ଲମ୍ବା ଚାଲି ପକାଇ ବିରୋଧୀଙ୍କ ଅପପ୍ରଚାରକୁ ରୋକ ଦେଲେ ନବୀନ

0 185

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବରେ ଓଡିଶାବାସୀଙ୍କୁ ଗୋଟିଏ ଚମତ୍କାର ବାର୍ତ୍ତା ଦେଇଛନ୍ତି । ନବୀନ ଜଣାଇ ଦେଇଛନ୍ତି ମୁଁ ଆପଣଙ୍କ ପାଇଁ ଫିଟ ଅଛି, ବଞ୍ଚିଥିବା ଯାଏ ଆପଣଙ୍କ ସେବାରେ ଥିବି । ବିରୋଧୀଙ୍କୁ ବୁଝେଇଦେବେ ଆପଣ ଅପପ୍ରଚାରରୁ କ୍ଷାନ୍ତ ରହନ୍ତୁ ।

hiring
hiranchal ad1
Leave A Reply

Your email address will not be published.

fifteen − nine =