ବୀରାମଚନ୍ଦ୍ରପୁର ଗ୍ରାମରେ ୫୯ ଶୀତଳ ଷଷ୍ଠୀ ଯାତ୍ରା ପାଳିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବୀରାମଚନ୍ଦ୍ରପୁର ଗ୍ରାମରେ ଦୀର୍ଘ ୫୯ବର୍ଷ ହେବ ବାବା ଶୁବର୍ଣ୍ଣେଶ୍ୱରଙ୍କ ମାତା ପାର୍ବତୀଙ୍କ ସହିତ ବିବାହ କାର୍ଯ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି ।ଭଗବାନ ମହାଦେବଙ୍କ ପିତା ଜୀବର୍ଦ୍ଧନ ଗଇନ୍ଦ୍ର ହୋଇଥିବା ବେଳେ ମାତା ପାର୍ବତୀଙ୍କ ପିତା
Read More...

ଶ୍ରୀକ୍ଷେତ୍ରରେ କାଳ ବୈଶାଖୀ ତାଣ୍ଡବ

ପୁରୀ : କାଳ ବୈଶାଖୀ ତାଣ୍ଡବରେ ଶ୍ରୀକ୍ଷେତ୍ର ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ଶ୍ରୀ ମନ୍ଦିରରେ ମଧ୍ୟ ବିଭିନ୍ନ ବ୍ୟାରିକେଡ ଓ ଅସ୍ଥାୟୀ ସେଡ ମଧ୍ୟ ତଳେ ପଡିଯାଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ବେଳାଭୂମି ନିକଟରେ ଏକ ନବନିର୍ମିତ ହୋଟେଲ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ
Read More...

ଆଜି ପବିତ୍ର ଶୀତଳଷଷ୍ଠୀ,ଶ୍ରୀମନ୍ଦିରରେ ସଂଧ୍ୟାଧୂପ ପରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର ଶୀତଳଷଷ୍ଠୀ । ଶ୍ରୀମନ୍ଦିରରେ ସଂଧ୍ୟାଧୂପ ପରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଗତକାଲି ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବା ପରେ ଆଜି ଗୁଆଲି ଯାତ୍ରାରେ ବାହାରିଛନ୍ତି । ଆଜି ପବିତ୍ର ଶୀତଳଷଷ୍ଠୀ ଅବସରରେ ତିନିରଥର ସିଂହାସନ ନିର୍ମାଣ ଅନୁକୂଳ କାର୍ଯ୍ୟ
Read More...

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ଘଟଣା, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ବାଲିଗୁଡ଼ା :କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଗାଁ ମୁରୁମାହା ଜଙ୍ଗଲରେ ଗତକାଲି ସକାଳ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ ହେବା ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । କିଛି ସମୟ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ
Read More...

ଆନ୍ଧ୍ର ବୋର୍ଡ ପରୀକ୍ଷାରେ କମାଲ ଦେଖାଇଲେ ଓଡିଆ ପୁଅ

ପାରଳାଖେମୁଣ୍ଡି : ଓଡ଼ିଆ ପୁଅ ଆନ୍ଧ୍ରରେ ଓଡିଶାର ଟେକ ରଖିଲେ । ଆନ୍ଧ୍ର ବୋର୍ଡ ପରୀକ୍ଷାରେ ଦେଖାଇଲେ କମାଲ । ଓଡିଶାର ଗଞ୍ଜାମ ଜିଲ୍ଲାର ପ୍ରକୃତ ବାସିନ୍ଦା ବର୍ତ୍ତମାନ ପ୍ରବାସୀ ଓଡ଼ିଆ ଭାବେ ଆନ୍ଧ୍ରର ବିଚ୍ଛିନ୍ନାଞ୍ଚଳରେ ରହି ଓଡିଆ ଭାଷାରେ ମାଟ୍ରିକ ପରୀକ୍ଷା ଦେଇ ଓଡିଶାର ମାନ ସମ୍ମାନ
Read More...

ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ,ଭବନର ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ କଲେଜ ପରିସରରେ ବହୁଆଡମ୍ବରରେ ପ୍ରଥମ ବାର୍ଷିକ ସମ୍ମିଳନୀ ଆଞ୍ଚଳିକ ସଂଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଶିବଦତ୍ତ ପାତ୍ରଙ୍କ ତତ୍ତ୍ୱାବଧାନରେ
Read More...

ଧୁମଧାମରେ ଆୟୋଜିତ ହେଲା ଶିବ ବିବାହ, ଆଜି ଶୀତଳ ଷଷ୍ଠୀ

ଗଜପତି : ଜିଲ୍ଲାର ବିଭିନ୍ନ ଶୈବପୀଠରେ ମହା ଆଡ଼ମ୍ବରରେ ଶିବ ବିବାହ ସଂପନ୍ନ ହୋଇଛି । ଜଗତଜନନୀ ମା ପାର୍ବତୀ ମା'ଙ୍କ ସହିତ ମହାଦେବଙ୍କ ବିବାହ ପାଣିଗ୍ରହଣ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତମାନେ ଏହି ଅବସରରେ ଶୈବପୀଠ ଗୁଡ଼ିକରେ ଅନ୍ନଦାନ, ପଣା ଭୋଗ ବଣ୍ଟନ, ଶହସ୍ର ପ୍ରଦୀପ
Read More...

ବିଦ୍ୟୁତ୍‌ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲା ହେମେନ୍ଦ୍ର ସେନା

ଦଶପଲ୍ଲା : ନୟାଗଡ଼ ବିଦ୍ୟୁତ ବିଭାଗର ମନମାନିକୁ ନେଇ ଜନ ଅସନ୍ତୋଷ । ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ବିଲ ଆଦାୟ ସମୟରେ କର୍ମଚାରୀଙ୍କ ଦୁର୍ବ୍ୟବହାରକୁ ନେଇ ପ୍ରତିବାଦ କରାଯାଇଛି । ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟକୁ ନେଇ ହେମେନ୍ଦ୍ର ସେନା ପକ୍ଷରୁ ପ୍ରତିବାଦ କରାଯାଇଥିଲା । ନୟାଗଡ଼
Read More...

ବଗି ଉପରେ ପଡିଲା ଗଛ,ଅଟକିଲା ଡିଏମୟୁ ଟ୍ରେନ୍‌

ରାୟଗଡା: କାଳବୈଶାଖୀ ପ୍ରଭାବରେ ରାୟଗଡା-ସିଙ୍ଗାପୁର ରୋଡ ଷ୍ଟେସନ ମଧ୍ୟରେ ଅଟକି ଯାଇଥିଲା ଡିଏମୟୁ ଟ୍ରେନ୍‌ । ଟ୍ରେନ୍‌ ବଗି ଉପରେ ପଡିଥିଲା ଏକ ବଡ ଗଛ । ତେବେ ଏଥିରେ କିଛି କ୍ଷତି ହୋଇ ନ ଥିବା ବେଳେ ଦୀର୍ଘ ୩ ଘଂଟା ଧରି ଗାଡି ଅଟକି ରହିବାରୁ ରେଳଯାତ୍ରୀମାନେ ହଇରାଣ ହୋଇଥିଲେ । ଦୀର୍ଘ
Read More...

ବୁଢିମା ମନ୍ଦିର ପ୍ରତିଷ୍ଠା ଉତ୍ସବ: ମହାଦେବ ଲିଙ୍ଗ ଓ ପାର୍ଶ୍ୱ ଦେବତା ମନ୍ଦିର ସ୍ଥାପନ

ସୁବର୍ଣ୍ଣପୁର : ଆଜି ଜ୍ୟେଷ୍ଠ ଶୁକ୍ଲ ପଞ୍ଚମୀ ତିଥିରେ ନୂତନ ବୁଢିମା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମନ୍ଦିରର ଅଧ ଉର୍ଦ୍ଧ୍ୱ ଶୋଧନ ସହ ମହାଦେବ ଲିଙ୍ଗ ଓ ବିଭିନ୍ନ ପାର୍ଶ୍ୱ ଦେବତାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରରେ ସ୍ଥାପନ କରାଯାଇଛି । ଆଜି ସକାଳୁ ଯଜ୍ଞମଣ୍ଡପରେ
Read More...