ଗୁନ୍ଦୁଳିଆ ପଞ୍ଚାୟତରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବୌଦ୍ଧ ୨୨/୦୫:- ବୌଦ୍ଧ ବ୍ଳକ ଗୁନ୍ଦୁଳିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଉପ ଜିଲ୍ଲାପାଳ
Read More...

ବୌଦ୍ଧରେ ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତା, ୧୨ ଜଣ ରାଜ୍ୟସ୍ତରକୁ ମନୋନୀତ

ବୌଦ୍ଧ,୨୨/୫:- ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୁନିଅର ବାଳକ ବାଳିକା ଓ ସିନିଅର ବାଳକ ବାଳିକାଙ୍କୁ ନେଇ ଅଭ୍ୟାସ ହୋଇଥିଲା । ମୁଖ୍ୟଅତିଥି ଭାବେ
Read More...

ବୁଢିମା ମନ୍ଦିର ପ୍ରତିଷ୍ଠା ପାଇଁ ଢେରାପଡା ଚଳଚଞ୍ଚଳ

ସୁବର୍ଣ୍ଣପୁର,: ପଣ୍ଡିତଙ୍କ ମନ୍ତ୍ର ଧ୍ୱନିରେ ଭାବଗମ୍ଭୀର ହୋଇଉଠିଛି ଢେରାପଡା ସ୍ଥିତ ସମଗ୍ର ପରିବେଶ ।ଗତକାଲି କଳସାଧିବାସ ପରେ ମଣ୍ଡଳପୂଜନ କ୍ରମରେ ଗୌରୀ ତିଳକ ମଣ୍ଡଳ,ବାସ୍ତୁ ମଣ୍ଡଳ,କ୍ଷେତ୍ରପାଳ ମଣ୍ଡଳ, ନବଗ୍ରହ ମଣ୍ଡଳ, ବିଷ୍ଣୁ ସର୍ବତୋଭଦ୍ର ମଣ୍ଡଳ, ଦୁର୍ଗା ସର୍ବତୋ ଭଦ୍ର
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି,୨୨/୫:- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କୁମୁଲିଶିଂ ଗ୍ରାମପଞ୍ଚାୟତର ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର
Read More...

ଶୁଖିଲା ଡାଳ ହାଣୁଥିଲେ, ଗଛରୁ ପଡି ଯୁବକଙ୍କ ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା କଇଁଝର ଗ୍ରାମପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ଥାନୀୟ କଇଁଝର ଗ୍ରାମର ଯକ୍ଷ୍ୟ ବିଶୋଇଙ୍କ ପୁଅ ଲଙ୍କେଶ୍ୱର ବିଶୋଇ (୪୬)ଜାଳେଣି କାଠ ସଂଗ୍ରହ କରିବାପାଇଁ ନିକଟସ୍ଥ ଏକ ବରଗଛ ଉପରେ ଚଢି ଏକ ଶୁଖିଯାଇଥିବା ଡାଳକୁ
Read More...

ମଧ୍ୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୪୩ ବର୍ଷ ପରେ ମିଳିଲା ପଟ୍ଟା

ପାଟଣାଗଡ଼,୨୨/୫:- ମଧ୍ୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ୪୩ ବର୍ଷ ପରେ ଜମି ପଟ୍ଟା ପାଇଲା । ଯାହା ତତ୍କାଳୀନ ସଭାପତି ସ୍କୁଲ ନାମରେ ୧ ଏକର ଜମି କିଣି ଥିଲେ କିନ୍ତୁ ତାହା ପଟ୍ଟା ହୋଇନଥିଲା ଏବର୍ଷ ସ୍କୁଲ କମିଟି ଜମି ଦାଖଲ ଖାରଜ ପାଇଁ ୮୯୪/୨୨ ଓ ୮୯୫/୨୨ ଆବେଦନ କରିଥିଲେ
Read More...

ପାଇପ ଗୋଦାମରେ ଅଗ୍ନିକାଣ୍ଡ

ସମ୍ବଲପୁର:ସ୍ଥାନୀୟ ସମ୍ବଲପୁର ମହାନଗରରୁ ଅନତି ଦୂରସ୍ଥ ମାନେଶ୍ୱର ବ୍ଲକ ମୁଖ୍ୟାଳୟ ସ୍ଥିତ ପାଇପ ଗୋଦାମରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ସେଠାକାର ପାଞ୍ଚଟି ପଞ୍ଚାୟତରେ ଗ୍ରାମୀଣ ଜଳଯୋଗାଣ ପରିଯୋଜନା ପାଇଁ ଏସବୁ ପାଇପ କିଣି ଗଚ୍ଛିତ କରାଯାଇଥିଲା ।
Read More...

ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ

ଖଡ଼ିଆଳ: ନୂଆପଡା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆସିଛନ୍ତି । ଏହି ଅବସରରେ ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ବୁଝିବା ସହ ସ୍ୱାସ୍ଥ୍ୟ କାର୍ଡ ନେଇ ଆସୁଥିବା ହିତାଧିକାରୀଙ୍କୁ ଅନ୍ତେବାସୀ
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୀ : ପୁରୀରେ ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ । ଆଜି ୫-ଟି ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଏହାପରେ ମା ଲକ୍ଷ୍ମୀ, ବିମଳାଙ୍କ ଦର୍ଶନ ସହ ବେଢ଼ା ପରିକ୍ରମା ମଧ୍ୟ କରିଛନ୍ତି । ତେବେ ମହାପ୍ରଭୁଙ୍କ ବିଶ୍ୱ
Read More...

ଓଲଟିଲା ଆଜବେଷ୍ଟ ବୋଝଇ ଟ୍ରକ

ହରଭଙ୍ଗା : ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡେଣିଗଡ ଫାଣ୍ଡି ଅଧିନସ୍ତ ମାଧପୁର ଢ଼ାବା ନିକଟରେ ଏକ ଆଜବେଷ୍ଟ ବୋଝଇ ଟ୍ରକ ଭାରସାମ୍ୟ ହରାଇବାରୁ ଏକ କାର ଉପରେ ମାଡି ବସିଥିବା ଦେଖିବାକୁ ମିଳିଥିବା ବେଳେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ଓ ଟ୍ରକ
Read More...