ନୟାଗଡ଼: ବୁଗୁଡା ଗ୍ରାମରେ ବୋମା ଆତଙ୍କ !

ଦଶପଲ୍ଲା,୧୩/୭: - ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା ଗ୍ରାମର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା √ଅଭିମନ୍ୟୁ ନାୟକଙ୍କ ପରିତ୍ୟକ୍ତ ଘରେ କୈଣସି ଅଜଣା ବ୍ୟକ୍ତି, ଏକ ଜରି ବ୍ୟାଗରେ ଦୁଇଟି ବୋମାରଖି ଦେଇଥିଲେ । ଆଜି ସକାଳୁ ଘରକାମ ଲାଗି
Read More...

ଦାଶରଥି ପଟ୍ଟନାୟକଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ପାଳିତ

ଦଶପଲ୍ଲା : ଓଡ଼ିଶା ପାଠାଗାର ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ସାରସ୍ୱତ ସାଧକ ଦାଶରଥ ପଟ୍ଟନାୟକ (ଦାସିଆ ଅଜା) ଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଉଦୟପୁର ଗ୍ରାମରେ ଥିବା ଦାସିଆ ଅଜାଙ୍କ ସଂଗ୍ରହାଳୟ ଠାରେ ପାଳିତ ହୋଇଯାଇଛି । ଆଜି ଅପରାହ୍ନ ରେ ଉଦୟପୁରରେ ଥବା
Read More...

ଜଳ ଶକ୍ତି ଅଭିଯାନ ନୋଡାଲ ଅଧିକାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର: ଜିଲ୍ଲା ଗସ୍ତରେ ଆସିଥିବା ଜଳ ଶକ୍ତି ଅଭିଯାନ ର କେନ୍ଦ୍ର ନୋଡାଲ ଅଧିକାରୀ ତଥା ନିର୍ଦ୍ଦେଶକ ବନ୍ଦର ଓ ଜାହାଜ ଚଳାଚଳ, ଜଳ ମାର୍ଗ ବିନୟ ପ୍ରଜାପତି, ରାଜ୍ୟ ନୋଡାଲ ଅଧିକାରୀ ଭୁତଳ ଜଳ ବୈଜ୍ଞାନିକ ସୁଦର୍ଶନ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ
Read More...

ଯୋଗୀମୁଣ୍ଡା ଅଞ୍ଚଳରେ ସାର କଳାବଜାରୀ, ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବିପତ୍ର

ପାଟଣାଗଡ଼ : ଉନ୍ନତ ମାନର ଧାନ, କପା, ପରିପରିବାର ଆଦି ଚାଷ ପାଇଁ ଯଥେଷ୍ଟ ପରିମାଣରେ ସାରର ଆବଶ୍ୟକତା ରହିଛି । ଚଳିତ ଖରିଫ ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣିବା ସଙ୍ଗେ ଜିଙ୍ଗ୍‌ ଭିଟାମିନ ନେବାକୁ ଚାଷୀଙ୍କୁ ବାଧ୍ୟତା କରାଯିବା ସହ ଚାଷୀ ଶୋଷଣ ର
Read More...

୮୧କେଜି ଗଞ୍ଜେଇ ସହ ବୋଲେରୋ ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର: ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ମରାଡୁଗୋଚ୍ଛା ଗ୍ରାମ ନିକଟରେ ଏକ ବୋଲେରୋକୁ ଅଟକାଇ ଥିଲେ ।
Read More...

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ, ବହୁ ସ୍ଥାନରେ କର୍ଫ୍ୟୁ

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଛି । ଏହି ସମୟରେ ଗୋଟବାୟା ରାଜପକ୍ଷେ ଦେଶ ଛାଡି ମାଳଦ୍ୱୀପ ପଳାଇ ଯାଇଛନ୍ତି । ଯାହାକୁ ନେଇ ତେଜିଛି ଅସନ୍ତୋଷ । ରାଜରାସ୍ତାରେ ଜନସାଧାରଣ । ଗୋଟବାୟା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଯେଉଁ କାରଣରୁ ଲୋକେ
Read More...

ଆଇସିସି ର‍୍ୟାଙ୍କିଙ୍ଗରେ ଭାରତର ଜଳୱା, ଏହି ଫର୍ମାଟରେ ନମ୍ବରୱାନ୍‌

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆ କୌଣସି ଗୋଟିଏ ଫର୍ମାଟରେ ନୁହେଁ, ବରଂ ଆନ୍ତର୍ଜାତୀୟ କ୍ରିକେଟ୍‌ ର ତିନୋଟି ଫର୍ମାଟରେ ନିଜର ଜଳୱା ଦେଖାଉଛି । ଭାରତୀୟ କ୍ରିକେଟ୍‌ ଦଳ ବର୍ତ୍ତମାନ ବିଶ୍ୱର ଏକମାତ୍ର କ୍ରିକେଟ୍‌ ଦଳ ଯିଏକି କ୍ରିକେଟ୍‌ ର ତିନୋଟି ଫର୍ମାଟ୍‌ ପାଇଁ ଆଇସିସି ର଼୍ୟାଙ୍କିଙ୍ଗରେ
Read More...

ରାଜ୍ୟରେ ପୁଣି ୭୪୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ପୁଣି ମାଡିଲାଣି ମହାମାରୀ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ
Read More...

ନାଳ ପାଣିରେ ଭାସିଗଲେ ଯୁବକ, ମୃତଦେହ ଉଦ୍ଧାର

ମାଲକାନଗିରି: ମାଛ ଧରିବା ହେଲା କାଳ, ନାଳ ପାଣିରେ ଭାସିଗଲେ ଯୁବକ । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଏମ୍‌ଭି-୩୧ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଏମ୍‌ଭି-୩୧ ଗାଁର ଯୁବକ ଜଗନ୍ନାଥ ଗୌଡ ଗାଁ ନିକଟରେ ଥିବା ନାଳକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଅଧିକ
Read More...

ତିନି ଦିନ ଛେଚିବ,ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ୧୪, ୧୫ ଓ ୧୬ ତାରିଖ । ଏହି ତିନି ଦିନ ରାଜ୍ୟରେ ବର୍ଷା ଛେଚିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ଭାରି ବର୍ଷା ହୋଇଛି । ୨୧ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି
Read More...