ଟ୍ରକ ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର
ଘୁ.ଉଦୟଗିରି: କଳିଙ୍ଗାଠାରୁ ଘୁ. ଉଦୟଗିରି ରାଜ୍ୟ ରାଜପଥ ନନ୍ଦଗିରି ନିକଟସ୍ଥ ପଣସ ବାଙ୍କୀ ନିକଟରେ ଆଜି ଅପରାହ୍ନରେ ଏକ ଚଉଦଚକିଆ ଆଜବେଷ୍ଟ ବୋଝେଇ ଟ୍ରକ ନମ୍ବର ଓଡି ୦୭ ଏ କେ ୦୬୩୭ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ଅନୁସାରେ କେନ୍ଦୁଝରରୁ ଟ୍ରକରେ ଆଜବେଷ୍ଟ ବୋଝେଇ ହୋଇ!-->…
Read More...
Read More...