ଘୁଚାପାଲି ଓ ନାନ୍ଦୁପଲାରେ ସିଆରପିଏଫର ଜନ ସଂପର୍କ ଶିବିର : ଲୋକଙ୍କୁ ବାଣ୍ଟିଲେ ପାଣି ଡ୍ରାମ୍
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଠାରେ ସିଆରପିଏଫ୍ ୧୮୯ ବାଟାଲିୟନ୍ ତରଫରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ରୂପେ କମାଣ୍ଡେଣ୍ଟ ପବନ କୁମାର ତିୱରି, ସମ୍ମାନିତ ଅତିଥି ରୂପେ ନାନ୍ଦୁପଲା ସରପଞ୍ଚ ନିଲେନ୍ଦ୍ରି ପୁଝାରୀ, ଭାନପୁର!-->…
Read More...
Read More...