ବୌଦ୍ଧ ଜିଲ୍ଲା କ୍ରିକେଟ ସଙ୍ଘର ନିର୍ବାଚନ: ସଭାପତି ଭାବେ ନିରଞ୍ଜନ ମେହେର ଓ ସଂପାଦକ ଯୁଗଳ କିଶୋର ସାମଲ ନିର୍ବାଚିତ

ବୌଦ୍ଧ,୩୦/୫:- ବୌଦ୍ଧ ଜିଲ୍ଲା କ୍ରିକେଟ ସଙ୍ଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ସଙ୍ଘର ସଭାପତି ଭାବେ ନିରଞ୍ଜନ ମେହେର, ଉପ ସଭାପତି ଭାବେ ଲମ୍ବୋଦର ପୁରୋହିତ, ସମ୍ପାଦକ ଭାବେ ଯୁଗଳ କିଶୋର ସାମଲ, ସହ ସମ୍ପାଦକ ଭାବେ ପ୍ରଦୀପ
Read More...

ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ଫୁଲବାଣୀ,୩୦/୫ : ଅନ୍ତର୍ଜାତୀୟ ସଂଗଠନ ସେଭ୍‌ ଦି ଚିଲ୍ଡରେନ ତରଫରୁ କ.ନୂଆଗାଁ ବ୍ଳକର ସାରଙ୍ଗଗଡ ଓ ବଣ୍ଡଗୁଡା ଠାରେ ( ଋତୁସ୍ରାବ ସ୍ୱଚ୍ଛତା ଦିବସ) ପାଳିତ ହୋଇଯାଇଛି । ପଂଚାୟତରେ ପୃଥକ ପୃଥକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ କିଶୋରୀ ବାଳିକା , ମହିଳା ସ୍ୱାସ୍ଥ୍ୟକର୍ମୀମାନେ
Read More...

ବ୍ୟାଘ୍ରଦେବୀଙ୍କ ମନ୍ଦିରରେ ପଂଚ ଠାକୁରାଣୀଙ୍କ ସହ ମା କାଳୀ

ଫୁଲବାଣୀ,୩୦/୫:-ଫୁଲବାଣୀରେ ମା ନାରାୟଣୀଙ୍କ ସମେତ ପଂଚଦେବୀ ପଂଚ ଠାକୁରାଣୀଙ୍କ ଯାତ୍ରା ୨୫ ତମ ଦିନରେ ପହଞ୍ଚିଛି । ଏହି ଅବସରରେ ସମଗ୍ର ଫୁଲବାଣୀ ସହର ଉତ୍ସବ ମୁଖରିତ ହୋଇଯାଇଛି । ଏହି ଅବସରରେ ଯାତ୍ରାପଡିଆରେ ପଂଚ ଠାକୁରାଣୀଙ୍କ ସନ୍ଧ୍ୟା ଆଳତିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ଫୁଲବାଣୀ,୩୦/୫ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅତି ପରିଚିତ ସାମ୍ବାଦିକ ବୈଦ୍ୟ ନାୟକଙ୍କ ମା’ ମହାରଗି ନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ସେ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା
Read More...

ମା କାଳୀଙ୍କ ଉତ୍ତମ ସେବକ ଆଦିତ୍ୟ

ବାଲିଗୁଡ଼ା,୩୦/୫: କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ନାରାୟଣୀ ଠାକୁରାଣୀ ଯାତ୍ରା ସର୍ବସାଧାରଣଙ୍କ ଯାତ୍ରା । ଏହା ପ୍ରତି ଦୁଇ ବର୍ଷକୁ ଥରେ ହୋଇଥାଏ । ଯାତ୍ରା ନା ଶୁଣିଲେ ସମସ୍ତେ ଖୁସି ହୋଇଯାନ୍ତି କାରଣ ମିନାବଜାରରେ ମଉଜ ମସ୍ତି ସହ ଯାତ୍ରା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ
Read More...

ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ,୨୯/୫- ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୃଥକ୍‌ ପୃଥକ୍‌ ଭାବେ କଣ୍ଟାମାଳ ବ୍ଲକ୍‌ ଏବଂ ତହସିଲ୍‌ କାର୍ଯ୍ୟାଳୟ
Read More...

ମ୍ୟୁଜିୟମର ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷ ପୁୁରୁଣା ଅଳଙ୍କାର

ବୌଦ୍ଧ,୨୯/୫- ବୌଦ୍ଧ ମ୍ୟୁଜିୟମରେ ରଖାଯାଇଥିବା ଶତାଧିକ ବର୍ଷ ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷର ପୁଳାପୁଳା ପୁରୁଣା ଅଳଙ୍କାର । ବୌଦ୍ଧ ମ୍ୟୁଜିୟମ ଆରମ୍ଭ କରାଯାଇଥିବା ବେଳେ ସରକାରୀ ଟ୍ରେଜେରିରେ ଅବହେଳିତ ହୋଇ ବାହାରେ ପଡିଥିବା ୩-୪ ଟି ପୁରୁଣା ଲୁହା ନିର୍ମିତ ଟ୍ରେଜେରି
Read More...

କଣ୍ଟାମାଳ ଲୋକ କଳା ମହୋତ୍ସବ ପ୍ରସ୍ତୁତି ବୈଠକ: ଜୁନ ୧୩,୧୪ ଓ ୧୫ରେ ହେବ ମହୋତ୍ସବ, ସାମିଲ ହେବେ ୧୦୦୦

କଣ୍ଟାମାଳ, ୨୮/୫ - ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଆୟୋଜିତ ହେଉଥିବା ୧୭ ତମ ଲୋକ କଳା ମହୋତ୍ସବ-୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜକ ପ୍ରଗତିର ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହୋତ୍ସବ
Read More...

ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ଘୁ.ଉଦୟଗିରି,୨୮/୫:ଘୁ.ଉଦୟଗିରି ବ୍ଲକ ସ୍ଥିତ ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହାବିଦ୍ୟାଳୟ ଠାରେ ଆଜି ଅନ୍ତରଙ୍ଗ ଯୁବ ମହାସଂଘ, ପ୍ରଦାତ୍ତା ଓ ଭି - ଫର୍ସ, କନ୍ଧମାଳ ଆନୁକୁଲ୍ୟରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ପିଏଚଇଓ
Read More...

ସାବିତ୍ରୀ ଓ ରଜ ପାଇଁ ଜମୁଛି ପଣସ ବେପାର

ଦଶପଲ୍ଲା,୨୮/୫ : - ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଦଶପଲ୍ଲା ଠାରୁ ୧୬ କିଲୋମିଟର ବୌଦ୍ଧ ବଲାଙ୍ଗୀର ରାସ୍ତାରେ ଗଲାପରେ ପଡେ ବୁଗୁଡା ବସଷ୍ଟାଣ୍ଡ । ବସଷ୍ଟାଣ୍ଡର ଅଳ୍ପକିଛି ଦୂରରେ ସାରାବର୍ଷ ଦେଖିବାକୁ ମିଳେ ଋତୁ ଅନୁସାରେ ଉତ୍ପାଦିତ ହେଉଥିବା ବିଭିନ୍ନପ୍ରକାର ତଟକା ଫଳ ଓ
Read More...