ଚର୍ଚ୍ଚାରେ ବିରାମ ଲଗାଇଲେ ନୀତିଶ :
ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ମୋର ନାହିଁ

ନୂଆଦିଲ୍ଲୀ: ବିହାରରେ ବିଜେପିର ହାତ ଛାଡ଼ିବା ପରଠୁ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚାରେ ରହୁଛନ୍ତି । ଏବେ ତାଙ୍କୁ ନେଇ ଆଉ ଏକ ଚର୍ଚ୍ଚା ରାଜନୈତିକ ମହଲକୁ ଗରମାଗରମ କରିଛି । ତାହା ହେଉଛି,ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ଇଚ୍ଛା ।
Read More...

ସୁବର୍ଣ୍ଣପୁରଠାରେ ତ୍ରିରଙ୍ଗା ଯାତ୍ରା

ସୁବର୍ଣ୍ଣପୁର : ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜି ସହରର ବାଲାଜୀ ମନ୍ଦିର ପରିସରରୁ ତ୍ରିରଙ୍ଗା ଯାତ୍ରାର ଏକ ବିଶାଳ ପଟୁଆର ଯୁବନେତା ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ବାହାରି ସ୍ଥାନୀୟ ବ୍ଲକଛକ ସନ୍ନିକଟସ୍ଥ ବଜାର ସହ ନଗର ପରିକ୍ରମା କରିଥିଲେ । ଏହି ଯାତ୍ରାରେ ପ୍ରଥମେ
Read More...

ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥାବସ୍ଥା

ନୂଆଦିଲ୍ଳୀ: ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖୁସି ଖବର। ଦିଲ୍ଲୀ ଏମ୍ସରୁ ଖବର ମିଳିଛି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ପୂର୍ବାପେକ୍ଷା ତାଙ୍କ ଶରୀରରେ ଚିକିତ୍ସାର ପ୍ରଭାବ ଦେଖା ଦେଉଛି ବୋଲି ତାଙ୍କର ଚିକିତ୍ସା କରୁଥିବା ଏମ୍ସର ଡାକ୍ତରୀ
Read More...

ନବଦମ୍ପତିଙ୍କୁ ରାଜ୍ୟ ସରକାର ଦେବେ ଗିଫ୍ଟ, ସେପ୍ଟେମ୍ବରରୁ ଲାଗୁ ହେବ ଏହି ଯୋଜନା

ଭୁବନେଶ୍ବର: ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ନବଦମ୍ପତି ବିବାହ ଉପହାର ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ “ନବଦମ୍ପତି ଗିଫ୍ଟ”। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଓ ଏନଆରଏଚଏମ୍ ନିର୍ଦେଶିକା ଶାଲୀନି
Read More...

ସେପ୍ଟେମ୍ବରକୁ ଘୁଞ୍ଚିଲା ୟୁଜିସି ନେଟ୍‌ ୨ୟ ପର୍ଯ୍ୟାୟ ପରୀକ୍ଷା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍‌ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ସେପ୍ଟେମ୍ବରକୁ ଘୁଞ୍ଚିଛି । ଚଳିତ ମାସ ୧୨ରୁ ୧୪ ଭିତରେ ପରୀକ୍ଷା ନହୋଇ ସେପ୍ଟେମ୍ବରରେ ହେବ । ସମୁଦାୟ ୬୪ଟି ବିଷୟର ପରୀକ୍ଷା କରାଯିବ ।ସେପ୍ଟେମ୍ବର ୧୧ରେ କେଉଁ ସହରରେ ପରୀକ୍ଷା ହେବ
Read More...

ସୁଙ୍ଗୁଡା ପଞ୍ଚାୟତ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବାଇକ୍‌ ଶୋଭାଯାତ୍ରା

ଚଣ୍ଡିଖୋଲ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ । ଏହି ଅବସରରେ ସୁଙ୍ଗୁଡା ପଞ୍ଚାୟତ ସରପଞ୍ଚ ଅଞ୍ଜୁଲତା ସ୍ୱାଇଁଙ୍କ ନେତୃତ୍ୱରେ ଏକ ସଚେତନତା ବାଇକ ଶୋଭାଯାତ୍ରା ପଞ୍ଚାୟତ ପରିକ୍ରମା କରିଥିଲା । ଏହି ସଚେତନତା ଯାତ୍ରାରେ ପୂର୍ବତନ ସରପଞ୍ଚ
Read More...

ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୁଲିସ ଅଫିସରଙ୍କୁ ମିଳିବ ପଦକ

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ପୁଲିସ ଅଫିସରଙ୍କୁ ପଦକ ଦିଆଯିବା ନିମନ୍ତେ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ପୁଲିସ୍‌ ଅଧିକାରୀ ରହିଥିବା ଜଣାଯାଇଛି। ଆସନ୍ତା ୧୫ ତାରିଖରେ ଗଣତନ୍ତ୍ର ଦିବସ ଅବସରରେ ଏହି ଦକ୍ଷମ
Read More...

ଉପରମୁଣ୍ଡରୁ ବନ୍ୟାଜଳ ହଠାତ ମାଡ଼ି ଆସିବାରୁ ହୀରାକୁଦର ସ୍ଥିତି ଚିନ୍ତାଜନକ

ସମ୍ବଲପୁର:ଉପରମୁଣ୍ଡରୁ ବିପୁଳ ପରିମାଣରେ ବନ୍ୟାଜଳ ନିଷ୍କାସନ ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହଠାତ ତୀବ୍ରତାର ସହ ବୃଦ୍ଧିପାଇଛି ଓ ସେହି ଅନୁରୂପେ ମହାନଦୀର ଜଳ ମଧ୍ୟ ନିଷ୍କାସିତ ହେଉଛି । ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁସାରେ
Read More...

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ କଣ୍ଟାବାଞ୍ଜି ଏସବିଆଇ ଶାଖା ପକ୍ଷରୁ ସଚେତନ ରାଲି

କଣ୍ଟାବାଞ୍ଜି : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କା ଅମୃତ ମହୋତ୍ସବ ଅଗଷ୍ଟ ମାସ ୧୩ ରୁ ୧୫ ଚାଲିଥିବା ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ନାରାକୁ ରାଲି ମାଧ୍ୟମରେ ଜନ ସଗେତନତା କରିଛନ୍ତି କଣ୍ଟାବାଞ୍ଜି ଏସବିଆଇ ମୁଖ୍ୟ ଓ ସହାୟକ ଶାଖା ସମୂହ, ଏସବିଆଇ ଲୋଗୋ ରହିଥିବା ବ୍ୟାନର,
Read More...

ଦେଶର ଭାଇଚାରାକୁ ସୁଦୃଢ କରେ ହର୍‌ ଘର ତ୍ରିରଙ୍ଗା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ହର୍‌ ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତମାତାର
Read More...