ମଶାରି ଭିତରେ ଅନଶନ

ନୂଆଦିଲ୍ଲୀ: ଅନଶନ ତ ଅନଶନ,ତାହା ପୁଣି ମଶାରୀ ଭିତରେ! କଥାଟା ଅସ୍ୱାଭାବିକ ଲାଗିଲେ ବି ପୂରା ସତ୍ୟ । ଏଭଳି ଅଭିନବ ଅନଶନ ବା ଧାରଣା ଦେଖିବାକୁ ମିଳିଛି ସଂସଦ ବାହାରେ । ବିରୋଧୀ ସାଂସଦମାନେ ସଂସଦ ବାହାରେ ମୁକ୍ତାକାଶ ତଳେ ଚଳାଇଥିବା ୫୦ଘଣ୍ଟିଆ ପ୍ରତିବାଦ ଧାରଣାର ଦ୍ୱିତୀୟ ଦିବସରେ ମଶା
Read More...

ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ସମାନ୍ତରାଳ ସମ୍ବଲପୁରୀ ଦିନ ପାଳନ ଘୋଷଣା

ସମ୍ବଲପୁର:ଏକଦା ଘୋର ଉପେକ୍ଷାର ଶିକାର ହେଉଥିବା ସମ୍ବଲପୁରୀ ଭାଷା ଓ ସଂସ୍କୃତିକୁ ସଂଗଠିତ କରିବା ପାଇଁ ଆଜୀବନ କାର୍ଯ୍ୟରତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରିବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ମଧ୍ୟ ପ୍ରସ୍ତୁତ ରହିଛି । ଉକ୍ତ
Read More...

ବର୍ଷା ପାଣିରେ ଖପ୍ରାଖୋଲ ଚାରିଛକରେ ଆଣ୍ଠୁଏ ପାଣି

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଚାରି ଛକରେ ବର୍ଷା ହେଲେ ରାସ୍ତା ପରିସରରେ ଆଣ୍ଠୁଏ ପାଣି ହେଉଥିବା ଦେଖାଯାଉଛି । କିନ୍ତୁ ପ୍ରଶାସନର ଅବହେଳା ହେତୁ ବର୍ଷା ପାଣିରେ ରାସ୍ତା କାଦୁଅ ଜମି ରହୁଛି । ତେଣୁ ଯାତାୟତ କରୁଥିବା ଲୋକେ ବହୁତ ଅସୁବିଧାର
Read More...

ମୋଦୀଙ୍କୁ ଭେଟିବେ ମମତା ବାନାର୍ଜୀ!

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସମ୍ଭାବନା ରହିଛି । ଆସନ୍ତା ୭ରେ ନୂଆଦିଲ୍ଲୀରେ ନୀତି ଆୟୋଗ ପରିଚାଳନା ପରିଷଦର ବୈଠକ ହେବ । ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ
Read More...

ବାଲିଗୁଡ଼ାରେ ସିଆରପିଏଫ୍‌ ୧୨୭ ବାଟାଲିୟନର ୮୩ ତମ ଜନ୍ମ ଦିବସ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଥିବା ସିଆରପିଏଫ୍‌ କ୍ୟାମ୍ପରେ ୧୨୭ ବାଟାଲିୟନ ସିଆରପିଏଫ୍‌ ପକ୍ଷରୁ ୮୩ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ୟୁନିଟ୍‌ ଅଧିକାରୀ କମାଣ୍ଡାଣ୍ଟ ଆନନ୍ଦ ଝାଙ୍କ ସମେତ ଅନ୍ୟ ଅଧିକାରୀ ଯବାନଙ୍କ ସହ ଏହି ଉତ୍ସବକୁ ପାଳନ କରିଛନ୍ତି । ଏହି
Read More...

ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ୨୦ ହଜାର ଉପରେ ରହିଛି । ଦୈନିକ ପଜିଟିଭିଟି ହାର ୫.୧୨% ରେକର୍ଡ କରାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୮୨% ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର
Read More...

ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ

ବୌଦ୍ଧ: ବୌଦ୍ଧ ସହର ସ୍ଥିତ ପୁରୁଣାବ୍ଲକ ଛକଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଉପଖଣ୍ଡ ଆରଖି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବିଭାଗୀୟ ପୋଲିସ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତାକାଟି କାର୍ଯ୍ୟାଳୟକୁ ଉଦଘାଟନ
Read More...

ଦେଶରେ ପ୍ରତିଷ୍ଠା ହେବ ୧୫୭ ନୂଆ ମେଡିକାଲ କଲେଜ

ନୂଆଦିଲ୍ଲୀ : ଦେଶର ୧୪ଟି ରାଜ୍ୟରେ ସଦର ମହକୁମା ହସ୍‌ପିଟାଲ ସହିତ ସମ୍ପୃକ୍ତ ନୂଆ ମେଡିକାଲ କଲେଜଗୁଡିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଏସବୁ ନୂଆ ମେଡିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ
Read More...

ଲୋକାର୍ପିତ ହେଲା ରଥକାଠ ପେଟ୍ରୋଲ ପମ୍ପ

ଦଶପଲ୍ଲା : ଆଜି ଦିନ ୧୨ ଘଟିକା ସମୟେ ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ବାଣୀଗୋଛା ହାଟ ନିକଟରେ ହିନ୍ଦୁସ୍ଥାନ୍‌ ପେଟ୍ରୋଲିୟମ କଂପାନୀର ଏକ ପେଟ୍ରୋଲ ପମ୍ପ ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକଙ୍କ କର କମଳରେ ଲୋକାର୍ପିତ ହୋଇଯାଇଛି । ପ୍ରକାଶ ଥାଉକି
Read More...

ପୋଖରୀ ନିଲାମରେ ଅନିୟମିତତା ଅଭିଯୋଗ,ଓଡଗାଁ ବ୍ଲକ ଅଫିସ ଆଗରେ ଧାରଣା

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗିରିଡିପଲ୍ଲୀ ପଞ୍ଚାୟତର ପାଣଖଜୁରିଆ ବଡ଼ ବନ୍ଧ ଏବଂ ପୁରୁଣା ବନ୍ଧ ନିଲାମ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ, ଗିରିଡିପଲ୍ଲୀ ସରପଞ୍ଚ ଏବଂ ଜିପିଓ ନିଲାମକୁ ପ୍ରତିଯୋଗିତାମୂଳକ ନକରି ଅହେତୁକ ଅନୁକମ୍ପା
Read More...