Browsing

Video

ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଦେବଗଡ,୧୧/୧୦- ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକରେ କାର୍ଯ୍ୟରତ ଠିକା କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛନ୍ତି । ସୋମବାର ସକାଳୁ ଏନେଇ ଏକକାଳୀନ ତିନୋଟି ଯାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବିକାଶଙ୍କ ବଳମ ଗ୍ରାମ ସ୍ଥିତ ପୈତୃକ…
Read More...

ବାଲୁକାକଳା ମାଧ୍ୟମରେ ବିଗବିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ,୧୧/୧୦- ଆଜି ବଲିଉଡ଼ ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ଜନ୍ମ ଦିବସ । ଆଜି ସେ ୭୯ବର୍ଷରେ ପଦାର୍ପଣ କଲେ । ତାଙ୍କର ଏହି ଜନ୍ମ ଦିବସ ଅବସରରେ ଫ୍ୟାନ, ଫଲୋରଙ୍କଠୁ ଆରମ୍ଭକରି ବିଭିନ୍ନ ମହଲରୁ ଜନ୍ମ ଦିନ ଅଭିନନ୍ଦନର ସୁଅ ଛୁଟୁଛି । ତେବେ ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା…
Read More...

ମହାତ୍ମାଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ପ୍ରତିମୂୂର୍ତ୍ତି ଉନ୍ମୋଚିତ

ଜଗତସିଂହପୁର,୯/୧୦- ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ପଞ୍ଚାୟତର ବାଖରାବାଦ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜାତିରପିତା ମହାତ୍ମାଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିି ଉନ୍ମୋଚିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ଦାସଙ୍କ…
Read More...

ବ୍ଲୁଫ୍ଲାଗ ବେଳାଭୂମିରେ ୭୫ତମ ଆଜାଦୀ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

ପୁରୀ,୭/୧୦- କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ ଦୁଇଦିନିଆ ପୁରୀ ଗସ୍ତରେ ଆସି ଆଜି ବ୍ଲୁଫ୍ଲାଗ ବେଳାଭୂମିରେ ୭୫ତମ ଆଜାଦୀ ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବେଳାଭୂମିରେ ଝାଉଁ ରୋପଣ କରିଥିଲେ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବାର୍ତ୍ତା "ମୋ…
Read More...

ପୁରୀ ଚନ୍ଦନପୁର ବଜାରରେ ଦିନ ଦ୍ୱି ପ୍ରହରରେ ଡକାୟତି

ପୁରୀ,୫/୧୦:- ଜଣେ ବ୍ୟବସାୟୀଙ୍କ ଠାରୁ ୪ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଚନ୍ଦନପୁର ଉଆସାହିର ସିମେଣ୍ଟ ବ୍ୟବସାୟୀ ଜୀବନ ସାମନ୍ତରାୟ ଆଜି ପୂର୍ବାହ୍ନରେ ବ୍ୟାଙ୍କ କୁ ୪ ଲକ୍ଷ ଟଙ୍କା ଡିପୋଜିଟ ଯାଉଥିଲେ । ଏତିକି ବେଳେ ପୂର୍ବରୁ ତାଙ୍କୁ ପିଛା କରୁଥିବା ୨ ଦୁର୍ବୃତ୍ତ…
Read More...

ପିପିଲି ଉପନିର୍ବାଚନରେ ବିଜେଡିର ବାଜିମାତ

ପୁରୀ,୩/୧୦- ପିପିଲି ଉପନିର୍ବାଚନରେ ବିଜେଡିର ବାଜିମାତ । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ୨୦୯୧୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ରୁଦ୍ର ୯୬୯୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭୬୦୫୬ ଭୋଟ ପାଇଛନ୍ତି । ସମୁଦାୟ ୨୫ ରାଉଣ୍ଡ ଭୋଟ ଗଣତି ହୋଇଥିବାବେଳେ ରୁଦ୍ର ପ୍ରଥମ ରାଉଣ୍ଡରୁ…
Read More...

ଉପାନ୍ତ ଅଭିଶପ୍ତ ଆଦିବାସୀ ଗାଁ ଜୁନିଆନ

ସୁନ୍ଦରଗଡ,୧/୧୦: ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ଅଂଚଳ ଭାବେ ପରିଚିତ ରାଜବାହାଲ ପଞ୍ଚାୟତ ଆଜି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବାବେଳେ ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ପଞ୍ଚାୟତବାସୀ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଘାଟୀ…
Read More...

ଯୁବମୋର୍ଚ୍ଚା ତରଫରୁ ନରେନ୍ଦ୍ର ମୋଦିଜୀଙ୍କ ସେବା ଏବଂ ସମର୍ପଣ ଦିବସ ପାଳିତ

ବୌଦ୍ଧ,୨୯/୯- ବୌଦ୍ଧବ୍ଲକ ଟିକରପଡ଼ା ଗ୍ରାମ ପଞ୍ଚାୟତ ର ବିରିଗଡ ଠାରେ ସେବା ଏବଂ ସମର୍ପଣ ଦିବସ ପାଳନର ୧୩ ତମ ଦିନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ୭୧ ତମ ଜୟନ୍ତୀ ବଡ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ପ୍ରଥମେ ବିରିଗଡ ଗ୍ରାମ ଖେଳପଡିଆ ଚତୁଃପାର୍ଶ୍ୱରେ…
Read More...

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନିଜନିଜ ବୁଥକୁ ଗଲେ ପୁଲିଂ ପାର୍ଟି

ପୁରୀ,୨୮/୯- ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପୁଲିଂ ପାର୍ଟି ନିଜ ନିଜ ବୁଥକୁ ଯାଇଛନ୍ତି । ଆଉ ଗୋଟିଏ ଦିନ ପରେ ନିର୍ବାଚନ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦାୟ ୩୪୮ ଟି ବୁଥ୍‌ ମଧ୍ୟରୁ ୧୦୨ ଟି ଅତି ସମ୍ବେଦନଶୀଳ ବୁଥ ହୋଇଥିବା ବେଳେ ଏଠାରେ…
Read More...

ବାଲିଗୁଡ଼ାରେ ଭାରତ ବନ୍ଦ୍‌ ଶାନ୍ତିପୂର୍ଣ୍ଣ : ଦୋକାନ ବଜାର ବନ୍ଦ, ଗାଡ଼ିମଟର ଚଳାଚଳ ଠପ୍‌

ବାଲିଗୁଡ଼ା,୨୭/୯: କେନ୍ଦ୍ର ସରକାରଙ୍କ ଜନବିରୋଧି, ଶ୍ରମିକ ବିରୋଧୀ ଓ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦକୁ ସମର୍ଥନ ଜଣାଇ…
Read More...