ନୂଆସାହି ଓ ମାଳିକାପୋଡି ଚର୍ଚ୍ଚରେ ପାଳିତ ହେଲା ଖ୍ରୀଷ୍ଟ ମାସ ସ୍ୱାଗତ କାର୍ଯ୍ୟକ୍ରମ

ଘୁ ଉଦୟଗିରି: ଆସିଲା ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ହୋଇଥିବା ମାସର ପାଳନ ପର୍ବ । ପ୍ରତ୍ୟେକ ବର୍ଷ ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଜନସାଧାରଣ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ବା ବଡ଼ଦିନ ପୂର୍ବରୁ ପ୍ରାକ୍‌ ଖ୍ରୀଷ୍ଟ ମାସ ଉତ୍ସବ ପାଳନ
Read More...

ଡମ୍ବରୁଗଡ ମଠରେ ଆରମ୍ଭ ହେଲା ମହାନ୍ତ ଗିରିବର ଦାସ ବାବାଙ୍କ ପ୍ରଥମ ବାର୍ଷିକ ମହୋତ୍ସବ

ବୌଦ୍ଧ : ସିଦ୍ଧତପୋ ସେବାବନ ଡମ୍ବରୁଗଡ଼ କଙ୍କଲାଠାରେ ସାକେତଧାମ ପ୍ରାପ୍ତ ଶ୍ରୀ ଶ୍ରୀ ମହାରାଜା ୧୦୦୮ ଶ୍ରୀ ମହନ୍ତ ଗିରିବର ଦାଶ ତ୍ୟାଗୀଙ୍କ ପ୍ରଥମ ବାର୍ଷିକ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ସମୟରେ କଙ୍କଳା ଶିବ ମନ୍ଦିର ମହାନଦୀ ଘାଟରୁ ଶତାଧିକ ମହିଳା
Read More...

ଚିକିଟି କଲେଜରେ ବିଶ୍ୱ ଏଡ଼ସ ଦିବସ

ଗଞ୍ଜାମ/ଚିକିଟି :ସ୍ଥାନୀୟ ଚିକିଟି କଲେଜରେ ରେଡ ରିବନ୍‌ କ୍ଳବ୍‌ ତରଫରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରି ବିଶ୍ୱରୁ ମହାମାରୀ ଏଡ଼ସର ମୁଳୋତ୍ପାଟନ ପାଇଁ ଆତ୍ମ ସଚେତନତା ଜରୁରୀ ବୋଲି ନିଜ ବକ୍ତବ୍ୟରେ
Read More...

ବ୍ୟବସାୟୀଙ୍କୁ ଥାନା ଅଧିକାରୀଙ୍କ ମାଡ ଅଭିଯୋଗ, ମାମଲା ରୁଜୁ

ଫୁଲବାଣୀ : ଗଂଜାମ ଜିଲ୍ଲା ଗୋପାଳପୁର ପୋଲିସର ଅମାନବୀୟତା ଓ ବର୍ବରତା ସୀମା ଟପିଛି । କୌଣସି କାରଣ ନଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦ୍ଦେଶରେ କୁଆଡେ କିଛି ପୋଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ କନ୍ଧମାଳ
Read More...

କଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ଦୁଇଦିନିଆ କର୍ମଶାଳା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ (ଡିପିଏମୟୁ) କଳାହାଣ୍ଡିର ମିଳିତ ଆନୁକୁଲ୍ୟରେ ଓଡିଶାର ନିରନ୍ତର ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ବିଷୟ ବସ୍ତୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ,ଚାଳକ ଗୁରୁତର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ବୁଦୁଲିପଦର ଘାଟିରେ ମୋଟର ସାଇକେଲ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ କାନ୍ଥରେ ବାଡେଇହେଲା ମୋଟରସାଇକେଲ । ଏଥିରେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା
Read More...

ବର୍ଷାଙ୍କ ପାଇଁ ଭୋଟ୍‌ ମାଗିଲେ ନବୀନ, ମୁଁ ଗରିବ ଲୋକଙ୍କ ହକ୍ ପାଇଁ ଜାରି ରଖିଛି ଲଢେଇ

ପଦ୍ମପୁର ୦୨/୧୨: ଆସନ୍ତା ୫ରେ ପଦ୍ମପୁର ଉପ-ନିର୍ବାଚନ । ଏଥିପାଇଁ ସବୁ ଦଳ ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ବିଜେଡି ପ୍ରାର୍ଥୀ ବର୍ଷା ରଞ୍ଜନ ସିଂହ ବରିହାଙ୍କ ପାଇଁ ଆଜି ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ
Read More...

ରେଡ଼କ୍ରସ ତିନି ଦିନିଆ ଶିବିରରେ ୬୨୪ ଜଣଙ୍କ ସମ୍ପୂର୍ଣ୍ଣ ଶରୀର ସ୍କାନ ହେଲା

ସମ୍ବଲପୁର: ଆନ୍ତର୍ଜାତିକ ରେଡ଼କ୍ରସ ସୋସାଇଟିର ସମ୍ବଲପୁର ଜିଲ୍ଲା ଶାଖା ଆନୁକୁଲ୍ୟରେ ଆୟୋଜିତ ତିନି ଦିନିଆ ଶିବିରରେ ସର୍ବମୋଟ ୬୨୪ ଜଣଙ୍କ ସମ୍ପୂର୍ଣ୍ଣ ଶରୀର ସ୍କାନ କରାଯାଇ ରିପୋର୍ଟ ଦିଆଯାଇଛି । ସ୍ଥାନୀୟ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ, ସମ୍ବଳ, ସୋସିଆଲ ଷ୍ଟାର କ୍ଳବ,
Read More...

ଫୁଲବାଣୀରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ଫୁଲବାଣୀ :-ଫୁଲବାଣୀରେ କିଛି ଦିନ ହେଲା ଅସାମାଜିକ ଓ ମଦ୍ୟପଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଜିଲ୍ଲା ସଦର ମହକୁମା ଫୁଲବାଣୀରେ ନିଶାଖୋର ମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ସଂନ୍ଧ୍ୟାରେ ସ୍ଥାନୀୟ ବ୍ୟାଘ୍ରଦେବୀ ମନ୍ଦିର ପାଶ୍ୱର୍ରେ କିଛି ଅସାମାଜିକ ଯୁବକଙ୍କ
Read More...

୭ ଦଫା ଦାବି ନେଇ ଅଶା କର୍ମୀ ସଙ୍ଘ ଗଜପତି ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଭାରତୀୟ ମଜଦୂର ସଙ୍ଘ ଦ୍ୱାରା ପରିଚାଳିତ ହେଉଥିବା ଓଡ଼ିଶା ରାଜ୍ୟ ଆଶା କର୍ମୀ ସଙ୍ଘ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗଜପତି ଜିଲ୍ଲା ଆଶା କର୍ମୀ ସଂଘର
Read More...