ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢ଼ୀ ଓ ଅଶ୍ବଥୀ ଏସ୍‌ଙ୍କୁ ରାଜ୍ୟ ସରକାର ବଡ଼ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପାଢ଼ୀଙ୍କୁ କୃଷି ଓ କୃଷକ
Read More...

ଆଦର୍ଶ ବିଦ୍ୟାଳୟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଘୁ ଉଦୟଗିରି: ଗଛ ହିଁ ଜୀବନ,ଗଛ ଆମକୁ ଅମ୍ଳଜାନ ଯୋଗାଇଥାଏ ଓ ବର୍ଷା ହେବାରେ ସାହାର୍ଯ୍ୟ କରିବା ସହିତ ପରିବେଶ ସବୁଜ ସୁନ୍ଦର୍‌ ହେବା ପାଇଁ ସାହାର୍ଯ୍ୟ କରିଥାଏ । ଗଛ ଦ୍ୱାରା ହିଁ ସୁଲୁସୁଲିଆ ଯେଉଁ ପବନ ବହେ ତାହାର ଶବ୍ଦରେ ବିଭିନ୍ନ ଧ୍ୱନୀ ତରଙ୍ଗ ସୃଷ୍ଟି ହୋଇଥାଏ ।ଅନେକ ଯାତ୍ରୀ,ପଥିକ
Read More...

ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ :
ଆଗକୁ ମାଗଣା ଯୋଜନା ଉପରେ ଲାଗିବ ରୋକ୍‌!

ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ରାଜନୈତିକ ଦଳଗୁଡ଼ିକର ଲୋଭନୀୟ ପ୍ରତିଶ୍ରୁତି ତଥା ମାଗଣା ଯୋଜନା ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ଏହା ଅଧିକ ଗତି ଧରିଛି । ଭୋଟରମାନଙ୍କୁ ପ୍ରଲୋଭିତ କରି ଭୋଟ ହାତେଇବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ସମୟରେ ଘୋଷଣା କରୁଥିବା ଏହି ମାଗଣା
Read More...

ଘୁ.ଉଦୟଗିରି ଏନ୍‌ଏସି କାଉନସିଲର ବୈଠକ,ସ୍ୱାଧୀନତା ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ନିମିତ୍ତ ଆଲୋଚନା

ଘୁ.ଉଦୟଗିରି : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ପ୍ରତିନିଧି ଅନିଲ କୁମାର ଦଳବେହେରା, ସମସ୍ତ ୱାର୍ଡ଼ କାଉନସିଲର, ଏବଂ ନିର୍ବାହୀ
Read More...

ପେଲୋସୀଙ୍କ ତାଇୱାନ ଗସ୍ତକୁ ନେଇ ବଢିଲା ଉତ୍ତେଜନା :
ଆମେରିକା-ଚୀନ ମୁହାଁମୁହିଁ,ଆକ୍ରମଣ ଧମକ ଦେଲା ବେଜିଂ

ନୂଆଦିଲ୍ଲୀ,୩/୮: ଋଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନଥିବା ବେଳେ ଏବେ ଆଉ ଏକ ଯୁଦ୍ଧର ଆଶଙ୍କା ମୁଣ୍ଡ ଟେକିଛି । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇୱାନ ଗସ୍ତକୁ ନେଇ ଦୁଇ ମହାଶକ୍ତି ଚୀନ ଓ ଆମେରିକା ଏବେ ମୁହାଁମୁହିଁ । ଆମେରିକା ଉପରେ ରାଗ ଶୁଝାଇବା ପାଇଁ ଚୀନ
Read More...

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କ ପରଲୋକ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ତେଲିବନ୍ଧ ପଂଚାୟତ ସ୍ଥାନୀୟ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ମନରଞ୍ଜନ ସାହୁ(୬୩)ଙ୍କ ଆଜି ପୂର୍ବାହ୍ନ ୧୧ଟା ସମୟରେ ପରଲୋକ ହୋଇଛି । ସେ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ସେ ବ୍ରାହ୍ମଣୀପାଲି ପଂଚାୟତର ଜଡ଼ାପାଲ ପ୍ରାଥମିକ ବିଦ୍ୟାଳୟରେ ୧୯୮୭
Read More...

ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ଦେବା ପାଇଁ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ୨ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ସମସ୍ତ ଶିଶୁ ଯେପରି
Read More...

ମୁଖ୍ୟ ଡାକଘର ଠାରେ ତ୍ରିରଙ୍ଗା ଉଡାଇବା ଅଭିଯାନ ଶୁଭାରମ୍ଭ

ବୌଦ୍ଧ,୩/୮- ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକଘର ଠାରେ ତ୍ରିରଙ୍ଗା ପତାକା ଉଡ଼ାଇବା ଅଭିଯାନର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଜିଠାରୁ ବୌଦ୍ଧ ଜିଲ୍ଲାର ପୋଷ୍ଟ ଅଫିସ ମାନଙ୍କରେ ତ୍ରିରଙ୍ଗା ପତାକା ୨୫ ଟଙ୍କା ମୂଲ୍ୟରେ ମିଳୁଛି । ଗୋଟିଏ ପତାକା ପାଇଁ ୨୫ ଟଙ୍କା ପୈଠକରି ସମସ୍ତ
Read More...

ଗର୍ଭଗୃହରୁ ପଥର ଖସିବା ଘଟଣା; ପଥର ନୁହେଁ ପ୍ଲାଷ୍ଟର ଚୂନ ଖଣ୍ଡ : ଜିଲ୍ଲାପାଳ

ପୁରୀ : ଶ୍ରୀମନ୍ଦିରରୁ କୌଣସି ପଥର ଖସିନାହିଁ । ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ୱରୁ ଲାଇମ୍‌ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି । ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ ଆଧାରରେ ଗତକାଲି ସକାଳ ଧୂପ ପରେ ଏହି ଘଟଣା ଘଟିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ
Read More...

ପୁରୀରେ ପ୍ରବଳ ବର୍ଷା, ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତ ହେଲେ କଲବଲ

ପୁରୀ : ଆଜି ସକାଳୁ ପୁରୀରେ ପ୍ରବଳ ବର୍ଷା ଯୋଗୁଁ ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ କଲବଲ ହେବାକୁ ପଡିଛି । ଭକ୍ତ ମାନେ ବର୍ଷାରେ ଭିଜି ଭିଜି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରୁଥିବା ବେଳେ ବାଇଶି ପାହାଚରେ ପ୍ରବଳ ବର୍ଷା ଜଳ ଆସୁଥିବାରୁ ମନ୍ଦିର
Read More...