ଅଜଣା ଗାଡି ଧକ୍କାରେ ୨ ଗୁରୁତର
ନୂଆଗାଁ : ନୟାଗଡ ଜିଲ୍ଲା ଜାତୀୟ ରାଜପଥ ୫୭ ଆଛୁପଡା ନିକଟରେ ଆଜି ଏକ ଦୁର୍ଘଟଣା ଘଟିଛି । ସୂଚନା ମୁତବକ ଆଜି ଅଛୁପଡା ନିକଟରେ ଭୁବନେଶ୍ୱର ଭରତପୁରର ଦୁଇ ଜଣ ଗୋଟିଏ ସ୍କୁଟିରେ ଦଶପଲ୍ଲା ଯାଉଥିବା ସମୟରେ ଅଛୁପଡା ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମରିଥିଲା । ଘଟଣା!-->…
Read More...
Read More...