ପୁଲିସଙ୍କୁ ଠେଙ୍ଗାରେ ପିଟିଲା ଚୋର, ଭାଇରାଲ ହେଉଛି ଭିଡିଓ

0 114

ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲାର ତିର୍ତ୍ତୋଲ ଥାନାର ପୁଲିସ ଅଧିକାରୀମାନେ ଚୋରକୁ ଧରିବାକୁ ଯାଇ ନିସ୍ତୁକ ମାଡ ଖାଇଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ଥାନା ଅନ୍ତଗର୍ତ ସଇଲୋପଡ଼ା ଗାଁ ତୋଟାସାହି ଗ୍ରାମରେ । ମା ଦେବତୀଙ୍କ ମନ୍ଦିରରୁ ଚୋରି ଘଟଣାର ପର୍ଦ୍ଦାଫାସ କରିବା ପାଇଁ ପୁଲିସ ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିଲା । ସେହି ସମୟରେ ଚୋର ପୋଲିସ ଉପରକୁ ଆକ୍ରମଣ କରିଥିଲେ । ମାଡ ଖାଇଥିବା ପୁଲିସ ଅଧିକାରୀଙ୍କ ମଧ୍ୟରୁ ଜଣେ ଏଏସ୍‌ଆଇ ହୋଇଥିବା ବେଳେ ଅନ୍ୟଜଣେ କନଷ୍ଟେବଳ ବୋଲି ଜଣାପଡିଛି । ତୁରନ୍ତ ଦୋଷୀକୁକୁ ଧରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନିମନ୍ତେ ବୃଦ୍ଧିଜୀବି ମହଲରେ ଦାବୀ କରାଯାଉଛି ।

hiranchal ad1
Leave A Reply

Your email address will not be published.

7 − two =