ପୁଲିସଙ୍କୁ ଠେଙ୍ଗାରେ ପିଟିଲା ଚୋର, ଭାଇରାଲ ହେଉଛି ଭିଡିଓ
ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲାର ତିର୍ତ୍ତୋଲ ଥାନାର ପୁଲିସ ଅଧିକାରୀମାନେ ଚୋରକୁ ଧରିବାକୁ ଯାଇ ନିସ୍ତୁକ ମାଡ ଖାଇଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ଥାନା ଅନ୍ତଗର୍ତ ସଇଲୋପଡ଼ା ଗାଁ ତୋଟାସାହି ଗ୍ରାମରେ । ମା ଦେବତୀଙ୍କ ମନ୍ଦିରରୁ ଚୋରି!-->…
Read More...
Read More...