Browsing

Video

ଆଡେଣୀଗଡରେ ପଞ୍ଚଶମ୍ଭୁ ମିଳନ

ହରଭଙ୍ଗା :ଗତକାଲି ହରଭଙ୍ଗା ବ୍ଲକ ଆଡେଣୀଗଡ଼ ଗ୍ରାମର ତେଲିସାହି ଠାରେ ପଞ୍ଚଶମ୍ଭୁ ମିଳନ ଦେଖିବାକୁ ମିଳିଥିଲା । ସୂଚନା ମତେ ଆଜକୁ ପାଞ୍ଚ ବର୍ଷ ହେବ ଏହି ମିଳନ ହୋଇଆସୁଅଛି । ଚଳିତ ବର୍ଷ ରାଣୀଗଞ୍ଜର ଗୁପ୍ତେଶ୍ୱର ବାବା, ମାଲିକ ଗାଁ ର ବାଲୁଙ୍କେଶ୍ୱର ବାବା, ଶରଧାପୁରର ମହେଶ୍ୱର ବାବା,…
Read More...

ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ପୁଣିଥରେ ପଦାରେ ପଡ଼ିଲା: ବିଜେଡି

ଭୁବନେଶ୍ୱର,: ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅବହେଳା କରି ଆସୁଛନ୍ତି । ଫଳରେ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ, ଆଦିବାସୀ, ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ଏବେ ପୁଣି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ…
Read More...

ଲମ୍ବା ଚାଲି ପକାଇ ବିରୋଧୀଙ୍କ ଅପପ୍ରଚାରକୁ ରୋକ ଦେଲେ ନବୀନ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବରେ ଓଡିଶାବାସୀଙ୍କୁ ଗୋଟିଏ ଚମତ୍କାର ବାର୍ତ୍ତା ଦେଇଛନ୍ତି । ନବୀନ ଜଣାଇ ଦେଇଛନ୍ତି ମୁଁ ଆପଣଙ୍କ ପାଇଁ ଫିଟ ଅଛି, ବଞ୍ଚିଥିବା ଯାଏ ଆପଣଙ୍କ ସେବାରେ ଥିବି । ବିରୋଧୀଙ୍କୁ ବୁଝେଇଦେବେ ଆପଣ…
Read More...

ସରିଲା ଚତୁର୍ଥ ଦିନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ବାଲିଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆଜି ଚତୁର୍ଥ ଦିନରେ ମୋଟ ୧୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ମୋଟ ୧୨ ଜଣ ଜିଲ୍ଲା ପରିଷଦ…
Read More...

ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ୭ଟି ଯେଜନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ବାଲିଗୁଡ଼ା: ତ୍ରିସ୍ତରୀୟ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଚଳିତ ମାସ ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । କନ୍ଧମାଳ ଜିଲ୍ଲାର ମୋଟ ୧୮ ଟି ଜୋନ୍‌ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ତୃତୀୟ ଦିନରେ…
Read More...

ଆଜି ପବିତ୍ର ଶାମ୍ବ ଦଶମୀ, ଅର୍କକ୍ଷେତ୍ରରେ ଗଡିଲା ସୂର୍ଯ୍ୟ ରଥ

କୋଣାର୍କ : ଆଜି ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ । ସୂର୍ଯ୍ୟ ଉପାସକ ମାନେ ପ୍ରାତଃ ସମୟରୁ ଚନ୍ଦ୍ରଭାଗାଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚ୍ଚନା କରିଥିଲେ ଶ୍ରଦ୍ଧାଳୁ । କୋଭିଡ କଟକଣା ଯୋଗୁଁ ଚନ୍ଦ୍ରଭଗା…
Read More...

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ, ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ବାଲିଗୁଡ଼ା: ସଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ । ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ବଣ୍ଡଗୁଡ଼ା ଗ୍ରାମର ଚଞ୍ଚଳା ସାହିରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଚଞ୍ଚଳା ସାହି ଛକରେ ଥିବା ଟୁନା ମିଶ୍ର ନାମକ…
Read More...

ବାଲିଗୁଡ଼ା ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ

ବାଲିଗୁଡ଼ା: ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମୁକ୍ତା ଯୋଜନାରେ ସାମିଲ ସହ ୨କୋଟି ୧୨ଲକ୍ଷ ଟଙ୍କା ପ୍ରଦାନ ସହ ସହରର ବିକାଶ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ଅନୁଦାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।…
Read More...

କରୋନା ଓ ଓମିକ୍ରନ୍‌ ଭୂତାଣୁ ସଂକ୍ରମଣ ସମ୍ବନ୍ଧରେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବାଲିଗୁଡ଼ା: ଦେଶରେ ପୁଣି କାୟା ମେଲେଇଲାଣି କରୋନାର ତୃତୀୟ ଲହର । ଓମିକ୍ରନ୍‌ ଭୂତାଣୁ ଦ୍ରୁତ ଗତିରେ ସଂକ୍ରମଣ ହେବାରେ ଲାଗିଛି । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି ଏବଂ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପୁଣି ନୁଆ ଗାଇଡ୍‌…
Read More...

ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ ; ଝୁଲାପୋଲ ଉପରେ ଚଢ଼ି ଦେଖାଇଲେ ବିପଦଜନକ ଷ୍ଟଣ୍ଟ, ଦେଖନ୍ତୁ ଭିଡିଓ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୁଟିକିଆ ଝୁଲା ପୋଲ ଉପରେ ଦୁଇଜଣ ମଦ୍ୟପ ଯୁବକଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ପ୍ରକାରେ ଗତକାଲି ବାଲିଗୁଡ଼ା ଠାରୁ ୧୦ କିଲୋମିଟର ଦୂରରେ ଥିବା କୁଟିକିଆ ନିକଟସ୍ଥ ଖଡ଼ଗ ନଦୀ…
Read More...