଖ୍ୟ ରାସ୍ତାକୁ ପହଞ୍ଚିଲା ପରେ ଗାଡ଼ିରେ ପେଟ୍ରୋଲ ସରିଗଲା । ବାପା ବାହାରକୁ ଆସି କଥା ହେଲା ବେଳକୁ ହଠାତ ଏକ ଆମ୍ବୁଲାନ୍ସ ଆସି ପିଟିଦେଲା । ଘଟଣା ସ୍ଥଳରେ ଚାଲିଗଲା ବାପାଙ୍କ ଜୀବନ…. ଏମିତି ଏକ ଘଟଣା
Read More...

ସୋନପୁର ଶାନ୍ତି ନଗର ଅଞ୍ଚଳରେ ଚୋରି

ସୁବର୍ଣ୍ଣପୁର : ଗତକାଲି ମଧ୍ୟ ରାତ୍ରିରେ ସୋନପୁର ଶାନ୍ତି ନଗର ଅଞ୍ଚଳର ସଂଜୀବ ପାଣିଗ୍ରାହୀଙ୍କ ଘରେ ଭଡା ରହୁଥିବା ଏଲ ଆଇ ଡିଭିଜନର କର୍ମଚାରୀ ଦିଲ୍ଲୀପ କୁମାର କରଙ୍କ ଘରୁ କେହି ଜଣେ ଦୁର୍ବୃତ୍ତ ଘରର ଗ୍ରୀଲ ଓ ଲୁହା ଆଲମିରା ଭାଙ୍ଗି ତାଙ୍କ ଘରୁ ସୁନାର କାନ ଫୁଲ ୫ସେଟ, ଚେନ୍‌ ଗୋଟିଏ,
Read More...

ପୁରୀରେ ଭକ୍ତଙ୍କ ଭାବାବେଗ ସହ ସାଂଘାତିକ ଖେଳ, ବିକ୍ରି ହେଉଛି ନକଲି ମହାପ୍ରସାଦ

ପୁରୀ : ପୁରୀରେ ଭକ୍ତଙ୍କ ଭାବାବେଗ ଓ ଭକ୍ତି ସହିତ ସାଂଘାତିକ ଖେଳ । ମହାପ୍ରସାଦ ଦେବା ନାରେ ଭକ୍ତଙ୍କୁ ଦିଆଯାଉଛି ଧୋକା । ବାହାରେ ଅନ୍ନ, ଡ଼ାଲି, ବେସର, ସହିତ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରି ମାଟି କୁଡୁଆରେ ଭର୍ତ୍ତି କରି ମହାପ୍ରସାଦ ନାମରେ ବିକ୍ରୀ କରାଯାଉଛି । ଏଭଳି ଅଭାବନୀୟ
Read More...

ଶ୍ରୀମନ୍ଦିରରେ ଆଜି ଘଣାଲାଗି ନୀତି

ପୁରୀ : ଅଣସର ଘରେ ଗୋପନ ନୀତି ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ବି ସୂଚନା ଦେଇ ସାରିଛନ୍ତି ସେବକବୃନ୍ଦ । ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବି ନିବେଦନ କରିଛନ୍ତି । ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ
Read More...