ଆଜି ତିନି ରଥର ହେବ ଦକ୍ଷିଣ ମୋଡ
ପୁରୀ : ୨୮ ତାରିଖ ଦିନ ବାହୁଡ଼ା ଯାତ୍ରା । ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଆଜି ତିନି ରଥର ହେବ ଦକ୍ଷିଣ ମୋଡ । ତିନି ରଥକୁ ଗୁଣ୍ଡିଚା ମନ୍ଦିରର ସିଂହ ଦ୍ୱାରରୁ ଟଣା ଯାଇ ନାକଚଣା ଦ୍ୱାରରେ ତିନି ରଥକୁ ଲଗାଯିବ । ତେବେ ଏହା ପୂର୍ବରୁ ତିନି ରଥର ହୋଇଛି ଯାଞ୍ଚ । ରଥ ଚକ, ଦଣ୍ଡା, ଅଖ!-->…
Read More...
Read More...