ଜିଲ୍ଳା ପ୍ରେସ କ୍ଲବ ଫୁଲବାଣୀ ପକ୍ଷରୁ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ
ଫୁଲବାଣୀ :- ୧୬ ନଭେମ୍ବର ଆଜି ହେଉଛି ଜାତୀୟ ସାମ୍ବାଦିକ ଦିବସ । ଏହି ଅବସରରେ ଜିଲ୍ଳା ପ୍ରେସ କ୍ଲବ ଫୁଲବାଣୀ ଠାରେ ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନାଚକ୍ର!-->…
Read More...
Read More...