ସୋନପୁର ଶାନ୍ତି ନଗର ଅଞ୍ଚଳରେ ଚୋରି

ସୁବର୍ଣ୍ଣପୁର : ଗତକାଲି ମଧ୍ୟ ରାତ୍ରିରେ ସୋନପୁର ଶାନ୍ତି ନଗର ଅଞ୍ଚଳର ସଂଜୀବ ପାଣିଗ୍ରାହୀଙ୍କ ଘରେ ଭଡା ରହୁଥିବା ଏଲ ଆଇ ଡିଭିଜନର କର୍ମଚାରୀ ଦିଲ୍ଲୀପ କୁମାର କରଙ୍କ ଘରୁ କେହି ଜଣେ ଦୁର୍ବୃତ୍ତ ଘରର ଗ୍ରୀଲ ଓ ଲୁହା ଆଲମିରା ଭାଙ୍ଗି ତାଙ୍କ ଘରୁ ସୁନାର କାନ ଫୁଲ ୫ସେଟ, ଚେନ୍‌ ଗୋଟିଏ,
Read More...

ପୁରୀରେ ଭକ୍ତଙ୍କ ଭାବାବେଗ ସହ ସାଂଘାତିକ ଖେଳ, ବିକ୍ରି ହେଉଛି ନକଲି ମହାପ୍ରସାଦ

ପୁରୀ : ପୁରୀରେ ଭକ୍ତଙ୍କ ଭାବାବେଗ ଓ ଭକ୍ତି ସହିତ ସାଂଘାତିକ ଖେଳ । ମହାପ୍ରସାଦ ଦେବା ନାରେ ଭକ୍ତଙ୍କୁ ଦିଆଯାଉଛି ଧୋକା । ବାହାରେ ଅନ୍ନ, ଡ଼ାଲି, ବେସର, ସହିତ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରି ମାଟି କୁଡୁଆରେ ଭର୍ତ୍ତି କରି ମହାପ୍ରସାଦ ନାମରେ ବିକ୍ରୀ କରାଯାଉଛି । ଏଭଳି ଅଭାବନୀୟ
Read More...

ଶ୍ରୀମନ୍ଦିରରେ ଆଜି ଘଣାଲାଗି ନୀତି

ପୁରୀ : ଅଣସର ଘରେ ଗୋପନ ନୀତି ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ବି ସୂଚନା ଦେଇ ସାରିଛନ୍ତି ସେବକବୃନ୍ଦ । ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବି ନିବେଦନ କରିଛନ୍ତି । ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ
Read More...

ରଥଯାତ୍ରା :ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୁରୀ ପୋଲିସ୍‌ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ପୁରୀ : ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷ ଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ରଥ ଯାତ୍ରାରେ । ଏଣୁ ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୁରୀ ପୋଲିସ୍‌ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ନିଜେ ପୁରୀ ଜିଲାପାଳ ସମର୍ଥ ବର୍ମା ଓ ଏସପି କେ ବିଶାଲ ସିଂ ଶ୍ରୀ ମନ୍ଦିର
Read More...

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ବ୍ଲକ କଲୋନୀ ବିଦ୍ୟାଳୟରୁ ଚୋରି ହୋଇଥିବା ନେଇ ବାଲିଗୁଡା ଥାନାରେ ଏତଲା ହୋଇଛି । ଘଟଣାରୁ ପ୍ରକାଶ ଯେ, ବୁଧବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ ହେବା ଯୋଗୁଁ ବିଦ୍ୟୁତ ଜିଲ୍ଲା ତମାମ ବିଛିନ୍ନ ହୋଇ ରହିଥିଲା । ଏହି
Read More...

ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ; ଶ୍ରୀନଅରକୁ ରାଜପ୍ରସାଦ ବିଜେ

ପୁରୀ: ଆଜି ଅନବସର ଦ୍ଵାଦଶୀ ତିଥି। ଶ୍ରୀ ମନ୍ଦିର ର ପରମ୍ପରା ଅନୁଯାୟୀ ଆଜି ରାଜପ୍ରସାଦ ବିଜେ ନିତୀ ଅନୁଷ୍ଠିତ ହୋଇଛି। ଦଇତା ପତି ସେବକ, ପତି ମହାପାତ୍ର ସେବକ ମାନେ ଆଜି ରୂପା ଥାଳିରେ ଶ୍ରୀ ଜୀଉଙ୍କ ଶ୍ରୀଅଙ୍ଗରୁ ବାହାରି ଥିବା ଚନ୍ଦନ, କରାଳ ଓ ପାଟଡୋର ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ
Read More...

ମୋବାଇଲ ଟାୱାର ତୁରନ୍ତ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲେ ପୂର୍ବତନ ବିଧାୟକ

ବାଲିଗୁଡ଼ା: କେନ୍ଦ୍ର ସରକାରଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା ପାଇଁ ୧୦୯୪ଟି ମୋବାଇଲ ଟାୱାର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ କେନ୍ଦ୍ର ରେଳ ଓ ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦିଲ୍ଲୀରେ ସାକ୍ଷାତ କରି ଅନୁରୋଧ
Read More...

୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଦିନ ୧୧ଟାରୁ ଦର୍ଶନ ବନ୍ଦ

ପୁରୀ: ଆସନ୍ତା 19 ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନବଯୌବନ ଦର୍ଶନ ଓ ଆସନ୍ତା 20 ତାରିଖରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଚୂଡାନ୍ତ ହୋଇଛି। ମାତ୍ର ତିନିଘଣ୍ଟା ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ବେଶକୁ ଦର୍ଶନ
Read More...

ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର,୧୧୨  କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ
Read More...

ଆକାଶ ବାଇଜୁସ୍‍ ଭୁବନେଶ୍ୱରର ସ୍ୱୟଂଶକ୍ତି ତ୍ରିପାଠୀ ଏଆଇଆର୍‍ ୮ ସହିତ ଏନ୍‍ଇଇଟି ୟୁଜି ୨୦୨୩ରେ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ଆକାଶ ବାଇଜୁସ୍‍ ଭୁବନେଶ୍ୱର ଶାଖାର ଛାତ୍ର ସ୍ୱୟଂଶକ୍ତି ତ୍ରିପାଠୀଙ୍କର ଜନସାଧାରଣଙ୍କୁ ସାହାଯ୍ୟ କରିବାର ଆଗ୍ରହ ରହିଛି ଏବଂ ସେ ତାଙ୍କ ସ୍ୱପ୍ନ ସାକାର କରିବାକୁ ଜଣେ ଡାକ୍ତରର ମହତ୍‍ ବୃତ୍ତି ଆପଣେଇବାକୁ ଚାହିଁଥିଲେ । ସେ ନିଷ୍ଠାର ସହିତ ପ୍ରସ୍ତୁତି କରିଥିଲେ ଏବଂ ୭୨୦ରୁ ୭୧୫
Read More...