ସ୍ତ୍ରୀକୁ ହାତ୍ୟା ଘଟଣାର ପର୍ଦ୍ଦାଫାସ, ସ୍ୱାମୀ କୋର୍ଟଚାଲଣ

କୋମନା: ନୂଆପଡା ଜିଲ୍ଲା କୋମନା ଥାନା ଦେଓଧରା ଘୋଡାଘାଟ ନଦୀ ପାଖରେ ଗତକାଲି ପଡ଼ି ରହିଥିଲା ଜଣେ ମହିଳାଙ୍କ ମୃତଦେହ । ଏହାକୁ ନେଇ ପୋଲିସ ଅଧିକ ତଦନ୍ତ କରିବାରୁ ମୃତ ମହିଳାଙ୍କ ପରିଚୟ ମିଳିଛି । ମୃତକ ମହିଳା କୋମନା ଥାନା ଛତା ଗାଁର ସୁନେ ତାଣ୍ଡି ବୋଲି ଜଣାପଡିଥିଲା । ତାଙ୍କ ସ୍ୱାମୀ
Read More...

ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧା ନିଖୋଜ

ଦଶପଲ୍ଲା : ନଦୀକୁ ଗାଧୋଇବାକୁ ଯାଇଥିବା ବୃଦ୍ଧାଙ୍କ ମିଳୁନି ପତ୍ତା । ଦୁଇ ଦିନ ଧରି ଖୋଜାଖୋଜି ଚାଲିଥିଲେ ମଧ୍ୟ ବୃଦ୍ଧାଙ୍କର କୌଣସି ସନ୍ଧାନ ମିଳିପାରିନି । ନୟାଗଡ଼ ସଦରଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମରେ ଜଣେ ବୃଦ୍ଧା ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଗତ ସୋମବାର
Read More...

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରଭିଷେକ ନୀତି

ପୁରୀ : ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯାଇଥାଏ । ଆଜି ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀ ମଦନମୋହନ ଆଜ୍ଞା ମାଳ ପାଇ ଭୋଗ ବାଟ ଗଣେଶଙ୍କ ଠାରେ ପଡିଥିବା ଖଟ ଉପରେ ବିଜେ ହେବେ । ଏହାପରେ ଭିତର ଶୋଧ ଜୟ ବିଜୟ ଦ୍ୱାର ବାନ୍ଦ ହୋଇ ଜଗମୋହନକୁ ସମ୍ପୂର୍ଣ୍ଣ
Read More...

ବୌଦ୍ଧ ତାଇକୋଣ୍ଡୁ ସଂଘର ପଞ୍ଚମ ବାର୍ଷିକ ଉତ୍ସବ:
୨୬ ଜଣ ବ୍ଲାକବେଲ୍ଟ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

ବୌଦ୍ଧ,୩୦/୫:- ଶାରୀରିକ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରି ତାଇକୋଣ୍ଡୁ ସଂଘ ବୌଦ୍ଧରେ ୨୦୧୮ ମସିହାରେ ପ୍ରତିଷ୍ଠା ଲାଭ କରିଥିଲା । ଅଷ୍ଟମ ବେଲ୍ଟ ପରୀକ୍ଷା ସହିତ ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠାନର ଉପଦେଷ୍ଟା ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...

ଫୁଲବାଣୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଓକିଲ ସଂଘ ତରଫରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଭିଜିଲାନ୍ସ ଜଜ ସମର ବିଳାସ ବେହେରା, ବରିଷ୍ଠ ଦେୱାନୀ ଏବଂ ସହକାରୀ ଦୌରା ଜଜ ବିଶ୍ୱ କଲ୍ୟାଣୀ ମିଶ୍ର, ଅତିରିକ୍ତ
Read More...

ନୟାଗଡ଼-ବାଣିଗୋଛା ଜାତୀୟ ରାଜପଥରେ ବେଆଇନ ହମ୍ପସ୍‌, ବଢୁଛି ଅସନ୍ତୋଷ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଣିଗୋଛା-ନୟାଗଡ଼ ରାସ୍ତାରେ ଶତାଧିକ ହମ୍ପସ୍‌ ରହିଥିବା ଦେଖିବାକୁ ମିଳୁଛି । ଉକ୍ତ ହମ୍ପସ୍‌ ଗୁଡିକ ଯୋଗୁଁ ଛୋଟ ପିଲା, ରୋଗୀ, ଗର୍ଭବତୀ ମହିଳା ଏପରିକି ବରିଷ୍ଠ ନାଗରିକ ବିଭିନ୍ନ ସମୟରେ ବିପଦକୁ ସାମ୍ନା କରୁଛନ୍ତି । ଜାତୀୟ
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଖ୍ୟ ଶାସନ ସଚିବ ତଥା ଶ୍ରୀ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ସ୍ନାନ ଯାତ୍ରା, ରଥଯାତ୍ରର
Read More...

ଧର୍ମପରାୟଣ ମହିଳାଙ୍କ ପରଲୋକ

ପୁରୀ : ବରିଷ୍ଠ ଦଇତାପତି କୃଷ୍ଣଚନ୍ଦ୍ର ଦାସ ମହାପାତ୍ରଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ବିଷ୍ଣୁପ୍ରିୟା ଦାସ ମହାପାତ୍ରଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସାଧୀନ ଥିଲେ । ସୋମବାର ଅପରାହ୍ନ ୨ଟା ସମୟରେ ମାଟିମଣ୍ଡପ ସାହି ବାସଭବନରେ ତାଙ୍କର
Read More...

ଲାଞ୍ଚୁଆ ଷ୍ଟେନୋକୁ ୩ବର୍ଷ ଜେଲଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା

ଫୁଲବାଣୀ: ବିଜୁଳି ବିଲ୍‌ ସଂଶୋଧନ କରିବା ପାଇଁ ୨୦୧୯ ମସିହାରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ଷ୍ଟେନୋ ମନ୍ମଥ କୁମାର ଗଡ଼ନାୟକ । ଆଜି ସେହି ମାମଲାର ବିଚାରକରି ମାନ୍ୟବର ଭିଜିଲାନ୍ସ ଅଦାଲତର ଜଜ ସମର ବିଳାସ ବେହେରା ୧୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଗଡ଼ନାୟକଙ୍କୁ ତିନି ବର୍ଷ
Read More...

ବାଲିଗୁଡ଼ାରେ ବାଘ ଆତଙ୍କ ଗୁଜବ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ ଗୁଜବ ସୃଷ୍ଟି ହୋଇଥିଲା । ବାଲିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବଡ଼ ଗାଁ କନ୍ୟାଶ୍ରମ ପଛ ପଟେ ଏକ ଅଜଣା ଜନ୍ତୁର ପାଦ ଚିହ୍ନ ଦେଖି ଅଞ୍ଚଳବାସୀଙ୍କ ମନରେ ଛନକା ପଶିଥିଲା । ଏହା କୌଣସି ବାଘର ପାଦ ଚିହ୍ନ
Read More...