ଗ୍ରୀନ ଗୋଲ ବୌଦ୍ଧ ତରଫରୁ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୧୮/୫:- ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଗ୍ରୀନ ଗୋଲ ବୌଦ୍ଧ ତରଫରୁ ଚାଷୀମାନେ କିପରି ଅଂଶୁଘାତରୁ ରକ୍ଷା ପାଇପାରିବେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ମିଶନ ଶକ୍ତିର ଦେବବ୍ରତ ମିଶ୍ର,
Read More...

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ : କେଶବ ଚନ୍ଦ୍ର ନୟାଗଡ଼ ଜିଲ୍ଲା ଟପ୍ପର

ନୂଆଗାଁ :ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ନୟାଗଡ଼ ଜିଲ୍ଲାରେ ପାସହାର ୯୬.୯୨ ପ୍ରତିଶତ ରହିଥିବାବେଳେ ମୋଟ ୨୩୧ ଗୋଟି ହାଇସ୍କୁଲରେ ୧୨୧୨୯ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ଦଧିବାମନଜୀଉ ଉଚ୍ଚ ବିଦ୍ୟାଳୟ ଶିଖରପୁରରେ ଅଧ୍ୟୟନରତ ଛାତ୍ର କେଶବ ଚନ୍ଦ୍ର
Read More...

ପ୍ରଣାମ ନୃତ୍ୟାନୁଷ୍ଠାନର ତୃତୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଯାପିତ

ବୌଦ୍ଧ,୧୮/୫:- ପ୍ରଣାମ ନୃତ୍ୟାନୁଷ୍ଠାନ ତରଫରୁ ଚାଲିଥିବା ୭ଦିନିଆ ତୃତୀୟ ରାଜ୍ୟସ୍ତରୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଉନ୍ନୟନ ପରିଷଦର ସଭାପତି ଚିତ୍ତରଂଜନ ଦାଶ ଯୋଗ ଦେଇ ଗ୍ରୀଷ୍ମ କାଳୀନ କାର୍ମଶାଳାର ଉପକାରିତା
Read More...

ପୁରୀ ଜିଲ୍ଲା ସ୍କୁଲର ବୋର୍ଡ଼ ପରୀକ୍ଷାରେ ସଫଳତା

ପୁରୀ : ଗତ ୨୦୨୩ ବୋର୍ଡ଼ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲ ୧୦୦% ଫଳାଫଳ ପ୍ରାପ୍ତ କରି ସମଗ୍ର ଜିଲ୍ଲାରେ ତା'ର ସମ୍ମାନ ବଜାୟ ରଖିଛି । ଏବର୍ଷ ପରୀକ୍ଷା ଦେଇଥିବା ୨୮୯ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରି ଶତ ପ୍ରତିଶତ ଫଳାଫଳ ପ୍ରାପ୍ତ କରିଛନ୍ତି । ସେମାନଙ୍କ
Read More...

ଭିଜିଲାନ୍ସ ଜାଲରେ ବେଗୁନିଆପଡ଼ା ବ୍ଳକ ବିଏସ୍‌ଏସ୍‌ଓ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ । ଆଜି ସକାଳୁ ସକାଳୁ ବେଗୁନିଆପଡ଼ା ବ୍ଳକରେ ଭିଜିଲାନ୍ସ ରେଡ୍‌ ହୋଇଛି ।ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର
Read More...

କନ୍ଧମାଳ ଜିଲ୍ଲାର ପୁରୁନାଗଡଠାରୁ ମିଳିଲା କେତେକ ଐତିହାସିକ ତଥ୍ୟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ତରଫରୁ ଦୁଇ ଐତିହାସିକ ତଥା କେଆଇଜୀଏମ କଲେଜ ଲାଇନପଡ଼ାର ଅଧ୍ୟକ୍ଷ ଡଃ ତ୍ରୈଲୋକ୍ୟନାଥ ସେନାପତି ଏବଂ ଐତିହାସିକ ତଥା ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମିଶ୍ର କନ୍ଧମାଳ ଜିଲ୍ଲାର ପୁରୁନାଗଡକୁ ବଞ୍ଜୁଲୋକ୍‌ ସନ୍ଧାନରେ
Read More...

ଡବ୍ଲୁଓଡିସି ଅଧ୍ୟକ୍ଷଙ୍କ ଦିନିକିଆ ବୌଦ୍ଧ ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବୌଦ୍ଧ,୧୮ା୫ : - ପଶ୍ଚିମ ଓଡିଶା ବିକାଶ ପରଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ପରିଷଦ ପାଣ୍ଠିରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀଯୁକ୍ତ ତ୍ରିପାଠୀ ହେଲିକେପଟର ଯୋଗେ ଆସି ବୌଦ୍ଧ କଚେରୀ ଖେଳପଡିଆଠାରେ ଅବତରଣ କରିବାପରେ
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ ପାଳନ ଅବସରରେ ମାଣ୍ଡିଆ ଉତ୍ସବ

ନବରଙ୍ଗପୁର: ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ ଅବସରରେ ଜିଲ୍ଲା କୃଷି ବିଭାଗ ତରଫରୁ ନବରଙ୍ଗପୁର ମହାବିଦ୍ୟାଳୟରେ ମାଣ୍ଡିଆ ଖାଦ୍ୟ ଓ ଫୁଟବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜ ପଡିଆରେ ମିଲେଟ ମିଶନ ଦ୍ୱାରା ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ସହ
Read More...

ଓଡିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ପିଏମ କହିଲେ ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ସଂପର୍କ ଆହୁରି…

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସର ଫ୍ଲାଗ୍‌ ଅଫ୍‌ କରିଛନ୍ତି । ଏହି ଅବସରରେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ, କହିଲେ- ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା । ଏହି ଟ୍ରେନ୍‌
Read More...

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାପ୍ରଭୁଙ୍କୁ କଲେ…

ପୁରୀ,୧୮/୫:- ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନସରେ ପତାକା ହଲାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ଏଣୁ ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଉଚ୍ଚ଼ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶିର୍ବାଦ
Read More...