ଅନୁଷ୍ଠିତ ହେଲା ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଦଶପଲ୍ଲା : ଖଣ୍ଡପଡା ସହରର ଶୁଭ ମଣ୍ଡପ ପରିସରରେ ନୟାଗଡ଼ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପ୍ରଭାରୀ
Read More...

କନ୍ଧମାଳରେ ଲଜ୍ଜା;ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ,ପରିବାର ପକ୍ଷରୁ ଥାନରେ ଏତଲା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର କୋଟଗଡ଼ ଥାନା ଅନ୍ତର୍ଗତ ମଦାଙ୍ଗି ଗ୍ରାମରେ ପୁଣି ଏକ ଲଜ୍ଜା ଜନକ ଘଟଣା ଘଟିଥିବା ଜଣାପଡ଼ିଛି । ସେହି ଅଞ୍ଚଳର ସମ୍ପୃକ୍ତ ଜଣେ ଯୁବକ ଘରେ ଦୁଇଜଣ ନାବାଳିକା ଟିଭି ଦେଖୁଥିବା ବେଳେ ଜଣେ ନାବାଳିକାକୁ ଘରୁ ତଡ଼ିଦେଇ ଅନ୍ୟ ଜଣେ ଆଠ ବର୍ଷର
Read More...

୧୬ ପ୍ରହର ପଞ୍ଚ ମହାଯଜ୍ଞ ପାଇଁ କଳସ ଯାତ୍ରା

ଘୁ.ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ ନମ୍ୱର ୱାର୍ଡ଼ କନବାଗିରି ଗ୍ରାମ ରାବାନାଜୁଠାରେ ୧୬ ପ୍ରହର ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ନିମନ୍ତେ ନିକଟସ୍ଥ ନଦୀ ପୀଠରେ ପୂଜାର୍ଚ୍ଚନା ପରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ବିଶ୍ୱବାସୀଙ୍କ ମଙ୍ଗଳ
Read More...

ଭାରତୀୟ ପ୍ରଶାସନିକ ସେବାରେ ହରେକୃଷ୍ଣ ମେହେରଙ୍କ ସଫଳତା

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମର ହରେକୃଷ୍ଣ ମେହେର ଭାରତୀୟ ପ୍ରଶାସନୀକ ସେବାରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ଜଣାପଡିଛି । ତାଙ୍କ ପିତା ସଦାଶିବ ମେହେର ଜଣେ ସାଧାରଣ ଚାଷୀ ଓ ମାତା ଯୁକ୍ତି ମେହେର ଗୃହିଣୀ ହୋଇଥିବା ବେଳେ ଗାଁ ସ୍କୁଲରେ
Read More...

ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ରୀ: ମହାପ୍ରଭୁ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣ କାରି ସେବକ । ରଥଖଳା ରେ ତିନିରଥ ର ମହାରଣା ମାନଙ୍କ ଦ୍ୱାରା ଗରଗରା, ଚଉଦ ନାହାକା , ଚାରି ନାହାକା ଏବଂ ପାଞ୍ଚ ଦଣ୍ଡା ନିର୍ମାଣ ଆଗେଇ ଚାଲିଥିବା ବେଳେ ତିନି ରଥର ରୂପକାର ସେବକ ଙ୍କ ଦ୍ୱାରା କୋଣ ଗୁଜ ଏବଂ ସାଲ ଗୁଜରେ ନୃସିଂହ ରୂପ
Read More...

ପାଟଣାଗଡରେ ପହଞ୍ଚିଲା ଜଗନ୍ନାଥଙ୍କ ଦିବ୍ୟ ରଥ ଚକ

ପାଟଣାଗଡ:ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଟଣାଗଡରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଚକ ପୁରୀରୁ ଆସିଲା ପରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହର ସାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ବିରାଟ ପଟୁଆର ସହିତ ସୁସଜ୍ଜିତ ରଥରେ ପୁରୀରୁ ଆସିଥିବା ରଥ ଚକକୁ ପ୍ରଥମେ ରାମଜି ଛକରେ ଥିବା
Read More...

ଭାରସାମ୍ୟ ହରାଇ ୨୫ଫୁଟ ଖାଲକୁ ଖସିଲା ଅଟୋ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ

ବାଲିଗୁଡ଼ା: ଭାରସାମ୍ୟ ହରାଇ ୨୫ ଫୁଟ ଖାଲକୁ ଖସିଲା ଅଟୋ । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ । ସୂଚନା ପ୍ରକାରେ ଆଜି ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଦୁଇଜଣ ଯାତ୍ରୀ ଏକ ଅଟୋ ଭଡ଼ା କରି ରୁତୁଙ୍ଗିଆ ଅଞ୍ଚଳକୁ ଯାତ୍ରା ଆରମ୍ଭ କରିଥିଲେ । ଯିବା
Read More...

ମହାପ୍ରଭୁଙ୍କ ଶରଣରେ ଅର୍ଥ ମନ୍ତ୍ରୀ

ପୁରୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶରଣରେ ଅର୍ଥ ମନ୍ତ୍ରୀ । ଆଜି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୁରୀ ଗସ୍ତ ରେ ଆସି ଶ୍ରୀ ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ସିଂହଦ୍ୱାର ନିକଟରୁ ସେବାୟତ ଓ ଶ୍ରୀ ମନ୍ଦିର ଅଧିକାରୀମାନେ ତାଙ୍କୁ ଶ୍ରୀ ମନ୍ଦିର ମଧ୍ୟକୁ
Read More...

ନବଜାତ ଶିଶୁପୁତ୍ର ଉଦ୍ଧାର

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସାପ୍ତାହିକ ବଜାରପଡାଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି । ଖଡ଼ିଆଳ କୃଷି ଫାର୍ମ ନିକଟରେ ଥିବା ନାଳରୁ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଖଡ଼ିଆଳ ଏଗାର ନଂ ୱାର୍ଡ(ବଜାର ପଡା)ର ଧରିତ୍ରୀ ଜାଲ ନିଜ ଝିଅ ସହ ଶୌଚ ପାଇଁ ଯାଇଥିବା ବେଳେ
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ

ନବରଙ୍ଗପୁର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଦିନରେ ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି
Read More...