ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଘୋଷଣା କଲେ ସରକାର
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯଦି ଆପଣ ଏହି ନିୟମ ଉଲ୍ଲଂଘନ କରୁଛନ୍ତି ତେବେ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ । ତେବେ କାରରେ ଯାତ୍ରା ସମୟରେ ରିହାତି ମିଳିବ । ବ୍ୟକ୍ତିଗତ ଚାରି ଚକିଆ!-->…
Read More...
Read More...