Browsing

Video

ପେଟ୍ରୋଲ ପମ୍ପରେ ଅଭାବନୀୟ ଘଟଣା, ଗଣ୍ଡଗୋଳରୁ ବାଇକରେ ନିଆଁ ଲଗାଇଦେଲେ

ପୁରୀ : ପେଟ୍ରୋଲ ପମ୍ପରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳକୁ ନେଇ ବାଇକରେ ନିଆଁ ଲଗାଇ ଦେଇଥିଲେ । ତେବେ ସୌଭାଗ୍ୟବଶତଃ ପେଟ୍ରୋଲପମ୍ପ କର୍ମଚାରୀ ଅଗ୍ନିନିର୍ବାପକ ଯନ୍ତ୍ର ଆଣି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟଣା…
Read More...

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ, କଳା ପତାକା ପ୍ରଦର୍ଶନ କଲେ ବିରୋଧୀ

ପୁରୀ : ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ ଅବସରରେ ପୁରୀ କଂଗ୍ରେସ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବା ସହ କଳା ପତାକା ପ୍ରଦର୍ଶନ କରାଯାଇଛି । ନମିତା ମେହେର ହତ୍ୟା, ରତ୍ନଭଣ୍ଡାର ସୁରକ୍ଷା, ରେଳଓଭର ବ୍ରିଜ ଆଦି ବିଭିନ୍ନ ସମସ୍ୟା ନେଇ ନବୀନ ପଟ୍ଟନାୟକଙ୍କୁ ପୁରୀ ବଡ଼ ଦାଣ୍ଡର…
Read More...

ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ହଲ୍ଲାବୋଲ୍‌

ବାଲିଗୁଡ଼ା: ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ଆରଡିସି ଅଞ୍ଚଳରେ ଆଜି ବିଜେଡ଼ି ପ୍ରତିବାଦ କରୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ଚାରୋଟି ବ୍ଲକ୍‌ ବାଲିଗୁଡ଼ା, କ.ନୁଆଗାଁ, କୋଟଗଡ଼ ଓ…
Read More...

ଭାରତର ଉଚ୍ଚତମ ଶୃଙ୍ଗରେ ସୂର୍ଯ୍ୟ ନମସ୍କାର କରି ଚର୍ଚ୍ଚାରେ ବୌଦ୍ଧ ମାଟିର ପୁଅ

ବୌଦ୍ଧ,୧୫/୧୧- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ନୂର୍ପା ଗ୍ରାମର ଦିବାକର ଆର୍ଯ୍ୟ ପାଖାପାଖି ୧୭ହଜାର ୮ ଶହ ଫୁଟ ଉଚ୍ଚତାରେ ଗୁରୁ ଡଙ୍ଗରମ ହ୍ରଦ କୂଳରେ ଏହି ସୂର୍ଯ୍ୟ ନମସ୍କାର କରିଛନ୍ତି ସେ । ତାଙ୍କର ଏହି ଉଦ୍ୟମକୁ ଏବେ ସବୁ ମହଲରେ ବେଶ ପ୍ରଶଂସା କରାଯାଉଛି । ତାଙ୍କର…
Read More...

ଶୋଭାପାବଲି ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା

ବାଉଁଶୁଣି,୫/୧୧- ବୌଦ୍ଧଜିଲ୍ଲା ମନୁପାଲି ପଞ୍ଚାୟତ ଶୋଭାପାବଲି ଗ୍ରାମ ନିକଟସ୍ଥ ବଡ଼ପାବଲି ପାହାଡ଼ରେ ଗିରିଗୋବର୍ଦ୍ଧନ ପୂଜା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପୂଜାରେ ଅଯତ୍ନ ପୋଢ଼ ଓ ତାଙ୍କ ପତ୍ନୀ ସୀତା ପୋଢ଼ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ନବକିଶୋର ଦାଶ ପୂଜାକାର୍ଯ୍ୟ…
Read More...

କାକଟପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନିନ୍ଦା

ପୁରୀ,୨୧/୧୦- କାକଟପୁର ମା ମଙ୍ଗଳା ମନ୍ଦିର ସମ୍ମୁଖରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଇଥିବା ବର୍ବୋଚରିତ ଆକ୍ରମଣ, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ତୀବ୍ର ପ୍ରତିବାଦ କରାଯାଇଛି । କାକଟପୁର ବିଶ୍ୱହିନ୍ଦୁ…
Read More...

ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କୋଭିଡ ଡୋଜ ନେଇ ସଚେତନତା ବାର୍ତ୍ତା

ପୁରୀ,୨୧/୧୦- କୋଭିଡ ଟୀକାକରଣ କ୍ଷେତ୍ରରେ ଭାରତ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଇତିମଧ୍ୟରେ ୧୦୦ କୋଟି ଡୋଜ ଦିଆସରିଛି । ଯାହାକି ସାରା ବିଶ୍ୱରେ ସର୍ବବୃହତ ଟୀକାକରଣ ବୋଲି କୁହାଯାଉଛି । ଏହି ପରିପ୍ରେକ୍ଷୀରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା…
Read More...

କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ

ପୁରୀ,୨୦/୧୦-କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ଲକ୍ଷ୍ମୀ ମନ୍ଦିରରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା…
Read More...

ପୁରୀରେ ଗୋଶାଣୀ ଦେବୀଙ୍କ ଭଷାଣୀ ଉତ୍ସବ

ପୁରୀ,୧୬/୧୦- ପାରମ୍ପରିକ ବାଦ୍ୟରେ ଗୋଶାଣୀ ଦେବୀଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାର ସମୁଖକୁ ଅଣାଯାଉଛି । ସେଠାରେ ପରମ୍ପରା ଅନୁଯାୟୀ ଦେବ ସଭା ଅନୁଷ୍ଠିତ ହୋଇଥାଏ । ସବୁ ଗୋଶାଣୀ ମୂର୍ତି ଙ୍କୁ ଧାଡିରେ ସିଂହଦ୍ୱାର ସମୁଖରେ ରଖାଯାଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ପରେ…
Read More...