ଟେଷ୍ଟ ର‍୍ୟାଙ୍କିଙ୍ଗ୍‌: ପୁଣି ଶୀର୍ଷରେ ଭାରତ

ନୂଆଦିଲ୍ଲୀ : ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର । ଆଇସିସିର ବାର୍ଷିକ ର‍୍ୟାଙ୍କିଙ୍ଗ୍‌ ଅପଡେଟ ହୋଇଛି । ଫଳରେ ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ରେ ଟିମ୍‌ ଇଣ୍ଡିଆ ନମ୍ବର ୱାନ ସ୍ଥାନରେ ପହଞ୍ଚିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ଜୁନ୍‌ ୭ରୁ ୧୧ ତାରିଖ
Read More...

ଏନସିପି ସୁପ୍ରିମୋ ପଦରୁ ଇସ୍ତଫା ଦେଲେ ଶରଦ ପାଓ୍ବାର

ମୁମ୍ବାଇ: ଏନସିପି ସୁପ୍ରିମୋ ପଦରୁ ଇସ୍ତଫା ଦେଲେ ଶରଦ ପାଓ୍ବାର । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଶରଦ ପାଓ୍ୱାର । ପଦ ଛାଡ଼ିବା ଘୋଷଣା ପରେ ପାଓ୍ବାରଙ୍କ ସମର୍ଥନରେ ନାରାବାଜି । ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି ପାଓ୍ୱାର ।
Read More...

ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟ ହେଲା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ପୋଲିସ ଷ୍ଟେସନ

ଭୁବନେଶ୍ବର : ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି ଏବଂ ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସଂପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
Read More...

ଜୋରସରରେ ଚାଲିଛି ମହାବାହୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ବିଶ୍ୱକର୍ମାଙ୍କ ହାତର ସ୍ପର୍ଶରେ ଜାରି ରହିଛି ଦିବ୍ୟ ରଥନିର୍ମାଣ କାର୍ଯ୍ୟ । ସରିଛି ସୁତାବାଡ଼ିଆ,ଜାରି ରହିଛି ବିନ୍ଧ କାର୍ଯ୍ୟ । ତୁମ୍ବରେ ଅରସଂଯୋଗ ପାଇଁ ପ୍ରତ୍ୟେକ ତୁମ୍ବରେ କରାଯିବ ୧୬ଯୋଡ଼ା ବିନ୍ଧ । ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ୍ୱ ଜୋରସୋରରେ ଜାରି ରହିଛି ରଥନିର୍ମାଣ
Read More...

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ

ପୁରୀ : ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ରଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ମୟଙ୍କ ମହାପାତ୍ର ତାଙ୍କୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗଦ୍ୱାରରେ ବାସୁଦେବ ମହାପାତ୍ରଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବନ୍ଧୁ, ପ୍ରଶଂସକ ଓ ସାମ୍ବାଦିକଙ୍କ ଭିଡ଼ ଜମିଥିଲା
Read More...

ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ଓ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ଓ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟ ସରମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ
Read More...

କୂଅରୁ ହାତୀ ଶାବକ ଉଦ୍ଧାର

ସମ୍ବଲପୁର: ବାଟବଣା ହୋଇ ଗୋଟିଏ ମାଈ ହାତୀ ତାର ଶାବକ ସହିତ ଗାଁ ପାଖକୁ ଚାଲି ଆସିଥିଲା ଓ ଗାଁ ମୁଣ୍ଡ ଏକ କଚ୍ଚା କୂଅରେ ଶାବକଟି ଖସି ପଡିଥିଲା । ସେଥିରୁ ନିଜ ଶାବକକୁ ଉଦ୍ଧାର ପାଇଁ ମା ହାତୀର ବିକଳ ପ୍ରଚେଷ୍ଟା ଗାଁ ବାସୀଙ୍କୁ ଭୟଭୀତ କରି ଦେଇଥିଲା ଓ ପରିଶେଷରେ ତାକୁ ଘଉଡ଼ାଇ ଶାବକକୁ
Read More...

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ , ପୁରୀ ରେ ନୂତନ ଶିକ୍ଷାନୀତି ଓ ନାକ୍ ଉପରେ ଆଲୋଚନା

ପୁରୀ: ସ୍ଥାନୀୟ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ଦୁଇ ଦିନ ବ୍ୟାପୀ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି l ତl ୨୮.୪.୨୦୨୩ ରିଖରେ ନୂତନ ଶିକ୍ଷାନୀତି ୨୦୨୦ ରେ ସଂସ୍କୃତ ଭାଷା ଓ ସାହିତ୍ୟର ସ୍ଥାନ ଶୀର୍ଷକ ଆଲୋଚନା ହୋଇଥିବା ବେଳେ ଏହାର ଆଧାରରେ ପାଠ୍ୟକ୍ରମର ନିର୍ମାଣ କୌଶଳ
Read More...

ଶ୍ରୀବିଶ୍ୱନୟନ ଐଶ୍ୱରୀୟ ପରିଷଦ ପୁରୀ ତରଫରୁ ଜଳ ସେବା କାର୍ଯ୍ୟକ୍ରମ ଆରମ୍ଭ

ପୁରୀ: ଶ୍ରୀବିଶ୍ୱନୟନ ଐଶ୍ୱରୀୟ ପରିଷଦ ପୁରୀ ତରଫରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏକ ଜଳ ସେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଉକ୍ତ ଜଳସେବା କାର୍ଯ୍ୟକ୍ରମକୁ ସନାତନ ଧର୍ମ ପ୍ରଚାରକ ସ୍ୱାମୀ ସତ୍ୟାନନ୍ଦ ଦାସ ମହାରାଜା ଉଦ୍ଘାଟନ କରିଥିଲେ । ପରିଷଦର ସଭାପତି ଡାକ୍ତର ସୌମ୍ୟକାନ୍ତ ପଣ୍ଡା
Read More...

ବ୍ୟାରିକେଡକୁ ଧକ୍କା ଦେଲା କାର,ଚାଳକ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ -କୁସଙ୍ଗ ପୂର୍ତ୍ତ ରାସ୍ତାର କୁସଙ୍ଗ ବଡଜୋର ନାଳରେ ରବିବାର ଏକ ଇଣ୍ଡିଗୋ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ମତେ କାରଟି ଆଠମଲ୍ଲିକ (କୁସୁମ କୁହୁରି )ଗ୍ରାମରୁ ବାହାରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଳିକପଡା ପଂଚାୟତର ନୂଆପଡା
Read More...