ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର
ଘୁ ଉଦୟଗିରି :ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ମାଉସୀ ମଣ୍ଡପ ସାହି ଶ୍ରୀହରି ବିଷୋୟୀଙ୍କ ଘରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ନଷ୍ଟ ହୋଇ ଯାଇଛି । ଘରେ ଶୋଇଥିବା ଅବସ୍ଥାରେ ମଧ୍ୟରାତ୍ରରେ ଘରଟି ଭୁଶୁଡି ପଡିଲା । କିନ୍ତୁ ପରିବାରଟି ଏକ ଆସନ୍ନ ବିପଦରୁ!-->…
Read More...
Read More...