ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କୋଭିଡ ଡୋଜ ନେଇ ସଚେତନତା ବାର୍ତ୍ତା

0 57

ପୁରୀ,୨୧/୧୦- କୋଭିଡ ଟୀକାକରଣ କ୍ଷେତ୍ରରେ ଭାରତ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଇତିମଧ୍ୟରେ ୧୦୦ କୋଟି ଡୋଜ ଦିଆସରିଛି । ଯାହାକି ସାରା ବିଶ୍ୱରେ ସର୍ବବୃହତ ଟୀକାକରଣ ବୋଲି କୁହାଯାଉଛି । ଏହି ପରିପ୍ରେକ୍ଷୀରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି । ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ରକଳାଟି ସେ କରିଛନ୍ତି । ଶହେ କୋଟି ଡୋଜ ଭାରତ ପୂରଣ କରିଥିବା ହେତୁ ସେ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ପ୍ରତ୍ୟେକ ନାଗରିକ କୋଭିଡ ଟୀକା ନେଇ କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଯୁଦ୍ଧରେ ସାମିଲହୋଇ ସରକାରଙ୍କୁ ସହଯୋଗ କରିବାକୁ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × 1 =