ଭାରତର ଉଚ୍ଚତମ ଶୃଙ୍ଗରେ ସୂର୍ଯ୍ୟ ନମସ୍କାର କରି ଚର୍ଚ୍ଚାରେ ବୌଦ୍ଧ ମାଟିର ପୁଅ

0 413

ବୌଦ୍ଧ,୧୫/୧୧- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ନୂର୍ପା ଗ୍ରାମର ଦିବାକର ଆର୍ଯ୍ୟ ପାଖାପାଖି ୧୭ହଜାର ୮ ଶହ ଫୁଟ ଉଚ୍ଚତାରେ ଗୁରୁ ଡଙ୍ଗରମ ହ୍ରଦ କୂଳରେ ଏହି ସୂର୍ଯ୍ୟ ନମସ୍କାର କରିଛନ୍ତି ସେ । ତାଙ୍କର ଏହି ଉଦ୍ୟମକୁ ଏବେ ସବୁ ମହଲରେ ବେଶ ପ୍ରଶଂସା କରାଯାଉଛି । ତାଙ୍କର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।

hiranchal ad1
Leave A Reply

Your email address will not be published.

17 + four =